Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ରିଜର୍ଭ ପୋଲିସ ପଡିଆରେ ୬୩ ତମ ପୋଲିସ ସହିଦ ଦିବସ ପାଳିତ…
ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି...
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲା ଆମ୍ବପୁଆ ରିଜର୍ଭ ପୋଲିସ ପଡିଆ ଠାରେ ୬୩ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇ (ଆଇ. ପି. ଏସ ) ଓ ବ୍ରହ୍ମପୁର!-->!-->!-->…
ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାପ୍ତାହିକ ହାଟର ପରିକଳ୍ପନା…
ଏକ ନିଆରା ଦୃଷ୍ଟାନ୍ତ...
ଫୁଲବାଣୀ - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ର କେଳାପଡା ଗ୍ରାମ ପଞ୍ଚାୟତର ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଠାକୁର ବେହେରାଙ୍କ ପ୍ରେରଣାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ତା ୧୮.୧୦.୨୦୨୨ ରିଖ ବିଦ୍ୟାଳୟ ପ୍ରାଗଂଣ୍ରେ ସାପ୍ତାହିକ ହାଟର!-->!-->!-->…
ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ ୱାଧ୍ୱନି ଙ୍କ ସହ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଦେଶରେ ଶାନ୍ତି!-->!-->!-->…
ରାଇଘର ଗିରି ମହାରାଜ ଜୁଏଲାରୀରୁ ଚୋରୀ…
ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ରାଇଘରରେ ଏକ ଅଭାବନୀୟ ଘଟଣା ଆଜି ସାମ୍ନାକୁ ଆସିଛି । ଏଠାରେ ଥିବା ଗିରି ମହାରାଜ ଜୁଏଲାରୀ ସୁନା ଦୋକାନରୁ କେହି ଦୁର୍ବୁର୍ତ୍ତ ଦୋକାନର ପଛ ପଟ ଝରକା ଭାଙ୍ଗି ଅନେକ ଗହଣା ଚୋରି କରିନେଇଥିବା ଦେଖିବାକୁ ମିଳିଛି । ଦୋକାନରୁ ଆନୁମାନିକ!-->!-->!-->…
ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଶିକ୍ଷା ବିପନ୍ନ..! କିନ୍ତୁ ଏଠାରେ ସରକାରଙ୍କ ଦିଗହରା ମାଳ ମାଳ ଯୋଜନା..
ବିକାଶର ଅନ୍ଧାରୀ ମୂଲକରେ 'T' ଖୋଜୁଛନ୍ତି '5T ବିଦ୍ୟାଳୟ'ର ସ୍ଵାଭିମାନୀ ଶିକ୍ଷାର୍ଥୀ...!
ଚିତ୍ରକୋଣ୍ଡା:ସାମ୍ପ୍ରତିକ ପରିସ୍ଥିତିରେ ମାଲକାନଗିରି ଜିଲ୍ଲା କଥା ମନକୁ ଆସିଲେ ସମସ୍ତଙ୍କ ନଜରରେ ଓଡ଼ିଶାର ଏକ ବିକାଶୋନ୍ମୁଖୀ ଜିଲ୍ଲା ବୋଲି ମନକୁ ଆସେ । ମନକୁ ବିକାଶୋନ୍ମୁଖୀ ଆସିବା ମଧ୍ୟ!-->!-->!-->…
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କବାଡି ପ୍ରତି ଯୋଗିତାକୁ ଉଦ୍ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା…
ମାଲକାନଗିରି : ରାଜ୍ୟ ସ୍ତରୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କବାଡି ପ୍ରତି ଯୋଗିତାକୁ ଉଦ୍ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇର୍ମା ମାଡକାମି, ସମନ୍ୱିତ ଆଦିବାସୀ ବିକାଶ!-->!-->!-->…
ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ତାଲିମ କାର୍ଯ୍ୟକ୍ରମ
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ବିଷୟରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜରୁରୀକାଳୀନ!-->…
୫ ଦିନିଆ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରଶିକ୍ଷଣ ଶିବିର
ଛତ୍ରପୁର : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପକ୍ଷରୁ ୫ ଦିନିଆ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସ୍ତରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ କଣମଣା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ୨୫ ଜଣ ବାତ୍ୟା କିମ୍ବା ବନ୍ୟା!-->…
ମୃଦୁ ପାନୀୟ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ଭାସୁଛି ପୋକ
ହିଞ୍ଜିଳିକାଟୁ ୨୦।୧୦ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ରେ ମୃଦୁ ପାନୀୟ ଜଳ ବୋତଲ ଓ ପ୍ଲାଷ୍ଟିକ ବାଟି ସୋଡା ବୋତଲରେ ଭାସୁଛି ପୋକ। ହିଞ୍ଜିଳିକାଟୁ ସହରର କେଉଟ ସାହିରେ ଗୋଟିଏ ଗ୍ରସରି ଦକାନରେ ଦେଖିବାକୁ ମିଳିଛି ଏପରି ଘଟଣା lବଜାରରେ ମେଲିଛି ଜହର ପସରା: ପ୍ରଶାସନ ନୀରବଦ୍ରଷ୍ଟା ଅଭିଯୋଗ!-->…
ବାଲିପଦର କଲେଜ ପକ୍ଷରୁ ସ୍ବଚ୍ଛତା ମେଗା ଶିବିର ଅନୁଷ୍ଠିତ
ବୁଗୁଡା : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ସ୍ବଚ୍ଛତା ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ!-->…