ଚିତ୍ରକୋଣ୍ଡାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ପାନ ଇଣ୍ଡିଆ ସମ୍ପ୍ରକରେ ତାଲିମ କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା : ଗଲା ବର୍ଷ ଭଳି ଚଳିତ ବର୍ଷ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନ ର ସଭାଗୃହ ଠାରେ ମାଲକାନଗିରି ଜିଲା ଆଇନ ସେବା ପ୍ରାଧି କରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ମାଧ୍ୟମରେ ଅଖିଳ

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ମାରିଥିବା ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱରରେ ନିଶା ନିବାରଣ କେନ୍ଦ୍ରରେ ପିଟି ମାରିଥିବା ଅଭିଯୋଗ । ମୃତ ଯୁବକ ଜଣକ ହେଲେ ରାଜୀବ ଶ୍ରୀ ଚନ୍ଦନ, ବୟସ ୩୮। ଘର ଡୁମଡୁମାଫେଜ ୨ । ଗତ ୨୪ ତାରିଖରେ କୋଳଥିଆର ଏକ ନିଶା ନିବାରଣ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ । ଖଣ୍ଡଗିରି ଥାନରେ ଏ ନେଇ ଅଭିଯୋଗ । ରାଜୀବ

ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଗୋଶାଳା ଠାରେ ଗୋପଷ୍ଟମୀ କାର୍ଯ୍ୟକ୍ରମ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଚେଇତା ଠାରେ ଅବସ୍ଥିତ ଗୋ-ଶାଳା ପ୍ରାଙ୍ଗଣରେ ଆଜି ଗୋପାଷ୍ଟମୀ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ଯୋଗଦେଇ ଗୋ-ମାତା ମାନଙ୍କ ଆରାଧନା କରିଥିବା ବେଳେ ଗୋପାଷ୍ଟମୀର ମହତ୍ୱ ସମ୍ୱନ୍ଧରେ ବିସ୍ତୃତ

ବ୍ରାଉନସୁଗାର ଖଟି ଉପରେ ଚଢ଼ଉ, ଗିରଫ ହେଲେ ୭ ଅଭିଯୁକ୍ତ

ଭୁବନେଶ୍ୱର: ବ୍ରାଉନସୁଗାର ଖାଉଥିବା ଖଟି ଉପରେ କମିଶନରେଟ ପୁଲିସର ଅତର୍କିତ ରେଡ। ନିଶା ଖାଇବା ସହ ନିଶା କାରବାରରେ ଲିପ୍ତ ଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ବ୍ରାଉନସୁଗାର ଖାଇବା ସହ ନିଜ ସାଙ୍ଗ ସାଥିଙ୍କୁ ନିଶାରେ ନିୟୋଜିତ କରାଇବା ଓ ନିଶା

କଟକରେ ରାସ୍ତାଉପରେ କଲେଜ ଛାତ୍ରୀଙ୍କୁ ଯୁବକଙ୍କ ଛୁରାମାଡ

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ । ପ୍ରତାପନଗରୀ ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ମିଳିଛି। ପିଡିତା ଏବଂ ଅଭିଯୁକ୍ତଙ୍କର ପରସ୍ପର ସହିତ ପୂର୍ବରୁ ପରିଚୟ ରହିଥିବା ଜଣାପଡିଛି। ଏକ ତରଫା ପ୍ରେମରୁ ଜଣେ

ଉପନିର୍ବାଚନ ପାଇଁ ସରିଲା ପ୍ରଚାର, କମ୍ପିଲା ଧାମନଗର, ଗୁରୁବାର ଭୋଟ୍‌

ଭଦ୍ରକ ୦୧/୧୧: ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ଶେଷ ଦିନରେ କମ୍ପିଲା ଧାମନଗର। ନଭେମ୍ବର୩ରେ ମତଦାନ କରିବେ ଭୋଟର । ମଙ୍ଗଳବାର ଶେଷ ଦିନରେ ସମସ୍ତ ଦଳ ନିଜ କଳବଳ ଓ କୌଶଳ ମୈଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କ ପାଇଁ କଂଗ୍ରେସ

ଖଣି ମାଲିକଙ୍କ ୪ଟି ଜାଗାରେ ଆୟକର ଚଢ଼ଉ

ବଡ଼ବିଲ ୦୧/୧୧: ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି। ଯୋଡ଼ାରେ ଆଜି ଏକକାଳୀନ ୪ଟି ଜାଗାରେ ଆୟକର ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣା ପଡ଼ିଛି। ତାରିଣୀ ମହାନ୍ତିଙ୍କ ଯୋଡ଼ା ଗଣେଶ ଭବନ ପାଖରେ ଥିବା କାର୍ଯ୍ୟାଳୟ ଓ ବାସ ଭବନ,

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ପାଇଁ ପରିବର୍ତ୍ତନ ହେଲା ଶ୍ରୀମନ୍ଦିର ନୀତିନର୍ଘଣ୍ଟ

ପୁରୀ ୦୧/୧୧: ଆସନ୍ତା ନଭେମ୍ୱର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ,

ଧାମନଗର ନିର୍ବାଚନ ପାଇଁ ପ୍ରଚାର କଲେ ଅଭିନେତ୍ରୀ ବର୍ଷା

କଟକ : ବହୁଚର୍ଚ୍ଚିତ ସୁପରଷ୍ଟାର ଅନୁଭଵ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ଗତକାଲି ଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବା ବେଳେ ଆଜି ଜେରା ହୋଇ ନାହିଁ। ବର୍ଷା ପ୍ରିୟଦର୍ଶିନୀ ଆଜି କୋର୍ଟରେ ଉପସ୍ଥିତ ନ ରହି ଜେରା ପାଇଁ ଆଉ ଗୋଟିଏ

୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଆକ୍ସନ, ୪ ଅଫିସରଙ୍କୁ ଚାକିରୀରୁ ବିଦା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିରେ ୪ ଜଣଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା