ସମଗ୍ର ଦେଶରୁ ବିଦାୟ ନେଲା ମୌସୁମୀ ବାୟୁ

ନୂଆଦିଲ୍ଲି: ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରବିବାର ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଚଳିତ ବର୍ଷ ମୌସୁମୀଜନିତ ସ୍ୱଭାବିକଠାରୁ ଅଧିକ ବର୍ଷା ହୋଇଛି। ସେପ୍ଟମ୍ବର ୨୯ରୁ ରାଜଧାନୀ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଥିଲା। କେବଳ ସେପ୍ଟେମ୍ବର ମାସରେ

ବାତ୍ୟା ଲାଗି ପଶ୍ଚିମବଙ୍ଗରେ ଦୀପାବଳି ଏବଂ କାଳୀ ପୂଜା ଉତ୍ସବ ଫିକା

କୋଲକାତା: ଭୀଷଣ ବର୍ଷା ହେବ। ୧୦୦ କିମି ବେଗରେ ପବନ ବହିବ। କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସମ୍ଭାବ୍ୟ ବାତ୍ୟା ରୂପନେଇ ପଶ୍ଚିମବଙ୍ଗ ଉପକୂଳରେ ହିଟ୍‌ କରିବ। ତେଣୁ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ମଚାଇପାରେ ପ୍ରକୃତି। ଆଜି ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା

ଦୀପାବଳି ଅବସରରେ କର୍ମଚାରୀଙ୍କୁ ସୋଲାର ପାନେଲ ଉପହାର ଦେଇ ପୁଣିଥରେ ଚର୍ଚ୍ଚାରେ ଗୁଜରାଟ ସୁରତର ଗୋବିନ୍ଦ ଢୋଲାକିଆ

ସୁରଟ: ନିଜ କମ୍ପାନୀର କର୍ମଚାରୀଙ୍କ ପାଇଁ ହୃଦୟ ଖୋଲିଦେଲେ ମାଲିକ। ଦୀପାବଳି ଅବସରରେ କର୍ମଚାରୀଙ୍କୁ ସୋଲାର ପାନେଲ ଉପହାର ଦେଇ ପୁଣିଥରେ ଚର୍ଚ୍ଚାରେ ଗୁଜରାଟ ସୁରତର ଗୋବିନ୍ଦ ଢୋଲାକିଆ।SRKଡାଏମଣ୍ଡ୍ କମ୍ପାନୀର କମ୍ପାନୀର ମାଲିକ ଗୋବିନ୍ଦ ଢୋଲାକିଆ ୧ ହଜାର କର୍ମଚାରୀଙ୍କୁ ଦୀପାବଳି ବୋନସ

ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା

ମୁମ୍ବାଇ: ପୁଣି ଥରେ ଗିରଫ ହୋଇପାରନ୍ତି ନବନୀତ ରାଣା। ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣାଙ୍କ ବିରୋଧରେ ମୁମ୍ବାଇ ଶିୱରି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ନକଲି ଜାତିପ୍ରମାଣପତ୍ର ନେଇ ଉଭୟ ନବନୀତ ଓ ତାଙ୍କ ବାପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି

ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ

ଲଣ୍ଡନ:ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ହିଁ ସଫଳତା ହାସଲ ହୋଇଛି। ତାଙ୍କୁ ମିିଳିଛି ମ୍ୟାଜିକ୍

ନଦୀରୁ ଅଜଣା ମୃତଦେହ କୁ ଠାବ କଲା ଏମଭି 79 ପୋଲିସ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତିଗଲ ପଞ୍ଚାୟତ  ଏମଭି 79 ଥାନା ଅନ୍ତର୍ଗତ ତାମାନପଲି ଗ୍ରାମ ନିକଟରେ ପ୍ରବାହିତ ପୋଟେରୁ ନଦୀରେ ଏକ ମୃତଦେହ ଠାବ ହୋଇଛି ।   ତାମାନପଲ୍ଲିର କେତେକ ଲୋକ ନଦୀରେ ଗାଧେଇବାକୁ ଯାଇଥିବା ବେଳେ ଏହି ମୃତଦେହ ଭାସୁଥିବା ଦେଖୁବାକୁ ପାଇ

୫ ଜଣ ଗ୍ରାମବାସିଙ୍କୁ ରାତି ଅଧିଆ ଗାଁରୁ ଉଠାଇଲା ଘଟଣା : ଗ୍ରାମବାସିଙ୍କୁ ମୁକୁଳାଇବା ପାଇଁ ଥାନା ଘେରିଲେ ଶହଶହ…

ମାଲକାନଗିରି :ମାଲକାନଗିରି ଜିଲ୍ଲା କତାମାଟେରୁ ଗାଁ ରେ ବେସରକାରୀ ସିମେଣ୍ଟ କମ୍ପାନୀ କରିବା ପାଇଁ ରାଜ୍ୟ ସରକାର ଏକ ଜନ ଶୁଣାଣି କରିଥିଲେ । ତେବେ ଏହି ଜନ ଶୁଣାଣି ରେ ସମ୍ପୂର୍ଣ୍ଣ ଗାଁ ର ଲୋକେ ଉପସ୍ଥିତ ନଥିଲେ । କିଛି ଗାଁ ଲୋକଙ୍କୁ ନେଇ ଏହି ଜନ ଶୁଣାଣି ହୋଇଥିଲା । ତେବେ ଏହି ଜନ

ନିଃସର୍ତ୍ତ ନ୍ୟୁଜ୍ ର ପ୍ରଭାବ:୭୨ ବର୍ଷୀୟା ଭଗବତୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନିମନ୍ତେ…

ବାଲିମେଳା ପ୍ରତିନିଧି //ନିଃସର୍ତ୍ତ ବାଲିମେଳା: ଗତ ୦୯ ଅକ୍ଟୋବର ୨୦୨୨ ରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ୯ନଂୱାର୍ଡ ର ୭୨ ବର୍ଷୀୟା ଭଗବତୀ ପୂଜାରୀଙ୍କ ବାସଗୃହ ସମ୍ପର୍କରେ ଅର୍ଥାତ୍ ଦାରିଦ୍ର୍ୟର କଷାଘାତରେ ନିତି ଶଢୁଥିବା ଜଣେ ବୃଦ୍ଧାଙ୍କ

ଶିଶୁ ମହୋତ୍ସବ ସୁରଭି ୨୦୨୨ ଉଦ୍ଘାଟିତ…

ଉମରକୋଟରୁ ରସିକ ସରକାର // ନିଃସର୍ତ୍ତ ଉମରକୋଟ:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ପଞ୍ଚାୟତର ମୁଣ୍ଡିବେଡ଼ା ସରକାରୀ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୧୬ଟି ସ୍କୁଲର ଶିଶୁ ମାନଙ୍କୁ ନେଇ ଆଜି ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବୈଠକ

ଫୁଲବାଣୀ : ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ଯ ସଂଘର ଆବାହକ ପ୍ରଭାତ ମହାନ୍ତି ମୁଖ୍ୟ ଅତିଥି ଭାବେ