ଗାଁ ସାଥୀଙ୍କ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର କେରେଡି ଗ୍ରାମପଂଚାୟତ ମିଶନ ଶକ୍ତି ଗୃହ ଠାରେ କନ୍ଧମାଳ ଜିଲ୍ଲାର ୨୦୦୮ ମସିହା ଠାରୁ କାର୍ଯ୍ୟରତ ଗାଁ ସାଥୀ /ମେଟ ଙ୍କୁ ନେଇ ଜିଲ୍ଲା ସଂଯୋଜକ ପ୍ରଦୀପ କହଁରଙ୍କ ନେତୃତ୍ଵରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ

ଦାରିଙ୍ଗବାଡ଼ିରେ ପହିଲି ଶୀତ

ଦାରିଙ୍ଗବାଡ଼ି,୨୩/୧୦ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ ଋତୁରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ହେଇଛି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ବି

୧୫ଜଣଙ୍କୁ କାମୁଡିବା ପରେ ଧରାପଡ଼ିଲା ପାଗଳ ମାଙ୍କଡ

ହିଞ୍ଜିଳିକାଟୁ, ୨୩।୧୦ : ହିଞ୍ଜିଳିକାଟୁ ବନ ବିଭାଗ ଅଧିନ ତଥା ପୁରୁଷୋତ୍ତମପୁର ବ୍ଲକ ଯାମୁନୀ ଗ୍ରାମରେ ୧୫ ଜଣଙ୍କୁ ଖଣ୍ଡିଆ ଖାବରା କରି ଘାଇଲା କଲାରେ ରବିବାର ଧରାପଡିଛି ପାଗଳ ହନୁମାଙ୍କଡ। ପାଗଳ ହନୁମାଙ୍କଡ ଉପଦ୍ରବ ରେ ଗ୍ରାମରେ ଭୟ ସୃଷ୍ଟି ହୋଇଥିଲା। ଗତ ୧୫ ଦିନ ଧରି ପାଗଳ

ଗଞ୍ଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଗଠନ ପକ୍ଷରୁ ଜାତୀୟ ଆୟୁର୍ବେଦ ଦିବସ ପାଳିତ

ବ୍ରହ୍ମପୁର : ଗଂଜାମ ଜିଲ୍ଲା ସରକାରୀ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଙ୍କ ବ୍ରହ୍ମପୁର କାର୍ଯାଳୟରେ ଆୟୋଜିତ ଧନ୍ବନ୍ତରୀ ଜୟନ୍ତୀ ତଥା ଜାତୀୟ ଆୟୁର୍ବେଦ ଦିବସ ରେ ବରିଷ୍ଠ ଆୟୁର୍ବେଦ ଚିକିତ୍ସକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ମୁଖ୍ଯ ବକ୍ତା ଭାବେ ଯୋଗଦାନ କରି ସାଂପ୍ରତିକ ସମୟରେ ମାନବ ସମାଜ

ଧନତେରାସ୍ ପାଇଁ ଗହଣା ଦୋକାନରେ ଭିଡ, ଜମୁଛି ଲକ୍ଷ ଲକ୍ଷ ଟଙ୍କାର ବେପାର

ବୁଗୁଡ଼ା : ଧନତେରାସ୍ ପର୍ବ ଆଣିଛି ଲୋକଙ୍କ ମଧ୍ୟରେ ଉତ୍ସାହ । ଏହି ଦିନରେ ଘରକୁ କିଛି ନୂଆ ଦ୍ରବ୍ୟ ଆଣିଲେ କୁଆଡେ ପରିବାର ପାଇଁ ଶୁଭ ବୋଲି ବିଶ୍ଵାସ ରହିଛି। ବିଶେଷକରି ସୁନାଗହଣା ଓ ରୁପା ଭଳି ଦ୍ରବ୍ୟ କିଣି ଘରକୁ ଆଣିଲେ ଅଧିକ ଶୁଭ ବୋଲି କୁହାଯାଏ । ଏହି ପର୍ବ ଅନ୍ୟ ରାଜ୍ୟରେ ବହୁଳ

ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳିତ

ବୁଗୁଡା : ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ଆୟୁର୍ବେଦ ଚିକିତ୍ସକ କିଶୋର ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ସ୍ବବାସଭବନ ପରିସରରେ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କାଳରେ ଚର୍ତୁଭୁଜ ଧନ୍ଵନ୍ତରୀଙ୍କ

ହାଟପଦା ସାଜିଛି ଅଳିଆ ଗଦା,କେବେ ସୁଧୁରିବ ସ୍ଥିତି

ଦାରିଙ୍ଗବାଡ଼ି (୨୩/୧୦) : ସ୍ୱଚ୍ଛ ଭାରତ ମିଶନ ଜରିଆରେ ପରିବେଶକୁ ସ୍ଵଛତା ରଖିବା ପାଇଁ ସରକାର ବିଭିନ୍ନ ସମୟରେ ବହୁ ସଚେତନତା ବାର୍ତା ଦେବା ସହ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ତାହା କେତେ ଫଳପ୍ରଦ ହେଉଛି ତାହା ସିମନବାଡ଼ି ଜନଜାତି ହାଟପଦା ଦେଖିଲେ ଜଳଜଳ କରି ଜଣାପଡୁଛି।

ମା ମହୁରୀକାଳୁଆ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିଳିକାଟୁ ୨୩/୧୦ କାର୍ତ୍ତିକ ମାସ ଶୁକ୍ଳ ସପ୍ତମୀ ୩୧ ରିଖ ସୋମବାର ଆରମ୍ଭ ହୋଇ ୭।୧୧ ସୋମବାର ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମରେ ମାଁ ମହୁରୀ କାଳୁଆ ଙ୍କ ଯାତ୍ରା ଅନୁଷ୍ଠିତ ହେବ। ।ମାଁ ଦୁର୍ଗତିନାଶିନୀ ମାଁ ମହୁରୀକାଳୁଆ ଙ୍କ ଯାତ୍ରା ଅବସରରେ ରବିଵାର

ସ୍ୱାମୀ-ସ୍ତ୍ରୀ କଳିରୁ ପୋଲିସ୍‌ରେ ଅଭିଯୋଗ, ଅପମାନ କହି ସ୍ୱମୀର ଅତ୍ମହତ୍ୟା ଉଦ୍ୟମ

ସୋର, ୨୩/୧୦: ସୋର ଥାନାରେ ହାଇ ଡ୍ରାମା l ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ । ଅପମାନ କହି ସୋର ଥାନାରୁ ସ୍ୱାମୀ ଦୌଡ଼ି ପଳାଇ ୧୬ ନମ୍ବର ଜାତୀୟ ରାଜପଥ ସୋର ଥାନା ସମ୍ମୁଖରେ ଚଳନ୍ତା ଟ୍ରକ ଆଗରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ୍ ଓ ପ୍ରଶାସନର ଅଚାନକ ଚଢାଉ

ଛତ୍ରପୁର : ରୋଗୀଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ସହିତ ସେମାନଙ୍କ ପାଇଁ ଔଷଧ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି । ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ଚିକିତ୍ସାଳୟ ମାନଙ୍କରେ ଦଲାଲ ମାନେ ରୋଗୀଙ୍କୁ ଘରୋଇ