ଗନ୍ଧମାର୍ଦ୍ଦନରୁ ରେଳରେ ଖଣିଜ ପରିବହନ ଯୋଜନା ଚୂଡ଼ାନ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜୀବିକାର ମୁଖ୍ୟ ମାଧ୍ୟମ ହେଉଛି ଖଣିଜ ଉତ୍ତୋଳନ ଏବଂ ପରିବହନ। ଖଣିରୁ ଲୁହାପଥର ଯାନ୍ତ୍ରିକ ଉପାୟରେ ଉତ୍ତୋଳନ ହେଉଥିବାରୁ ସେଥିରେ ବିଶେଷ ନିଯୁକ୍ତି ସୁଯୋଗ ନ ଥାଏ। ତେଣୁ ଟ୍ରକ୍‌ରେ ଲୁହାପଥର ପରିବହନ ବ୍ୟବସ୍ଥାରେ କେନ୍ଦୁଝର ଯୁବଗୋଷ୍ଠୀ ଜୀବିକା ଉପାର୍ଜନ

ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ ୨୨/୧୦: ପୁରୀ ଗସ୍ତରେ ୫-T ସଚିବ । ୫-T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ‌‌ ପାଣ୍ଡିଆନ୍ । ଆଜି ସକାଳୁ ଉଭୟେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନସ୍ଥ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଛନ୍ତି । ଏଥିସହ ମା ବିମଳା ଓ

ଗୋଡ଼ ଖସିଯିବାରୁ କୂଅରେ ପଡି ମହିଳାଙ୍କ ମୃତ୍ୟୁ

ଲମତାପୁଟ ୨୨/୧୦: ପରିବା ତୋଳିବାକୁ ଯାଇ କୂଅରେ ଗୋଡ଼ ଖସି ମହିଳାଙ୍କ ମୃତ୍ୟୁ । ମହିଳା ଜଣକ ମାଲେଗାଁ ଗ୍ରାମର ଭାବ ଦୋରା । ଲମତାପୁଟ ସାପ୍ତାହିକ ହାଟ ଥିବାରୁ ସକାଳୁ ସକାଳୁ ସ୍ୱାମୀ କୁଶଙ୍କ ସହ ଭାବ ପନିପରିବା ତୋଳିବା ପାଇଁ ଯାଇଥିଲେ । କିଛି ତୋଳିବା ପରେ ସ୍ୱାମୀ ପନିପରିବା ବିକ୍ରି ପାଇଁ

ସହର ମୁହାଁ ହାତୀପଲ, ଲୋକେ ଆତଙ୍କିତ

ପାଟଣାଗଡ ୨୨/୧୦: ଗତ କିଛି ଦିନ ହେବ ଗନ୍ଧମାର୍ଦ୍ଦନ ତଳି ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଜାରି ରହିଛି । ଏଠାରେ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେବେ ପୁଣିଥରେ ଗତ ରାତିରେ ଦୁଇଟି ବଣୁଆ ହାତୀ ଲାଠୋର ସହରରେ ବୁଲୁଥିବା ଦେଖି ଲୋକେ

ଏମ୍‌ବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଜାରି ହେଲା ମେଡିକାଲ୍‌ ସିଟ୍ ତାଲିକା

ଭୁବନେଶ୍ବର : ଏମ୍‌ବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପକ୍ଷରୁ ମେଡିକାଲ କଲେଜଗୁଡ଼ିକ ଲାଗି ସିଟ୍ ତାଲିକା ଜାରି ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶାର ୧୨ଟି ମେଡିକାଲ କଲେଜର ୧୭୦୦ ଏମ୍‌ବିବିଏସ୍‌ ଓ ୧୬୩ ବିଡିଏସ୍‌ ସିଟ୍‌କୁ

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୨/୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ଓଡ଼ିଶାଠାରୁ ବହୁ ଦୂରରେ ଯିବ ସି-ତ୍ରଙ୍ଗ: ୨୪ରେ ବାତ୍ୟା ରୂପ ନେବ, ଆଲର୍ଟରେ ୮ ଜିଲ୍ଲା

ଭୁବନେଶ୍ୱର,୨୨/୧୦: ୨୪ ତାରିଖରେ ବାତ୍ୟା ହେବ । କିନ୍ତୁ ଓଡ଼ିଶାଠାରୁ ବହୁ ଦୂରରେ ପଳାଇବ । ଧାମରାଠାରୁ ୨୦୦କିମି ଦୂରରେ ଯିବ । ୨୫ ତାରିଖ ସନ୍ଧ୍ୟାରେ ବାତ୍ୟା ପଶ୍ଚିମବଙ୍ଗ ଓ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା

ରାତି ଅଧରେ ଶୋଇଥିବା ବେଳେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର

ବଲାଙ୍ଗିର: ରାତି ଅଧରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର । ବଲାଙ୍ଗିର ଜିଲ୍ଲା ତୁଷୁରା ମହୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଗତକାଲି ରାତିରେ ଦିବ୍ୟ ଘରେ ଶୋଇଥିବା ବେଳେ ସ୍ତ୍ରୀ ଯଶୋଦା ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡିଛି ।

ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ବିଳମ୍ବିତ ରାତିରେ ଅଘଟଣ । ମଦ୍ୟପାନ କରି କୁଆଖାଇ ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣକ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ବାପି ପଟ୍ଟନାୟକ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେହିପରି ଭୁବନେଶ୍ୱର

ଚୀନ୍‌ ସୀମାନ୍ତ ନିକଟ ଅରୁଣାଚଳରେ ୬ଟି କରିଡର୍‌ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚୀନ୍‌ ସୀମାକୁ ଲାଗିଥିବା ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ସଡ଼କ ପଥ ସଂଯୋଗ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଜାତୀୟ ରାଜପଥ (ଏନ୍‌ଏଚ୍‌)-୧୫- ‘ଟ୍ରାନ୍‌ସ୍‌ ଅରୁଣାଚଳ ହାଇୱେଜ୍‌’ (ଏନ୍‌ଏଚ୍‌୧୩/ଏନ୍‌ଏଚ୍‌୨୧୫) ଏବଂ ସୀମାନ୍ତ ରାଜପଥ ବିକାଶକୁ ଅନୁମୋଦନ କରିଛନ୍ତି।