ଗଞ୍ଜାମ ଜିଲ୍ଲାରେ ୪ ଦିନିଆ ସ୍ପେଶାଲ ଡ୍ରାଇଭ, ୯୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର :  ଟ୍ରାଫିକ ନିୟମ ଉଲ୍ଲଘଂନକାରୀ ଉପରେ ଆକ୍ସନ। ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ନିର୍ଦ୍ଦଶେକ୍ରମେ ରାଜ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ କରାଯାଇଛି ସ୍ପେଶାଲ ଡ୍ରାଇଭ । ଅକ୍ଟୋବର ୧୮ରୁ ଅକ୍ଟୋବର ୨୧ ତାରିଖ ଚାରି ଦିନିଆ ଚାଲିଥିଲା ସ୍ପେଶାଲ

କେନ୍ଦୁଝରରେ ୧୨ ଟିକିଆ ବଣୁଆ ହାତୀ ପଲ, ଲୋକେ ଭୟଭୀତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର ବଡପଶି ମହାକୁଡ ସାହିକୁ ଧସେଇ ପଶିଲେ ୧୨ ଟିକିଆ ବଣୁଆ ହାତୀ ପଲ I ଧାନ ଓ ପନି ପରିବା ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀଙ୍କ ଉପଦ୍ରବରେ ଗାଁ ଲୋକେ ଆତଙ୍କିତ । ବନ ବିଭାଗ , ହାତୀ ଘଉଡାଇବା ସ୍କ୍ଵାର୍ଡ ସହ

ଲକ୍ଷ୍ମୀ ପୂଜା ଭସାଣି ଗଣ୍ଡଗୋଳ, ଢେଙ୍କାନାଳ ସହରରେ ପେଟ୍ରୋଲ ବୋମା ମାଡ଼

ଢେଙ୍କାନାଳ: ଲକ୍ଷ୍ମୀ ପୂଜା ଭସାଣିକୁ ନେଇ ଢେଙ୍କାନାଲ ସହର ଅଶାନ୍ତ। ଦୁଇ ସାହି କଣ୍ଟା ନାଳୀ ଓ ବନମାଳୀ ପ୍ରସାଦ ପୂଜା କମିଟି ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳକୁ ସମାଧାନ କରିବାରେ ପ୍ରଶାସନ ବିଫଳ ହୋଇଛି। ଫଳରେ ଏହି ଦୁଇ ସାହି ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ସାଙ୍ଗକୁ ଛକା ପଞ୍ଝା

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌, ୪ ଆହତ

ଜି.ଉଦୟଗିରି ୨୩।୧୦: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌। ଅନ୍ଧାରୀକୋଟି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ଏକାଧିକ ଯାତ୍ରୀ। ସୂଚନା ଅନୁଯାୟୀ,

ମଧ୍ୟରାତ୍ରିରେ ସହରରେ ଫୁଟିଲା ଗୁଳି, ଗୁରୁତର ଯୁବକ କଟକ ଏସସିବି ସ୍ଥାନାନ୍ତର

ବାଲେଶ୍ଵର: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ  ହେଲେ କମଲ କୁମାର ଦାସ। ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ

କର୍ଣ୍ଣାଟକର ଭିତ୍ତିଭୂମି ବିକାଶ ମନ୍ତ୍ରୀ ମହିଳାଙ୍କୁ ଚାପୁଡା ମାରିବା ଘଟଣା, ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜଣେ ମନ୍ତ୍ରୀ ଖୋଲାଖୋଲି ଭାବେ ଜଣେ ମହିଳାଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ବିରୋଧୀ ଦଳର ସମାଲୋଚନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇ ରାଜ୍ୟ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି ସୋମନ୍ନାଠାରୁ ସ୍ପଷ୍ଟୀକରଣ

ଭଗବାନ ରାମ ସମଗ୍ର ପୃଥିବୀ ପାଇଁ ଆଲୋକ ବର୍ତ୍ତିକା ସଦୃଶ : ମୋଦୀ

ଅଯୋଧ୍ୟା : ଦୀପାବଳି ଉପଲକ୍ଷେ ତୀର୍ଥ ନଗରୀ ଅଯୋଧ୍ୟା ଦୀପମୟ ହୋଇଉଠିଛି । ଲକ୍ଷ ଲକ୍ଷ ଦୀପ ସମଗ୍ର ନଗରୀକୁ ଜାଜୁଲ୍ୟମାନ କରିଦେଇଛି । ଏବର୍ଷ ଅଯୋଧ୍ୟାର ପ୍ରସିଦ୍ଧ ଦୀପୋତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ କହିଛନ୍ତି ଯେ ଭାଗବାନ ରାମ ହେଉଛନ୍ତି

ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ

ବେଜିଂ: ହ୍ୟାଟ୍ରିକ୍ ମାରିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଚୀନ୍‌ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତୃତୀୟ ଥର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ

୧୮ ଲକ୍ଷ ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ: ଦୀପୋତ୍ସବ ପାଇଁ ସଜେଇ ହୋଇଛି ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା। ଚଳିତ ବର୍ଷ ଦୀପାବଳିରେ ୧୮ ଲକ୍ଷ ଦୀପରେ ଝଲସିବ ରାମ ନଗରୀ। ଆଜି ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ।ଚଳିତ ବର୍ଷ ପ୍ରଥମ କରି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ

ବେଙ୍ଗାଲୁରୁ: ରାଗିଗଲେ ମନ୍ତ୍ରୀ। ଦେଖାଇଲେ ଦବଙ୍ଗଗିରି। ଗୁହାରି କହିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଲେ ଚାପୁଡା। କର୍ଣ୍ଣାଟକର ଚାମରାଜ ନଗରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ଦିନ