Sign in
Sign in
Recover your password.
A password will be e-mailed to you.
ଡାକ୍ତରଙ୍କୁ ଆକ୍ରମଣ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ
ନୂଆଦିଲ୍ଲୀ : ଡାକ୍ତରଙ୍କ ବିରୋଧରେ ଆକ୍ରମଣ ପ୍ରସଙ୍ଗରେ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାର ଏବଂ ଏମ୍ସିଆଇ (ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ)କୁ ନୋଟିସ୍ କରିଛନ୍ତି। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଏବଂ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଖଣ୍ଡପୀଠ ଉକ୍ତ!-->…
ଟ୍ରେନ୍ ଭିତରେ ନମାଜ ପାଠ କରିବା ନେଇ ଉଠିଲା ଆପତ୍ତି
ଲକ୍ଷ୍ନୌ:୪ ଜଣ ମୁସଲମାନ ଟ୍ରେନ୍ ଭିତରେ ନମାଜ ପାଠ କରିବା ନେଇ ଆପତ୍ତି ଉଠିଛି। ସମ୍ପୃକ୍ତ ୪ ଜଣ ଚଳନ୍ତା ଟ୍ରେନ୍ ଭିତରେ ଯିବାଆସିବା ରାସ୍ତାକୁ ଅବରୋଧ କରି ନମାଜ ପାଠ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଅପଲୋଡ଼ ହୋଇଛି। ଉତ୍ତରପ୍ରଦେଶ ବିଧାୟକ ଦୀପଲାଲ ଏହି ଭିଡିଓ ଶୁଟ୍ କରି ତାଙ୍କ!-->…
ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍ ବଦଳରେ ଜୁସ୍ ଦିଆଯିବା ଘଟଣାରେ ୧୦ ଗିରଫ
ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜଣେ ଡେଙ୍ଗୁ ରୋଗୀଙ୍କୁ ନକଲି ରକ୍ତ ଦିଆଯିବା ଏବଂ ତାଙ୍କ ମୃତ୍ୟୁ ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ରୋଗୀଙ୍କ ପରିବାରକୁ ନକଲି ପ୍ଲାଜମା ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ସମ୍ପୃକ୍ତ!-->…
ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ!-->!-->!-->…
ଜଳିଗଲା ମିଠା ଦୋକାନ; ଜଣେ ମୃତ, ୨ ଆହତ
ରାଉରକେଲା: ରାଉରକେଲା ସହର ସ୍ଥିତ ପାନପୋଷ ଛକରେ ଥିବା ମିଠା ଦୋକାନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅରୁଣ। ତାଙ୍କ ଘର ବିହାରର ଗୟା ଅଞ୍ଚଳରେ ବୋଲି ଜଣାଯାଇଛି। ଆହତମାନଙ୍କୁ!-->…
ଦାବି ନେଇ ରାତିସାରା ରାସ୍ତାରେ ଶୋଇଲେ ଆଦିବାସୀ
ସୁନ୍ଦରଗଡ୨୨/୧୦: ଓସିଏଲ ଜମି ଅଧିଗ୍ରହଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ୨ହଜାରରୁ ଅଧିକ ଆଦିବାସୀ । ୭ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଦିବାସୀମାନେ ଧାରଣା ପରେ ଜିଲ୍ଳାପାଳ ଆସିଥିଲେ । ଆନ୍ଦୋଳନକାରିଙ୍କୁ ଭେଟି ଦାବିପତ୍ର ବି ନେଇଥିଲେ । ତଥାପି ମାନିନଥିଲେ ଆଦିବାସୀ!-->…
ଜେଲ୍ରେ ଭେଟାଭେଟି ହେବେ ଅର୍ଚ୍ଚନା ଓ ଜଗବନ୍ଧୁ, ସପ୍ତାହରେ ୧୫ ମିନିଟ ସାକ୍ଷାତ ଲାଗି ଅନୁମତି
ଭୁବନେଶ୍ୱର ୨୨/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲା । ଜେଲ୍ ଭିତରେ ପତି-ପତ୍ନୀଙ୍କ ହେବ ଦେଖା ସାକ୍ଷାତ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଦେଖା ହୋଇପାରିବ । ଜେଲ୍ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍ର ଦେଖା ସାକ୍ଷାତ ବ୍ୟବସ୍ଥା!-->…
କର୍ଣ୍ଣାଟକରୁ ଉଦ୍ଧାର ହେଲେ ଗଞ୍ଜାମର ନିଖୋଜ ପୁଅ
ବ୍ରହ୍ମପୁର ୨୨/୧୦: ଶେଷରେ ମାସକ ପରେ ମିଳିଲେ ହଜିଲା ପୁଅ । କର୍ଣ୍ଣାଟକରୁ ଉଦ୍ଧାର କରିଛି ପୋଲିସ । ସେପ୍ଟମ୍ବର ୧୬ ତାରିଖରେ ସୁରଟ ଠାରେ ନିଖୋଜ ହୋଇଥିବା ନାବାଳକକୁ କର୍ଣ୍ଣାଟକ ପୋଲିସ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ମିଳିତ ସହଯୋଗରେ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି ।!-->…
ଧାମନଗର ଉପନିର୍ବାଚନ: ରାସ୍ତା ନାହିଁ ତ ଭୋଟ ନାହିଁ
ଭଦ୍ରକ ୨୨/୧୦: ରାସ୍ତା ନାହିଁ ତ ଭୋଟ ନାହିଁ । ଏମିତି କହିଛନ୍ତି ଧାମନଗର ନିର୍ବାଚନମଣ୍ଡଳୀ ଅଧିନ ଦୋଳସାହି ପଞ୍ଚାୟତ ରାଢଙ୍ଗ ମାଝୀ ସାହି ବାସି । ଏମିତିକି ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ଲୋକେ ।
ସେମାନଙ୍କର ଦାବି ମାଝୀ ସାହି ଗାଁକୁ ରାସ୍ତା ନାହିଁ । ଫଳରେ ଆମେ ଆଗକୁ!-->!-->!-->…
ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପରିବାର
ସାନଖେମୁଣ୍ଡି ୨୨/୧୦: ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଏହି ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଯିବା ପରେ ଘରୁ ବାହାରକୁ ପଳାଇ!-->…