Sign in
Sign in
Recover your password.
A password will be e-mailed to you.
ବଡମାଧପୁରରେ ଶ୍ୟାମାକାଳୀ ପୂଜା
ଛତ୍ରପୁର : ଛତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମା ଶ୍ୟମାକାଳିଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବଡମାଧପୁରରେ ଗତ ସୋମବାର ଠାରୁ ଆରମ୍ଭ ହୋଇ ଥିବା ଉତ୍ସବରେ ଅଙ୍କୁରାରୋପଣ, ଅଧିବାସ, କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜନ, ଚଣ୍ଡିପାଠ, ଚଣ୍ଡୀ ଆହୁତି, ମହାପୂଜା ଆଦି ବହିବିଧ!-->…
ବୁଗୁଡା ବ୍ଳକରେ କୃଷିରଥ ପରିକ୍ରମାର ଶୁଭାରମ୍ଭ
ବୁଗୁଡା : କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡିଶା ସରକାରଙ୍କ ସଘନ କୃଷି ସଂପ୍ରସାରଣ ଯୋଜନା ୨୦୨୧-୨୨ ଆନୁକୂଲ୍ୟରେ ବୁଗୁଡା ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ସମ୍ମୁଖରେ ଆଜି କୃଷିରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି। ଏହାକୁ ବ୍ଳକ ଅଧ୍ୟକ୍ଷା!-->…
ଧାମନଗର ଉପ-ନିର୍ବାଚନ: ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୨୫/୧୦: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।
ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ!-->!-->!-->…
ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ମହାରାଜଜୀଙ୍କ ପ୍ରବଚନ କାର୍ଯ୍ୟକ୍ରମ
ଫୁଲବାଣୀ : ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ମହାରାଜ ଫୁଲବାଣୀ ଠାରେ ତାଙ୍କର ଅନନ୍ୟ ପ୍ରବଚନ କାର୍ଯ୍ୟକ୍ରମ ଜାରି ରଖିଥିବା ଅବସରରେ ସ୍ଥାନୀୟ ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ଥିବା ଅନ୍ତେବାସୀଙ୍କୁ ଅଂହିସା ପରମ ଧର୍ମ, ଜୀବେ ଦୟା, ଶାକାହାରି ସାଧନ ଆଦି ବେଦାନ୍ତର ଗୁଢ ତତ୍ତ୍ୱ ଉପରେ!-->…
ସରପଞ୍ଚ ମାନଙ୍କ ପାଇଁ ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ
ଦାରିଙ୍ଗବାଡ଼ି, ୨୬/୧୦ : ଦାରିଙ୍ଗବାଡ଼ି ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ସଭାଗୃହରେ ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ପକ୍ଷରୁ ସରପଞ୍ଚ ମାନଙ୍କ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡ଼ି ଓ!-->…
ନୂତନ ଭାବେ ସ୍ଥାୟୀ ନିଯୁକ୍ତି ହେଲେ କୋରୁକୋଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ
କୋରୁକୋଣ୍ଡା (୨୬/୧୦) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ଶ୍ରୀ ପତିତପାବନ ଦାସ ଦୀର୍ଘଦିନ ରହିଥିବା ବେଳେ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ତେବେ ପ୍ରକାଶ ଥାଉ କି ଇତିମଧ୍ୟରେ ୪ ମାସ ଅସ୍ଥାୟୀ ଭାବେ ଦୁଇଜଣ ଶିକ୍ଷାଧିକାରୀ ଦାୟିତ୍ୱ ତୁଲାଇ!-->…
ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣା: ଶାଶୁ ଙ୍କୁ ଗିରଫ କଲା ପୋଲିସ୍
ଭୁବନେଶ୍ୱର: ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ବସ୍ତିଆ ଆତ୍ମହତ୍ୟା ଘଟଣାରେ ଶାଶୁ ଗିରଫ। ତମାଣ୍ଡୋ ଥାନା ପୋଲିସ ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଦଫା ୪୯୮A, ୩୦୪B, ୩୪୧PC ଲାଗିଛି। ଘଟମାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ୱାମୀ, ଶଶୁର ଓ ନଣନ୍ଦ!-->…
ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ୨୦ ବାଲାଂଦେଶୀ ମତ୍ସ୍ୟଜୀବ ଉଦ୍ଧାର
ପାରାଦୀପ: ଭାଗ୍ଯ ଥିଲା ଟାଣ। ସାହା ହେଲେ ଭଗବାନ। ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ଉଦ୍ଧାର ହେଲେ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ମାଛ ଧରୁଥିବାବେଳେ ଭାଙ୍ଗିଯାଇଥିଲା ବୋଟ । ସମୁଦ୍ରରେ ଶୋଲ ଧରି ଭାସୁଥିବାବେଳେ ଉଦ୍ଧାର କଲେ ତଟରକ୍ଷୀ ବାହିନୀ । ସିତରଙ୍ଗ ବାତ୍ୟାର!-->…
ସିନ୍ଦ୍ରିମାଳ କସ୍ତୁରବା ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ
ମାଲକାନଗିରି : ସଦର ବ୍ଲକ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ୫ଟି ସରକାରୀ ଉନ୍ନତି ଉଚ୍ଚ କସ୍ତୁରବା ବିଦ୍ୟାଳୟ ଠାରେ ଆଜି ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ମାଲକାନଗିରି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ!-->…
ମାଲକାନଗିରିରେ ଫେଲ ମାରିଛି ମୁକ୍ତା ଯୋଜନା : ଅନିୟମିତତା ଅଭିଯୋଗ କଲେ SHG କର୍ମୀ
ଦରକାର ପଡ଼ିଲେ SHG ଗ୍ରୁପ କୁ ବନ୍ଦ କରିବାକୁ ଧମକ ଦେଲେ ୱାର୍ଡ ଅଫିସର
ମାଲକାନଗିରି : ରାଜ୍ୟ ସରକାରଙ୍କ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି । ଗାଁ ଠୁ ଆରମ୍ଭ କରି ସହରର ପ୍ରତ୍ୟେକ ମହିଳାଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ!-->!-->!-->…