Sign in
Sign in
Recover your password.
A password will be e-mailed to you.
ଭାରତ ଓ ଚୀନ୍ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ: ଚୀନା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ ବୋଲି ମଙ୍ଗଳବାର ଦିନ ବିଦାୟୀ ଭାଷଣରେ ଭାରତସ୍ଥିତ ଚୀନା ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ୍ କହିଛନ୍ତି।
ତିନି ବର୍ଷ ଧରି ଭାରତରେ ଚୀନ୍ର ରାଷ୍ଟ୍ରଦୂତ ଥିବା ସୁନ୍ଙ୍କ କାର୍ଯ୍ୟକାଳ ଗତକାଲି!-->!-->!-->…
ବାଇକ୍ଠାରୁ ଅଧିକ ବାଇକ୍ ‘ପର୍ମିଟ୍’ ବାବଦ ଖର୍ଚ୍ଚ !
ନୂଆଦିଲ୍ଲୀ: ବିଶ୍ବର ବ୍ୟୟବହୁଳ ସହରମାନଙ୍କ ମଧ୍ୟରେ ଅନ୍ୟତମ ସିଙ୍ଗାପୁର ତା’ର ସବୁଠୁ ଶସ୍ତା ପରିବହନ ମାଧ୍ୟମ ମୋଟର୍ସାଇକେଲ୍କୁ ମଧ୍ୟ ମହଙ୍ଗା କରିଦେଇଛି।
‘ଲ୍ୟାଣ୍ଡ୍ ଟ୍ରାନ୍ସ୍ପୋର୍ଟ ଅଥରିଟି’ ତଥ୍ୟାବଳି ଅନୁସାରେ, ନଗରୀ-ରାଷ୍ଟ୍ର ସିଙ୍ଗାପୁରରେ ମୋଟର୍ସାଇକେଲ୍ ଚଳାଇବା!-->!-->!-->…
କର୍ଣ୍ଣାଟକ ସାଧୁଙ୍କ ମୃତ୍ୟୁର କାରଣ ‘ହନିଟ୍ରାପ୍’: ପୁଲିସ
ରାମନଗର: ସୋମବାର ଦିନ କର୍ଣ୍ଣାଟକର ଜଣେ ୪୫ ବର୍ଷିୟ ଲିଙ୍ଗାୟତ ସାଧୁଙ୍କର ଆତ୍ମହତ୍ୟାର କାରଣ ‘ହନିଟ୍ରାପ୍’। ଜଣେ ମହିଳାଙ୍କ ସହିତ ‘ଆପତ୍ତିଜନକ ଭିଡିଓ କଲ୍’ ଜରିଆରେ ତାଙ୍କୁ ‘ବ୍ଲାକ୍ମେଲ୍’ କରାଯାଉଥିଲା ବୋଲି ଆଜି ପୁଲିସ କହିଛି।ଗଣମାଧ୍ୟମକୁ ତଦନ୍ତକାରୀମାନେ କହିଛନ୍ତି, ଏଯାବତ୍!-->…
୫୦ ବର୍ଷରୁ କମ ନେତାଙ୍କ ପାଇଁ କଂଗ୍ରେସରେ ୫୦ ପ୍ରତିଶତ ପଦ ସଂରକ୍ଷଣ ରହିବ: ଖଡ଼ଗେ
ନୂଆଦିଲ୍ଲୀ: ୫୦ ବର୍ଷରୁ କମ୍ ବୟସର ନେତାଙ୍କ ପାଇଁ ଦଳରେ ୫୦ ପ୍ରତିଶତ ପଦବୀ ସଂରକ୍ଷଣ କରାଯିବ | ଆଜି କଂଗ୍ରେସର ଅଧ୍ୟକ୍ଷ ଭାବେ ଆଜି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ବ ଗ୍ରହଣ କରି ଏହି ଘୋଷଣା କରିଛନ୍ତି । ଏହି ଅବସରରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର ସମସ୍ତ!-->…
ଘନଉଛି ଆଣବିକ ଯୁଦ୍ଧ ଆଶଙ୍କା ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଜାରିକଲେ ଭାରତ ସରକାର
କିଭ୍/ ନୂଆଦିଲ୍ଲୀ: ସଂପ୍ରତି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଘନଘଟା ମଧ୍ୟରେ ଆଣବିକ ଯୁଦ୍ଧର ଆଶଙ୍କା ଘନେଇବାରେ ଲାଗିଛି। ଏପରିସ୍ଥିତିରେ ଆଣବିକ ଯୁଦ୍ଧର ଆଶଙ୍କା ବୃଦ୍ଧି ମଧ୍ୟରେ ଭାରତ ବୁଧବାର ଦିନ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ପରାମର୍ଶ ଜାରି କରି ୟୁକ୍ରେନରେ ଥିବା ଏହାର!-->…
