ପିଓକେରେ ଅତ୍ୟାଚାର ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ: ରାଜନାଥ ସିଂହ

ନୂଆଦିଲ୍ଲୀ: ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି। ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହା କହିଛନ୍ତି। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନ ପିଓକେରେ ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ

ଅଖିଳେଶ ଯାଦବଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୋଟର ତାଲିକାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏକ ସଙ୍ଗିନ୍‌ ଅଭିଯୋଗ ଆଣିବା ପରେ ନିର୍ବାଚନ କମିଶନ ପ୍ରମାଣ ମାଗିଛନ୍ତି। ଅଖିଳେଶ ଯାଦବ ଅଭିଯୋଗ କରିଥିଲେ ଯେ, ଭୋଟର ତାଲିକାରୁ ୨୦,୦୦୦ ମୁସଲିମ ଏବଂ ଯାଦବ ଭୋଟରଙ୍କ

୭ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛୁ, ଭାରତ ବାର୍ଷିକ କମେଇଛି ୬,୮୦୦  କୋଟି ଟଙ୍କା : ୟୁ-ଟ୍ୟୁବ୍‌

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପାଇଁ ରୋଜଗାରର ପ୍ରମୁଖ ପନ୍ଥା ପାଲଟିଛି ସୋଶାଲ ମିଡିଆ ୟୁ-ଟ୍ୟୁବ୍‌ ପ୍ଲାଟଫର୍ମ। ଘରେ ବସି କଣ୍ଟେଣ୍ଟ ଜରିଆରେ ମାଲେମାଲ ହେଉଛନ୍ତି ବହୁ ୟୁଜର। ଫଳରେ କୌଣସି ଚାକିରି ପଛରେ ନଗୋଡ଼ାଇ ନିଜେ ସ୍ୱାବଲମ୍ବୀ ମଧ୍ୟ ହୋଇପାରିଛନ୍ତି। ବହୁ ଲୋକଙ୍କ ଅର୍ଥ ଉପାର୍ଜନ କରିବାର

ଚଳନ୍ତା ବସରୁ ଖସି ଯୁବକ ଆହତ

ବୁଗୁଡ଼ା : ଚଳନ୍ତା ବସରେ ଚଢିବାକୁ ଯାଇ ଖସି ପଡିବାରୁ ଜନୈକ ଯୁବକ ଆହତ ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ଯୁବକ ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମର ପ୍ରଫୁଲ୍ଲ ଗୋଡ (୪୨) । ପ୍ରକାଶ ଯେ , ଆଜି ରାତି ୮ଟା ବେଳେ ଶ୍ରୀକ୍ରିଷ୍ଣା ବସ୍

ବିପୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଚୋରା ଚାଲାଣକାରୀ ଗିରଫ

ଚିତ୍ରକୋଣ୍ଡା (୨୬/୧୦) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଏସାର ଛକ, ବଡପଦର, ପବ୍ଲିଗୁଡା ମୁଖ୍ୟ ରାସ୍ତାରେ ଏସାର ଛକ ନିକଟରୁ ପୋଲିସ 151 କେଜି 700 ଗ୍ରାମ ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ 26 ତାରିଖ ରାତ୍ରି 12 ଟା 45

ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଓଡିଶା ପୁଲିସ ଏବଂ ଗୁଇନ୍ଦା ବିଭାଗ ତରଫରୁ ଜାରି ହୋଇଛି ପୋଷ୍ଟର

ଚିତ୍ରକୋଣ୍ଡା (୨୬/୧୦) : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ସମ୍ପୂର୍ଣ ମାଓବାଦୀ ନିର୍ମୂଳନ କରିବାକୁ ପ୍ରୟାସ l ଦିନ ଥିଲା ଉକ୍ତ ଅଞ୍ଚଳ ରେ ମାଓବାଦୀ ରାଜ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ ବି ହଲୁନଥିଲା | ମାଓଗଡ଼

ଏମ୍‌.ଭି -୯ ଗ୍ରାମରେ ବୃଦ୍ଧାଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ମାଲକାନଗିରି,୨୬।୧୦ : ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମ୍‌.ଭି. ୯ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଅପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ଗତକାଲି ରାତିରେ ଗୌଡଗୁଡା ପଞ୍ଚାୟତ ଏମ୍‌.ଭି. ୯ ଗ୍ରାମର ହିରା ଗୋସ୍ୱାମୀ ନାମକ

ଏନୱାଇକେର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲା ସାଲୁଙ୍କି ଡେମ, ଓ ପକାଡାଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା

ଭାରତୀୟ ଜନତା ଯୁବମୋର୍ଚ୍ଚର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ

ଦିଗପହଣ୍ଡି ନୂତନ ବସ୍‌ଷ୍ଟାଣ୍ଡ ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ଉଦ୍ଘାଟନ

ବ୍ରହ୍ମପୁର : ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥିବା ନୂତନ ବସ୍ ଷ୍ଟାଣ୍ଡର ମଧ୍ୟଭାଗରେ ଖୋଲା ସ୍ଥାନର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବୁଧବାର ଶୁପଭ ଉଦ୍ଘାଟନ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂତନ ବସ୍ ଷ୍ଟାଣ୍ଡ ପରିସରରେ