ସପ୍ତମ ସହୀଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପ୍ରେସ ଇଲେଭେନ ୪ ଉଇକେଟରେ ବିଜୟୀ

ଫୁଲବାଣୀ :- ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି । ଏଥିରେ ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଛନ୍ତି । ଗତକାଲି ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ୧୧ ଜିତିଥିବା ବେଳେ ଗ୍ରାଉଣ୍ଡ ୨ରେ ଜି.

ମାଣିତରା କଲେଜରେ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ

ବୁଗୁଡ଼ା : ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ୟାରତ୍ନଙ୍କ ଆଚାର ଓ ବ୍ୟବହାର ତଥା ଆବଶ୍ୟକତା ସମ୍ପର୍କିତ "ବେଟି ବଚାଓ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ଯକ୍ଷ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ

ଆନ୍ଧ୍ରପ୍ରଦେଶ ସରକାରଙ୍କ ବିସ୍ତାରବାଦୀ ଅଭିପ୍ରାୟକୁ ଉତ୍କଳ ସମ୍ମିଳନୀର ଦୃଢ଼ ବିରୋଧ

ବ୍ରହ୍ମପୁର : ଓଡ଼ିଶାର ଦକ୍ଷିଣ ଉପାନ୍ତ ଅଂଚଳ ରେ ଆନ୍ଧ୍ର ସରକାର ଙ୍କ ବାରମ୍ବାର ଅନୁପ୍ରବେଶ ଏବଂ ଉପାନ୍ତ ଅଞ୍ଚଳ ବାସୀଙ୍କୁ ସହାୟତା ପ୍ରଦାନ ପ୍ରଲୋଭନ ଦେଖାଇ ଯେଉଁ ଭଳି ଭାବରେ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି ତାହା ଚାଇନା ତଥା ପାକିସ୍ତାନ ଠାରୁ ବଳିଗଲାଣି ବୋଲି ଉତ୍କଳ ସମ୍ମିଳନୀ ର

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ସକାଶେ ନିର୍ଦ୍ଦେଶ

ବ୍ରହ୍ମପୁର : ଆଗାମୀ କାଲିଠାରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ସମ୍ଭବନା ଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଜାଗ ରଖାଯାଇଛି । ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ଆସି ନପାରେ କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି ।

ଦୁର୍ଗମ ପର୍ସନପଲ୍ଲୀ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ଯୋଗ ଦେଲେ ଜିଲ୍ଲା କ୍ରିକେଟ ସଂଘର ସଭାପତି

ପଡିଆ, ୨୨/୧୦ : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଦୁର୍ଗମ ମାଟେରୁ ପଞ୍ଚାୟତର ପର୍ସନପଲ୍ଲୀ ଗ୍ରାମ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଓ ପଡ଼ୋଶୀ ଛତ୍ତିଶଗଡ଼ ର ମୋଟ ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଗୁମ୍ମା ଓ ପର୍ସନପଲ୍ଲୀ

୩୦ ହଜାର ଟଙ୍କାର ବାଣ ଜବତ, ଜଣେ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମରେ ଶୁକ୍ରବାର ରାତିରେ ପୋଲିସ ଚଢାଉ କରି ୩୦ ହଜାର ଟଙ୍କାର ବାଣ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି ।ଗିରଫ ଜଣକ ହେଲେ ନିମପଦର ଗାଁର ଗୋବିନ୍ଦ ଚନ୍ଦ୍ର ସାହୁ(୨୩) । ଏନେଇ ପୋଲିସ କେସ ନଂ ୬୧୮/୨୨ରେ ଏକ ମାମଲା ରୁଜୁ ହୋଇଥିବା

ପୋଲିସ କର୍ମଚାରୀ ଙ୍କ ଗୁଣ୍ଡାଗିରି, ବିଚ ରାସ୍ତାଉପରେ ଯୁବକଙ୍କୁ ମାରିଲେ ଚାପୁଡ଼ା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ନିକଟରେ ଆଜି ଓରକେଲ ଥାନା ର ଏକ ପୋଲିସ କର୍ମଚାରୀ ଅମାନୁଷିକ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ତେବେ କିଛି କାରଣ ନ ଥାଇ ଜଣେ ଯୁବ ବାଇକ ଚାଳକ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳୁଛି। ଯାହାର

ଓମଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

ହିଞ୍ଜିଳିକାଟୁ ୨୨।୧୦ : ହିଞ୍ଜିଳିକାଟୁ ଘୋଡାଈଶୁଣୀ ମନ୍ଦିର ନିକଟରେ ଥିବା ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲର ୧୪୦ଶିଶୁ ପ୍ରତିଭା ଏକାଠି ହେଇ ୧୦୦ ଗୋଟି ବିଭିନ୍ନ ପ୍ରକାରର ବିଜ୍ଞାନପ୍ରଦର୍ଶନୀ ଜୋଜନା ଅନୁଷ୍ଠିତ ହୋଇଥିଲା ।

ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏତଲା ଦେଲେ ହତ୍ୟା କରିବାକୁ ଧମକ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରେ ଜଣେ ବିବାହିତ ମହିଳା କୁ ଦୁଷ୍କର୍ମ ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତା ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ବିବାହିତା ମହିଳା ଜଣକ ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ

ଡକାୟତି ଯୋଜନା ପଣ୍ଡ, ୭ ଡକାୟତ ଗିରଫ

ହିଞ୍ଜିଳିକାଟୁ ୨୨।୧୦: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବ୍ରହ୍ମପୁର ରୋଡ ଚୈତନପଡା ଗ୍ରାମ ବିଶ୍ରାମଗାର ରେ ଡକାୟତି ପାଇଁ ଯୋଜନା କରୁଥିବା କିଛି ଯୁବକଙ୍କୁ କାବୁ କରିଛି ପୋଲିସ। ପୋଲିସର ଚଢ଼ାଉ ବେଳେ ସେଠାରୁ ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁଦୁଇଗୋଟି ସିଙ୍ଗଲ