ନୋ’ ବଲ୍‌କୁ ନେଇ ଅମ୍ପାୟାରଙ୍କ ଉପରେ ବିରକ୍ତି ପ୍ରକାଶ କଲେ ଶୋଏବ୍‌-ରମୀଜ୍‌

ମେଲବର୍ଣ୍ଣ: ଟି-୨୦ ବିଶ୍ବକପ୍‌-୨୦୨୨ ଶୃଙ୍ଖଳାରେ ରବିବାର ଭାରତୀୟ ଟିମ୍‌ ନିଜର ପ୍ରଶଂସକଙ୍କୁ ଦୀପାବଳି ଭେଟି ଦେଇଛି। ରୋହିତ ଶର୍ମାଙ୍କ ଟିମ୍‌ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଏହି ରୋମାଞ୍ଚକର ବିଜୟର ନାୟକ ଥିଲେ ପୂର୍ବତନ ଅଧିନାୟ ବିରାଟ

ବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ଚରିତ୍ରହୀନ କହିବା ନିଷ୍ଠୁରତା: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ କୌଣସି ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ମଦୁଆ ବୋଲି ଦର୍ଶାଇବା ନିଷ୍ଠୁରତା ବୋଲି କୋର୍ଟ କହିଛନ୍ତି | ଆଜି ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦ୍ୟପ ଏବଂ ଚରିତ୍ରହୀନ ବୋଲି ଦର୍ଶାନ୍ତି ତେବେ ଏହାକୁ ନିଷ୍ଠୁରତା

ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ, ୪୦ ରୁଷ ସୈନ୍ୟ ମୃତ

କିବ୍ : ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି ।

ଦେଶବାସୀଙ୍କୁ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ବୋଧନ: ‘ଆମେ ମିଳିତ ଭାବେ ଅବିଶ୍ୱସନୀୟ ଲକ୍ଷ୍ୟ…

ଇଂଲଣ୍ଡ: ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ୧୦ ଡାଉନିଂ ଷ୍ଟ୍ରିଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଅଭିଭାଷଣ ରଖିଛନ୍ତି ଋଷି ସୁନକ। ସେ କହିଛନ୍ତି, ‘ମୁଁ ମୋର ପୂର୍ବବର୍ତ୍ତୀ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଶଂସା କରିବାକୁ ଚାହୁଁଛି। ସେ ଏହି ଦେଶର ଅଭିବୃଦ୍ଧିରେ ଉନ୍ନତି ଆଣିବାକୁ

ଦିଲ୍ଲୀରେ ଫୁଟିଲା ବାଣ; ବଢ଼ିଲା ପ୍ରଦୂଷଣ, ବିଗିଡ଼ିଲା ବାୟୁର ମାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଲୋକେ ତାହାକୁ ଅମାନ୍ୟ କରିଛନ୍ତି। ଲୋକେ ପ୍ରତିବନ୍ଧକକୁ ନମାନି ଖାଲି ବାଣ ଫୁଟାଇ ନାହାନ୍ତି ବରଂ ଖୁବ୍‌ ଶବ୍ଦ କରୁଥିବା ବାଣ ସବୁ ମାରିଛନ୍ତି। ଯାହା ଦ୍ବାରା ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ହେବା ସହ ବାୟୁ

ଜଳିପୋଡ଼ି ପାଉଁଶ ହୋଇଗଲା ୭୦୦ ଦୋକାନ

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମାର୍କେଟରେ ଥିବା ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ମଙ୍ଗଳାବାର ଭୋର ୪ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭୋର ସମୟରେ ଦୋକାନ ଗୁଡ଼ିକ ବନ୍ଦ

ହ୍ୱାଇଟ୍ ହାଉସରେ ଦୀପାବଳି

ୱାଶିଂଟନ୍‌: ଆମେରିକାର ହ୍ୱାଇଟ୍ ହାଉସ୍‌ରେ ଫୁଟିଲା ବାଣ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି। କେବଳ ସେତିକି ନୁହେଁ ଦୀପ ଜାଳି ଜୋ ବାଇଡେନ୍ ୨୦୦ ଲୋକଙ୍କ ସହ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଯାହାର

ମଠ ଭିତରୁ ଲିଙ୍ଗାୟତ ସାଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଙ୍ଗାଲୁରୁ: ମଠ ଭିତରେ ଲିଙ୍ଗାୟତ ସାଧୁଙ୍କ ଆତ୍ମହତ୍ୟା। କର୍ଣ୍ଣାଟକର ରାମନଗର ଜିଲ୍ଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତଦେହ ମଠ ଭିତରୁ ଜବତ ହୋଇଛି। ଏଥିସହ ମୃତଦେହ ନିକଟରୁ ଦୁଇଟି ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ପୁଲିସ ସୂଚନା ମୁତାବକ, ସାଧୁ ଜଣକ ମଠ ଭିତରେ ଦଉଡି ଲଗାଇ

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

ନୂଆଦିଲ୍ଲୀ: ହଠାତ୍‌ ଅଚଳ ହୋଇ ଯାଇଥିବା ମେସେଜିଂ ଆପ୍‌ ହ୍ୱାଟସଆପ୍‌ ପୁଣିଥରେ ସଚଳ ହୋଇଛି। ପ୍ରାୟ ୨ ଘଣ୍ଟା କାଳ ପୂରା ଭାରତ ବର୍ଷରେ ହ୍ୱାଟସଆପ୍‌ ବନ୍ଦ ରହିବା ପରେ କାର୍ଯ୍ୟକ୍ଷମ ହୋଇଛି। ଦିନ ପ୍ରାୟ ୧୨.୦୭ରେ ହଠାତ୍‌ ହ୍ୱାଟସଆପ୍‌ ସର୍ଭର ଡାଉନ ହେବା ଆରମ୍ଭ ହୋଇଥିଲା। ଦିନ ୧ଟା ବେଳକୁ

ବ୍ରିଟେନରେ ଆରମ୍ଭ ହେଲା ଋଷିଙ୍କ ଶାସନ

ଲଣ୍ଡନ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍‌ରେ ଆଜି ସୁନକ ରାଜା ଚାର୍ଲସ