ଦିଲ୍ଲୀର ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ‌; ୨ ମୃତ, ୨୦ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଳୀର ନରେଲା ଅଞ୍ଚଳରେ ମଙ୍ଗଳବାର ଏକ ଭୟାବହ ଅଗ୍ନିକାଣ୍ଡ ହୋଇଯାଇଛି। ଏକ ପ୍ଲାଷ୍ଟିକ୍‌ କାରଖାନାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୨୦ ଜଣଙ୍କୁ

ଆପ୍‌ ମନ୍ତ୍ରୀଙ୍କୁ କୋଟି କୋଟି ଟଙ୍କା ଦେବାକୁ ମୋତେ ବାଧ୍ୟ କରାଯାଇଥିଲା: ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେଲ୍‌‌ରେ ଥିବା ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଏଲ୍‌-ଜି ଭିକେ ସକ୍ସେନାଙ୍କୁ ଏକ ପତ୍ର ଲେଖିଛନ୍ତି। ସେହି ପତ୍ରରେ ସୁକେଶ ଉଲ୍ଲେଖ କରିଛନ୍ତି ‌ଯେ ସେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର‌

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ୧୪୧ ଜଣଙ୍କ ମୃତ୍ୟୁକୁ ନେଇ ଗୁଜରାଟରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲ। ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଆପ୍ ପ୍ରଥମ କରି ନିର୍ବାଚନ ଲଢ଼ିବାକୁ ଯାଉଛି। ଦିଲ୍ଲୀ ଓ

ଜଳୁଛି ୟୁକ୍ରେନ : ୨୪ ଘଣ୍ଟାରେ ୬୦ଟି କ୍ଷେପଣାସ୍ତ୍ର ମାଡ଼, ୧୫ ଥର ଏୟାରଷ୍ଟ୍ରାଇକ କଲା ରୁଷ

କିବ୍ : ୟୁକ୍ରେନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ରୁଷ୍ । ଏହା ଫଳରେ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି ।ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ରୁଷ

ଟ୍ବିଟର ବ୍ଲୁଟିକ୍ ପାଇଁ ଦର ମୂଲଚାଲ କରୁଛନ୍ତି ମସ୍କ୍ : ୨୦ ନହେଉ ପଛେ ୮ ଡଲାର ଦିଅ !

ନୂଆଦିଲ୍ଲୀ : ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦

ହସ୍ପିଟାଲରେ ତାନ୍ତ୍ରିକ କରୁଛନ୍ତି ରୋଗୀ ଚିକିତ୍ସା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହେବା ଜିଲ୍ଲା ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଜିଲ୍ଲା ହସ୍ପିଟାଲର ଜରୁରୀକାଳିନ ବିଭାଗରେ ଜଣେ ତାନ୍ତ୍ରିକ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଡାକ୍ତରଙ୍କ ବିରୋଧରେ ପ୍ରଶ୍ନବାଚୀ

ଗେଷ୍ଟ ହାଉସ ରେ ଚାଲିଥିଲା ସେକ୍ସ ରକେଟ : ଗରାଖ ସାଜି ପହଞ୍ଚିଲେ ଏସ୍‌ପି, ୧୨ଗ୍ରାହକ ସହ ୩ ବଙ୍ଗୀୟ ରୁପଜୀବୀ…

ରାତି ବଢ଼ିଲେ ରଙ୍ଗୀନ ହେଉଥିଲା ମାହୋଲ ଜମୁଥିଲା ଆସର... ବ୍ରହ୍ମପୁର : ବ୍ରହ୍ମପୁର ସହର ସେକ୍ସ କାରବାର ର ପେଣ୍ଠସ୍ଥଳି ପାଲଟିଛି କହିଲେ କିଛି ଭୁଲ ହେବନାହିଁ l ସହରର କିଛି ନାମୀ ଦାମୀ ଲରଜ, ହୋଟେଲ ସହ କିଛି ଭଡା ଘରେ ଵି ଚାଲିଛି ଏହି ଦେହ ବେପାର l ଏହାର ଚାହିଦା ଓ ଯୁବ ପିଢ଼ିର ଆଗ୍ରହ

ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ୍

କଟକ ୨୭/୧୦: ଓଆରଏଚଡିସି ଦୁର୍ନୀତି ମାମଲା । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଆଶ୍ୱସ୍ତି । ବିନୋଦଙ୍କ ଆବେଦନ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିନୋଦଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଜରିମାନା ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ । ଓଆରଏଚଡିସିର ପୂର୍ବତନ ଅଧ୍ୟକ୍ଷ ଥିଲେ

ରାଜ୍ୟରେ ପ୍ରଥମ: ଗଡିଲା ଭିଷ୍ଟାଡମ କୋଚ୍, ଆରମ୍ଭରୁ ଯାତ୍ରୀ ଅସନ୍ତୋଷ

କୋରାପୁଟ ୨୭/୧୦: କୋରାପୁଟ ଦେଇ ଯାଉଥିବା ବିଶାଖାପାଟଣା ଠାରୁ କିରୁଣ୍ଡଲ ଟ୍ରେନରେ ଲାଗିଲା ଭିଷ୍ଟାଡମ କୋଚ୍ । ଭାରତରେ ପ୍ରଥମ ଥର ଏହି ଭିଷ୍ଟାଡମ କୋଚ୍ ସେବା ଆରମ୍ଭ ଦିନଠାରୁ ଏହି ଟ୍ରେନରେ ଏହି ସେବା ଆରମ୍ଭ ହୋଇଥିଲା । ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏହି ସେବା ଟ୍ରେନରେ ଆରମ୍ଭ

ଆମ ଆଦମୀ ପାର୍ଟି ପକ୍ଷରୁ ହିଞ୍ଜିଳି ବିଧାନସଭା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ର ମାଁ ଶ୍ୟାମଳାଈ ପରିଷର କଲ୍ୟାଣୀ ମଣ୍ଡପ ରେ ଗୁରୁବାର ଆମ ଆଦମୀ ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ଦିଲ୍ଲୀ ମଡେଲ ଆଣିବା ସହ ଶିକ୍ଷା, ସ୍ୱାସ୍ଥ୍ୟ,୨୦୦ ୟୁନିଟ୍ ବିଜୁଳି