ଆସାମରେ ସିତ୍ରାଙ୍ଗର ତାଣ୍ଡବ, ୮୩ ଗାଁ ପ୍ରଭାବିତ
ଦିସପୁର: ବାଂଲାଦେଶ ପରେ ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ। ପ୍ରବଳ ବର୍ଷା ଓ ପବନ ଯୋଗୁଁ ୮୩ଟି ଗାଁ ପ୍ରଭାବିତ ହୋଇଛି । ଘର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ହଇରାଣ ହେଉଛନ୍ତି ଲୋକେ। ପ୍ରବଳ ବର୍ଷା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି।
ରାଜ୍ୟର!-->!-->!-->…
ପାରୋଲରେ ଥିବା ରାମ ରହିମଙ୍କ ବଡ଼ ଘୋଷଣା- ମୁଁ ହିଁ ଡେରା ଗାଦି ମୁଖ୍ୟ
ଚଣ୍ଡିଗଡ଼: ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଗୁରୁମିତ ରାମ ରହିମ ସିଂଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା ବେଳେ ଇତି ମଧ୍ୟରେ ସେ ୪୦ ଦିନିଆ ପାରୋଲରେ ଅଛନ୍ତି। ହେଲେ ରାମ ରହିମଙ୍କ ଅନୁପସ୍ଥିତିରେ କିଏ ତାଙ୍କ ଗାଦି ସମ୍ଭାଳିବ ତାକୁ ନେଇ ଦେଖାଦେଇଥିଲା ସସ୍ପେନ୍ସ ।!-->…
ନୋଟ୍ରେ ରହୁ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ: କେଜ୍ରିୱାଲ
ନୂଆଦିଲ୍ଲୀ: ଭାରତୀୟ ନୋଟ୍ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ଆସିବ। ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ। ଭାରତ ବିକଶିତ ଦେଶ ବନୁ। ଭାରତ ଏକ ଧନୀ ଦେଶ ହେଉ ବୋଲି ଆମେ ସମସ୍ତେ ଚାହୁଁଛୁ। ଏଥିପାଇଁ ନୂଆ ନୋଟ୍ରେ ଗଣେଶ ଓ!-->…
କଂଗ୍ରେସରେ ଆରମ୍ଭ ହେଲା ‘ଖାଡଗେ ଯୁଗ’
ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହେଲା ‘ଖାଡଗେ ଯୁଗ’। କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡଗେ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଧରାଇଲେ ଦଳର ମଙ୍ଗ। ଖାଡଗେ ସୋନିଆ ଗାନ୍ଧିଙ୍କ ସ୍ଥାନ ନେଇଛନ୍ତି। କଂଗ୍ରେସ ସଭାପତି ଭାବରେ ଶପଥ ଗ୍ରହଣ!-->…
ସୁନକ ସରକାରରେ ଏଣ୍ଟ୍ରି କଲେ ସୁଏଲା, ୬ ଦିନ ତଳେ ଦେଇଥିଲେ ଇସ୍ତଫା
ଲଣ୍ଡନ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଦାୟିତ୍ୱ ନେବା ପରେ ଆଉ ଜଣେ ଭାରତୀୟ ବଂଶୋଭବ ସାଂସଦ ତାଙ୍କ ସରକାରରେ ପ୍ରବେଶ କରିଛନ୍ତି। କଞ୍ଜରଭେଟିଭ ପାର୍ଟିର ସାଂସଦ ସୁଏଲା ବ୍ରାବରମନଙ୍କୁ ସୁନକଙ୍କ କ୍ୟାବିନେଟରେ ବ୍ରିଟେନର ଗୃହ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି। ଲିଜ୍!-->…