Sign in
Sign in
Recover your password.
A password will be e-mailed to you.
କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୨ ଗିରଫ
ମୋହନା, ୨୩/୧୦: ଗଜପତି ଜିଲ୍ଲା ମୋହନା ପୁଲିସକୁ ମିଳିଛି ବଡ ସଫଳତା । କମଳାପୁର ଛକରେ ଚଢ଼ାଉ କରି ଏକ କାର ସହ ବିପୁଳ ପରିମାଣର ଚନ୍ଦନ କାଠ ଜବତ କରିଛି ପୋଲିସ୍ । ଏହି ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l
ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା!-->!-->!-->…
ମହଙ୍ଗା ପଡ଼ିଲା ଦାଦାବଟି ଆଦାୟ; ୨ ଅଭିଯୁକ୍ତ ଗିରଫ
ଝାରସୁଗୁଡ଼ା ୨୩/୧୦: ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲରେ ବହୁ ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ବଟି ମାଗିଥିବା ୨ ଅଭିଯୁକ୍ତଙ୍କୁ ଠେଲକୋଲିର ଡ଼ୁମେରମୁଣ୍ଡା ପାଖରୁ ବନହରପାଲି ପୋଲିସ ଗିରଫ କରିଛିl ଗିରଫ ଅଭିଯୁକ୍ତଙ୍କ ପରିଚୟ ଏମଡି କମାଲ ହୁସେନ ଓ ଗୁଡ୍ଡୁ ସା।!-->…
ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ
ଗଜପତି, ୨୩/୧୦: ସ୍ବାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ । ସାମାନ୍ୟ ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରେ ସ୍ବାମୀ-ସ୍ତ୍ରୀର ସାଧାରଣ ବଚସାରୁ ସ୍ବାମୀ ନେଇଗଲା ସ୍ତ୍ରୀର!-->…
ଜିଲ୍ଲାପାଳଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନର
ନୂଆଦିଲ୍ଲୀ I ରାୟଗଡ଼ା ୨୩/୧୦: ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ୍ ସିଂହଙ୍କ ବିରୋଧରେ ଜାତୀୟ ଜନଜାତି କମିଶନର ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୨୭ ଦିନ ୧୧ଟାରେ ତାଙ୍କୁ ଜାତୀୟ ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର ଏନେଇ ପୋଲିସ ଡିଜି!-->…
ହଷ୍ଟେଲ୍ରେ ମିଳୁନି ଖାଦ୍ୟ; ତହସିଲ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ
କରଞ୍ଜିଆ ୨୩/୧୦: ଛାତ୍ରାବାସରେ ଛାତ୍ରୀମାନଙ୍କୁ ମିଳୁନି ଖାଦ୍ୟ। ଭୋକ ଓପାସରେ ରହୁଛନ୍ତି ଛାତ୍ରୀ। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କୁ ଭାତ ସହିତ ତର୍କାରି ନଦେଇ ଲୁଣ ଖାଇବାକୁ ଦେଉଥିବା ଅଭିଯୋଗ। ଶେଷରେ ଛାତ୍ରୀମାନେ ଭୋକ ସହିନପାରି ତହସିଲ!-->…
୨୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍
ଟିଟିଲାଗଡ, ୨୩/୧୦: ବଲାଙ୍ଗିର ଜିଲ୍ଲାରେ ପୁଣି ପୋଲିସ ଦ୍ବାରା ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡିରେ ସେମାନଙ୍କୁ ରଖିଛି ପୋଲିସ। ପ୍ରାୟ ୧୦ଟି ପରିବାରରୁ ୧୦ ଜଣ ପୁରୁଷ ୮ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ଜଣାପଡିଛି ।
ସମସ୍ତେ ସଇଁନ୍ତଲା ବ୍ଲକ!-->!-->!-->…
ଜଟଣୀ ବାଣ ବଜାରରେ ଭିଡ଼
ଜଟଣୀ ୨୩/୧୦: ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଜଟଣୀ ବାଣ ବଜାରରେ ଜମୁଛି ପ୍ରବଳ ଭିଡ଼l ଜଟଣୀ ଷଣ୍ଢପୁରୁରେ ବାଣ ବଜାର ହୋଇଥିବା ବେଳେ, ତଳଖେତ ଛକ, ଜଟଣୀ ଗେଟ୍ ଠାରୁ ପତ୍ରପଡ଼ା ନାଗେଶ୍ୱର ମନ୍ଦିର ପର୍ଯ୍ଯନ୍ତ ଥିବା ବିଭିନ୍ନ ବାଣ ଦୋକାନ ପ୍ରବଳ ଭିଡ଼ ଦେଖିବାକୁ ମିଳିଛିl!-->…
ଶ୍ରୀମନ୍ଦିର ପରିସର ମା’ ଲକ୍ଷ୍ମୀଙ୍କ ମନ୍ଦିର ଭିତରୁ ଉଦ୍ଧାର ହେଲା ଧଳା ପେଚା
ପୁରୀ, ୨୩/୧୦: ଆଜି ପବିତ୍ର ଧନତେରାସ । ଶ୍ରୀକ୍ଷେତ୍ରରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଆଜିଭଳି ପବିତ୍ର ଦିନରେ ଶ୍ରୀମନ୍ଦିର ପରିସର ସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି ।
ମହାଲକ୍ଷ୍ମୀଙ୍କ ସେବାୟତ ମଧୁସୂଦନ ସିଂହାରୀ ଏହି ଧଳା ପେଚାକୁ!-->!-->!-->…
ନିର୍ମାଣ ହେବାର ୩ ବର୍ଷ ନପୂରୁଣୁ ରାସ୍ତା ଫାଟି ଆଁ
ବୁଗୁଡ଼ା : ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ରାସ୍ତା ଫାଟି ଆଁ ହୋଇଗଲାଣି l ଏମିତି ଅବସ୍ଥା ଦେଖିବାକୁ ମିଳିଛି ବୁଗୁଡ଼ା ବୁଦ୍ଧଖୋଲ ରାସ୍ତା ଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ!-->…
ଟ୍ରକ୍ ଭିତରେ କରୁଥିଲେ ରୋଷେଇ, ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍
ପାଟଣା, ୨୩/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ଏକ ୧୪ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସରେ ରାସ୍ତାକଡ଼ରେ ଟ୍ରକକୁ ଛିଡ଼ା କରି ଗାଡ଼ି ଭିତରେ!-->…