ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଭାଇ

ପୁରୁଷୋତ୍ତମପୁର, ୨୫/୧୦: ଋଷିକୂଲ୍ୟା ନଦୀରେ ଗାଧୋଉଥିଲା ବେଳେ ଅଘଟଣ । ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରୁ ସାନ ଭାଇ ଭାସି ନଦୀରେ ଭାସି ଯାଉଥିବା ବେଳେ ବଡ଼ ଭାଇ ତାକୁ ଉଦ୍ଧାର କରିବାକୁ ଯାଇ ମଧ୍ୟ ଭାସି ଯାଇଥିଲା । ତେବେ କିଛି ଦୂରରେ ଗାଧୋଉ ଥିବା ଜଣେ ମହିଳା ସାହସ କରି ଜଣକୁ

ବାପାକୁ ପିଟିପିଟି ହତ୍ୟା କଲା ପୁଅ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଗଣିଘସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ ଜଣକ ଏହି ଗ୍ରାମର ଭୁବନ ମୁଣ୍ଡା। ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ

ଟଙ୍କା ବାଣ୍ଟୁଥିବା ଏସ୍‌ଏଚ୍‌ଜି ମହିଳାଙ୍କୁ ଗିରଫ କରାଯାଉ: ବିଜେପି

ଭୁବନେଶ୍ବର : ଧାମନଗରରେ ପୁଲିସର ପକ୍ଷପାତିତା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିରବତା କାରଣରୁ ଶାସକ ବିଜେଡି ଖୋଲାଖୋଲି ଆଦର୍ଶ ଆଚରଣ ବିଧି ନିୟମ ଉଲ୍ଲଂଘନ କରୁଛି। ଏସ୍‌ଏଚ୍‌ଜି ମହିଳା ଘର ଘର ବୁଲି ଟଙ୍କା ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟୁଥିବା ଏସ୍‌ଏଚ୍‌ଜି ମହିଳାଙ୍କୁ

ଜଳିଗଲା ଇଲେକ୍ଟ୍ରି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ବାରିପଦା ୨୫/୧୦: ଜଳିଗଲା ଇଲେକ୍ଟ୍ରି ଦୋକାନ । ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ପାଉଁଶ । ଏମିତି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ଶ୍ରୀ ଇଲେକ୍ଟ୍ରୋନିକ୍ସ ସୋରୁମରେ । ଶ୍ରୀ ଇଲେକ୍ଟ୍ରୋନିକ୍ସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା

ବିଦ୍ୟୁତ ତାର ଲାଗି ଯୁବକ ମୃତ, ସହାୟତା ରାଶି ଦାବିରେ ରାସ୍ତାରୋକ

କଳାହାଣ୍ଡି ୨୫/୧୦: ବିଦ୍ୟୁତ ତାର ଲାଗି ଯୁବକ ମୃତ । ସକାଳ ପ୍ରାୟ ପାଞ୍ଚଟା ସମୟରେ, କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅଧମୁଣ୍ଡା ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି । ଉକ୍ତ ଯୁବକ ହେଉଛନ୍ତି ଅଧମୁଣ୍ଡା ଗ୍ରାମର ଗଜ ଗଉଡ଼ଙ୍କ ୨୪ ବର୍ଷୀୟ ପୁଅ ଲକ୍ଷ୍ମଣ ଗୌଡ ।

ହଷ୍ଟେଲରୁ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ନିଆଳି ୨୫/୧୦: କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରେ ଜଣେ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା । ଘଟଣାରେ ଓଲଟପୁର ପୋଲିସ ତଦନ୍ତ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର ୨୫/୧୦: ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁର ଠାରେ ଘଟିଛି ଘଟଣା । ମୃତକ ହେଲେ ସୁଶ୍ରୀ ସଙ୍ଗୀତା । ସୁଶ୍ରୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦେଢ ବର୍ଷ ତଳେ

ବାଣ ଫୁଟାଇବା ବେଳେ ଜଳିଗଲା ୬ ବଖରା ଛପର ଘର

ଆଠଗଡ ୨୫/୧୦: ଦୀପାବଳିରେ ବାଣ ଫୁଟାଇବା ବେଳେ ଅଘଟଣ । ଗତ ବିଳମ୍ବିତ ରାତିରେ ନିଆଁ ଲାଗି ୬ ବଖରା ଚାଳ ଛପର ଘର ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଛି । ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଣସ ପାଟଣା ଗ୍ରାମରେ ଦୀପାବଳିରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ଛଅ

ଭୁବନେଶ୍ୱରରେ ଦୃଶ୍ୟମାନ ହେଲା ସୂର୍ଯ୍ୟପରାଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଆକାଶରେ ଦୃଶ୍ୟମାନ ହୋଇଛି ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ୪ଟା ୫୫ ପରେ ଏହା ସ୍ପଷ୍ଟ ପ୍ରତ୍ୟୟମାନ ହୋଇଥିଲା। ଏହା ସନ୍ଧ୍ୟା ୫.୧୭ ମିନିଟ ପର୍ଯ୍ୟନ୍ତ ଦେଖାଯାଇଥିଲାଏବଂ ଏହାପରେ ସୂର୍ଯ୍ୟ ଅସ୍ତ ହୋଇଯାଇଥିଲା। ରାଜଧାନୀବାସୀ ବିଭିନ୍ନ ସ୍ଥାନରେ ରହି ଏହାକୁ