Sign in
Sign in
Recover your password.
A password will be e-mailed to you.
ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି
ପୁରୀ ୨୫/୧୦: ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ରାତି ୧୨:୧୦ରେ ଦ୍ଵାର ଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨.୨୫ରୁ ୨.୩୫ ମଧ୍ୟରେ ଗୋପାଳବଲ୍ଲଭ ଶେଷ ହୋଇଥିଲା ।
ଏହାପରେ ସକାଳଧୂପ,!-->!-->!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୨୫/୧୦: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ପାର୍ବଣରେ ରାଜଧାନୀରୁ ୫୦ଲକ୍ଷ ଟଙ୍କାର ସାଇବର ଠକେଇ
ଭୁବନେଶ୍ବର: ପାର୍ବଣରେ ଲୋକେ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ଅଧିକ କିଣାବିକା, ଉପହାର ଦିଆନିଆ ଓ ଟଙ୍କାଦେଣ ଆଦି ଅନଲାଇନ ମୋଡରେ କରାଯାଉଥିବାରୁ ଏହାର ସୁଯୋଗ ନେଇଥିଲେ ସାଇବର ଠକ। ପାର୍ବଣ ସମୟରେ ବିଭିନ୍ନ ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ୫୦ଲକ୍ଷ ଟଙ୍କାରୁ ଅଧିକ!-->…
ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ
ଭୁବନେଶ୍ୱର: ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନାହିଁ । ବାଣ ଓ ଦୀପଲଗାରୁ ଏହି ଅଗ୍ନିକାଣ୍ଡ ସବୁ ଘଟିଛି । କେନ୍ଦ୍ରାଞ୍ଚଳ ଅଗ୍ନିଶମ ରେଞ୍ଜରେ ୨୭ଟି ଅଗ୍ନିକାଣ୍ଡ ଘଟିଥିବା ବେଳେ ଉତ୍ତରାଞ୍ଚଳରେ ୪ଟି ଘଟିଛି । ସେହିପରି!-->…
ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ
ଫୁଲବାଣୀ :- କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା l ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ l ଦିନ ହୀନ ଗରୀବ ଏବଂ ରୋଗୀଙ୍କ!-->…
ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ପ୍ରତିଯୋଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନିୟ ପି ଡି ୱାଟର ସେଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ!-->…
ସାପ କାମୁଡ଼ାରେ ୨ ଆହତ
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର ଭାଗିରଥି ପାତ୍ର (୩୧)ଏବଂ ଜଗତ ପାଟଣା ଗ୍ରାମର କାହ୍ନୁ ବେହେରା (୨୦) ସାପ କାମୁଡ଼ାରେ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ସୋମବାର ଭାଗିରଥି ବିଲରେ କାମ କରୁଥିବା ବେଳେ ତାଙ୍କର ଡାହାଣ ହାତକୁ ସାପ କାମୁଡ଼ି ଦେଇଥିଲା । ତାଙ୍କୁ!-->…
ଏପଟେ ପାକତ୍ୟାଗ, ସେପଟେ ସାମୁହିକ ଭୋଜନ ! ସୂର୍ଯ୍ୟ ପରାଗ ଅବସରରେ ହେତୁବାଦୀ ସଂଗଠନ ପକ୍ଷରୁ ସଚେତନତା ସଭା ଓ ସାମୁହିକ…
ବ୍ରହ୍ମପୁର : ଆଜି ସୂର୍ଯ୍ୟପରାଗ ଅବସରରେ ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇ ପାକତ୍ୟାଗ କରୁଥିବା ବେଳେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡରେ ଥିବା ଚାର୍ବାକ୍ ଭବନ ଠାରେ ଏକ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୂର୍ଯ୍ୟପରାଗ ଓ!-->…
ଅଗସ୍ତିନୂଆଗାଁ ଗ୍ରାମରେ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ଆଜି ଅର୍ଥାତ ରବିବାର ଠାରୁ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି l ମା ଶ୍ୟାମାକାଳୀଙ୍କ ପୂଜା ଏହି ମେଢ଼ରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ!-->…
ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ
ବୁଗୁଡ଼ା : ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ମା କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ଆଳତି, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟ ପୁରୋହିତ!-->…