Sign in
Sign in
Recover your password.
A password will be e-mailed to you.
ଘରେ ପଶି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ
ବୁଗୁଡା (୨୧/୧୦) ବୁଗୁଡା ଥାନା ଅନ୍ତର୍ଗତ ବେତାରସିଂ ଗାଁ ଧୋବା ସାହିର ଚନ୍ଦନ ସେଠୀ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଗୁରୁବାର ରାତିପ୍ରାୟ ଏକ ଘଟିକା ସମୟରେ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ , ବେତାରସିଂ ଗ୍ରାମର ଚନ୍ଦନ ଓ ତାଙ୍କ ପରିବାର!-->…
ପଞ୍ଚାୟତ ସମିତି ପକ୍ଷରୁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ବୁଗୁଡ଼ା : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ବୁଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଉପାଧ୍ୟକ୍ଷ ମାନସ ରଞ୍ଜନ!-->…
ଜିଲ୍ଲା ପରିଷଦର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପରିଷଦର ଦ୍ଵିତୀୟ ଅଧିବେଶନ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ସମସ୍ତ ଜନ ପ୍ରତିନିଧୂମାନେ ଶାନ୍ତି ଶୃଙ୍ଖଳାର ସହିତ ଅଭିଯୋଗ ତଥା!-->…
ସ୍ୱାଭିମାନ ଅଞ୍ଚଳରେ ମନ୍ତ୍ରୀ ସାରକା
ଚିତ୍ରକୋଣ୍ଡା(୨୧/୧୦) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ ଯୋଡି ହୋଇଛି । ସ୍ୱାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇ ଅଞ୍ଚଳକୁ ଆଜି ଆଇନ, ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି | ତାଙ୍କ!-->…
୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୮ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ନିଲେଶ୍ବର ପ୍ରଧାନ କୁ ଦୋଷୀ ସାବ୍ୟସ୍ତ କରି!-->…
ମାତିଛନ୍ତି ଲୁଟେରା : ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ରାସ୍ତାରୁ ଶିକ୍ଷକଙ୍କଠୁ ଝାମ୍ପିନେଲେ ମୋବାଇଲ ଫୋନ
ହିଞ୍ଜିଳିକାଟୁ ୨୧।୧୦ ଦିନ ଦ୍ୱିପ୍ରହରରେ ଜନଗହଳି ରାସ୍ତାରୁ ଝାମ୍ପିନେଲେ ମୋବାଇଲ ଫୋନ । ଦଶହରା ପର୍ବ ଶେଷ ହେଉ ହେଉ ହିଞ୍ଜିଳିକାଟୁ ସହରରେ ମାତିଛନ୍ତି ଲୁଟେରା ।ଶୁକ୍ରବାର ଲୁଟେରା ମାନେ ଜଣେ ଶିକ୍ଷକଙ୍କ ପକେଟ ରୁ ମୋବାଇଲ ଫୋନ ଝାମ୍ପି ନେଇଛନ୍ତି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ!-->…
ଆର୍ମି ଚୟନ ସକାଶେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଆସନ୍ତା ମାସ ନଭେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଆର୍ମି ଚାକିରୀ ନିମନ୍ତେ ଚୟନ ପରୀକ୍ଷା ହେବ । ଏଥି ସକାଶେ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶେଷ ଚୂଡାନ୍ତ ପ୍ରସ୍ତୁତି!-->…
ଗଞ୍ଜାମ ଜିଲ୍ଲା ସକାଶେ ବାତ୍ୟା ବିପଦ ନାହିଁ
ସରକାରୀ କର୍ମଚାରୀ ମାନଙ୍କ ଛୁଟିବାତିଲ, ନିଜନିଜ ସଦରମହକୁମାରେ ରହିବେ - ଜିଲ୍ଲାପାଳ ।ବ୍ରହ୍ମପୁର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି, ରାଜ୍ୟ ସ୍ଵତନ୍ତ୍ର!-->…
ହନିଟ୍ରାପ ଘଟଣାର SIT ତଦନ୍ତ କଲା ସିପିଏମ
ବ୍ରହ୍ମପୁର : ଅର୍ଚ୍ଚନା ନାଗ ହନୀଟ୍ରାପ ଘଟଣା ରାଜ୍ୟ ପାଇଁ କେବଳ ଏକ କଳଙ୍କିତ ଘଟଣା ନୁହେଁ ବରଂ ରାଜ୍ୟ ଶାସନର ହୁଗୁଳା ପାଣିଆକୁ ପରି ପ୍ରକାଶ କରିଥିବା ଅଭିଯୋଗ କରିଛି ସିପିଏମ।ଖୋଦ ରାଜ୍ୟ ରାଜଧାନୀରେ ଜଣେ ମହିଳା ଏଭଳି କାଣ୍ଡରେ ଲିପ୍ତ ରହି କୋଟି କୋଟି ଟଙ୍କାର ମଳିକାଣି!-->…
ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ବିୟୋଗରେ ଶୋକସଭା
ବୁଗୁଡ଼ା : ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ପରିସରରେ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପାତ୍ରଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସ୍ବର୍ଗତ ଅଚ୍ୟୁତାନନ୍ଦଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଥିଲା ।କନିଷ୍ଠ!-->…