ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ପୁଣି ଖାରଜ

ମୁମ୍ବାଇ : ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନିଲ ଦେଶମୁଖ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ପାଲାଣ୍ଡେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ହୃଦରୋଗ ପାଇଁ ଦେଶମୁଖ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ୟୁକ୍ରେନ-ଋଷ ଯୁଦ୍ଧରେ ପୂରା ବିଶ୍ୱ ଶୁଣିଲା ଭାରତର ବାର୍ତ୍ତା

ନୂଆଦିଲ୍ଲୀ ୨୨/୧୦: ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ। ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡ଼ିଛି। ପୁଟିନ୍ ମଧ୍ୟ ୟୁକ୍ରେନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ପୁଟିନ୍ ପରମାଣୁ ଆକ୍ରମଣର ଧମକ ମଧ୍ୟ ଦେଇଛନ୍ତି। ତେବେ ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ

ଅଯୋଧ୍ୟା ଦୀପୋତ୍ସବରେ ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆ‌ସନ୍ତା ଅକ୍ଟୋବର ୨୩ (ରବିବାର) ଦିନ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ମୋଦୀ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ମୋଦୀ ଦୀପୋତ୍ସବରେ ଯୋଗ ଦେଉଛନ୍ତି। ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ। ଦୀପୋତ୍ସବରେ ୧୫ ଲକ୍ଷରୁ ଅଧିକ

ମଝି ରାସ୍ତାରେ ବସ୍‌କୁ ପିଟିଲା ଟ୍ରକ୍, ୧୪ ମୃତ

ଭୋପାଳ୨୨/୧୦: ମଧ୍ୟପ୍ରଦେଶରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ଧକ୍କା ଯୋଗୁଁ ୧୪ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଶନିବାର ୧୦:୩୦ ରୁ ୧୧:୦୦ ମଧ୍ୟରେ ହୋଇଥିଲା । ରିବାର ସୁହାଗୀ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍

ସଙ୍କରାଖୋଲ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଇ ଉତ୍ସାହିତ କଲେ ରାଧାମୋହନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ସଙ୍କରଖୋଲ ମା ଗଜଲକ୍ଷ୍ମୀ ଯୁବକ୍ରୀଡ଼ା ସାଂସ୍କୃତିକ ପରିଷଦ ଯୁବକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ପୂଜା ସପ୍ତାହ ବ୍ୟାପୀ ପାଲନ କରାଯାଉଅଛି l ଏହି ଅବସରରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଆୟୋଜିତ ହେଉଛି

ଆଲାମୀ ପଞ୍ଚାୟତର ତାଲାଭାଙ୍ଗି ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ଚୋରି

ଫୁଲବାଣୀ, ୨୧/୧୦: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆଲାମୀ ପଞ୍ଚାୟତର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ସମେତ ମୂଲ୍ୟବାନ କଂପ୍ୟୁଟର, ବେଟେରୀ ,ଇନଭର୍ଟର ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ ହୋଇଯାଇଛି । ଏନେଇ ସଦର ଥାନାରେ ଏତଲା ଦିଆଯାଇଛି। ଚୋରୀ ହେବାର ସପ୍ତାହେ ବିତି

ନିଖୋଜ ଥିବା ନାବାଳକକୁ ପିତାମାତାଙ୍କୁ ହସ୍ତାନ୍ତର କରାଗଲା

ବ୍ରହ୍ମପୁର : ଗତ ସେପ୍ଟମ୍ବର ୧୬ ତାରିଖରେ ସୁରାଟ ଠାରେ ନିଖୋଜ ହୋଇଥିବା ନାବାଳକକୁ କର୍ଣ୍ଣାଟକ ପୋଲିସ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ମିଳିତ ସହଯୋଗରେ ଆଜି ତାଙ୍କ ପିତାମାତାଙ୍କୁ ହସ୍ତାନ୍ତରିତ କରାଯାଇଛି । ବେଲଗୁଣ୍ଠା ବ୍ଲକ କାଳିଆଗୁଡ଼ା ଗ୍ରାମର ବାସୁଦେବ ସ୍ୱାଇଁ ଏବଂ ବନି ସ୍ୱାଇଁ ସୁରଥ

ଆଞ୍ଚଳିକସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ପାଳନ ନିମନ୍ତେ ୧୮/୧୦/୨୦୨୨ ଠାରୁ ୨୨ /୧୦/୨୨ ମଧ୍ୟରେ ସମଗ୍ର ରାଜ୍ୟରେ ଯେ କୌଣସି ଗୋଟିଏ ଦିନ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି l ସେହି ଅନୁସାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦରେ

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୨ ଅନୁଷ୍ଠିତ

ଦାରିଙ୍ଗବାଡ଼ି ୨୧/୧୦ : ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ୨୦୨୨ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ ସିଆଙ୍ଗବାଲି

ବୁଗୁଡ଼ା ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜର୍ଜଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡା (୨୧/୧୦) ସ୍ଥାନୀୟ ଓକିଲ ସଂଘ ପକ୍ଷରୁ ଜିଲ୍ଲା ଦୌରାଜର୍ଜ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ଦୌରାଜର୍ଜ ପ୍ରଥମ ଥର ପାଇଁ ବୁଗୁଡ଼ା କୋର୍ଟକୁ ପର୍ଯ୍ୟବେକ୍ଷଣରେ ଆସିଥିବା ବେଳେ ଓକିଲ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ତାହାଙ୍କୁ