ଶକ୍ତିଙ୍କ ଅନ୍ୟ ରୂପ ମାଆ କାଳୀଙ୍କ ପୂଜାରେ ଉତ୍ସବ ମୁଖରିତ ନବରଙ୍ଗପୁର ଜିଲ୍ଲା

ଉମରକୋଟ : ଶାରଦୀୟ ଦୁର୍ଗା ପୂଜା ସରିବାର ବେଶ୍ କିଛି ସମୟର ବ୍ୟବଧାନ ନ ରହି ଧରାବତରଣ କରିଛନ୍ତି ଶକ୍ତିଙ୍କ ଅନ୍ୟ ରୂପ ଅର୍ଥାତ୍ ମାଆ କାଳୀ । ନବରଙ୍ଗପୁର ଜିଲ୍ଲାବାସୀ ମହାକାଳୀଙ୍କ ଆରାଧନା ବହୁ ଆଡମ୍ବର ସହ କରି ଧୂମଧାମରେ ପୂଜା ପାଳନ କରୁଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିଆରା ଢଙ୍ଗରେ ପବିତ୍ର ଦୀପାବଳି ପାଳନ…

ରାଉରକେଲା : ସମଗ୍ର ରାଉରକେଲା, ପବିତ୍ର ଦୀପାବଳି ଉପଲକ୍ଷେ ଉଛବମୁଖର ହୋଇ ଘରେଘରେ ପିଠା,ମିଠା,ବାଣ ଓ ଆଲୋକରେ ଅତ୍ୟନ୍ତ ଆନନ୍ଦର ସହିତ ନିଜନିଜ ଘରେ ନିଜର ବନ୍ଧୁବାନ୍ଧବଙ୍କ ସହିତ ପାଳନ କରୁଥିବା ବେଳେ,ରାଉରକେଲା ବାସୀଙ୍କର ଅତି ପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ନିଜ ଘର

ପୁଣି ମାତିଲେ ମାଓବାଦୀ : ଇନଫର୍ମର ସନ୍ଦେହରେ କଲେ ନୃସଂଶ ହତ୍ୟା…

ଫୁଲବାଣୀ :- ଗତକାଲି ପୋଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ l ପୁଣି ଗୋଟଏ ଠିକା କ୍ୟାମ୍ପକୁ ନଷ୍ଟ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ

ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠରେ ପୂଜା ଅର୍ଚ୍ଚନା…

ଫୁଲବାଣୀ :- ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି l ୨୫ ତାରିଖରେ ଗ୍ରହଣ ଲାଗୁଥିବା ଯୋଗୁଁ ଏ ବର୍ଷ ପୂଜା ଶୀଘ୍ର ଆରମ୍ଭ ହୋଇ ୪ ଟା

ଭାରତ ବିଜୟୀ ପରେ ହିଞ୍ଜିଳିକାଟୁ ରେ ଖୁସିର ଲହରୀ

ହିଞ୍ଜିଳିକାଟୁ ୨୩।୧୦ : ବିଶ୍ୱକପ,ଏସିଆ କପ୍, କିମ୍ବା ଟି -୨୦ ଯେତେବେଳେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୁଏ, ଉଭୟ ଦେଶରେ ବାତାବରଣ ଦେଖିବାରେ ବହୁତ ମଜା ଆସିଥାଏ । ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଅନ୍ୟ ଦେଶର ଦଳକୁ ପରାସ୍ତ କରିବାକୁ ପ୍ରାର୍ଥନା କରନ୍ତି ।

ଶ୍ୟାମାକାଳୀ ପୂଜା ଉପଲକ୍ଷେ କଳସ ଯାତ୍ରା

ବୁଗୁଡା : ବୁଗୁଡ଼ା ବ୍ଲକ ଗୋଲିଆ ଗାମସ୍ଥ ତେଲୁଗୁ ସାହିରେ ଲଙ୍ଗଳେଶ୍ୱର ପାଠାଗାର ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହେଉଥିବା ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷ୍ଣ ଚନ୍ଦ୍ର ସାହୁ ଓ କୁନି ସାହୁ କର୍ତ୍ତା ଭାବେ ଯୋଗ

ଓଡ଼ିଶା ସଶସ୍ତ୍ର ପୋଲିସ୍ ବିଭାଗ କର୍ମଚାରୀଙ୍କ ଦବଙ୍ଗଗିରି ପଡ଼ିଲା ମହଙ୍ଗା

ବାଲିମେଳା : ପୋଲିସ୍ ସମାଜରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରି ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସଦା ସର୍ବଦା କାର୍ଯ୍ୟ ଗ୍ରହଣ କରୁଥିବା ବେଳେ ଅନେକ ସମୟରେ ପୋଲିସ୍ ବର୍ଦ୍ଦିର ଅପବ୍ୟବହାର ମଧ୍ୟ ଦେଖିବାକୁ ମିଳେ । ଠିକ୍ ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ମଧ୍ୟାହ୍ନ

ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା ୧୨ଘଣ୍ଟାରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’। ଗତକାଲି ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

ଭିଜିଲାନ୍ସ ଜାଲରେ ପୋଲିସ; ଥାନାଧିକାରୀଙ୍କ ଗାଡ଼ିରୁ ମିଳିଲା ୧ଲକ୍ଷ ୮୦ ହଜାର

ବାଲିଗୁଡ଼ା ୨୩/୧୦: ଭିଜିଲାନ୍ସ ଜାଲରେ କୋଟଗଡ ଥାନାଧିକାରୀ। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଗାଁକୁ ଯିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଛି। ଖବର ଅନୁସାରେ, ବାଲିଗୁଡ଼ା ମୁଖ୍ୟ ରାସ୍ତା ୫୯ ନମ୍ୱର ଜାତୀୟ ରାଜପଥରେ ତ୍ରିବେଦି ପାର୍କ ପାଖରେ ଥାନାଧିକାରୀ ଧିରଜ ଲେଙ୍କାଙ୍କ ଗାଡ଼ିରୁ

ଅଲୋଡ଼ା ହେଲା ଶିଶୁକନ୍ୟା; ପଲିଥିନ ବ୍ୟାଗ୍‌ରେ ଫିଙ୍ଗି ଚାଲିଗଲା ମା’

ବଲାଙ୍ଗୀର ୨୩/୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଅସ୍କିଜେନ ପ୍ଲାଣ୍ଟ ପାଖ ନାଳରୁ ମୃତଶିଶୁ ଉଦ୍ଧାର ହୋଇଛି। ଗୋଟିଏ ପଲିଥିନ ଥଳିରେ ଶିଶୁକୁ କେହି ଛାଡ଼ି ଚାଲିଯାଇଥିବା କୁହାଯାଇଛି। ତେବେ ଆଜି କିଛି ସ୍ଥାନୀୟ ଲୋକ ଥଳିକୁ ଦେଖିଥିଲେ। ପରେ ସେଥିରେ ଏକ ଶିଶୁକନ୍ୟା