ହାତୀ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲା, କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ…

କଟକ, ୨୦/୧୦: ହାଇକୋର୍ଟରେ ହାତୀ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ଜେଟିଏସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ହାତୀ ମୃତ୍ୟୁ ଉପରେ ରୋକ

୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ବାଣ ଜବତ, ଜଣେ ଗିରଫ

ସାନଖେମୁଣ୍ଡି, ୨୦/୧୦: ଆଗକୁ ଆଲୋକର ପର୍ବ ଦୀପାବଳି ରହିଥିବା ବେଳେ ଏହି ଅବସରରେ ଅଞ୍ଚଳରେ ବେଆଇନ ବାଣ ବ୍ୟବସାୟ ଉପରେ ରୋକ ଲଗାଇବା ଲାଗି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ଜୋରଦାର ଚଢ଼ାଉ ଜାରିରଖିଛି l ସେହିଭଳି ଆଜି ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର

ଚକ୍ଷୁ ରୋଗରେ ପୀଡିତ ଛାତ୍ର, ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡ଼ି, ୨୦/୧୦ : ଚକ୍ଷୁରୋଗରେ ପୀଡ଼ିତ ନବମ ଶ୍ରେଣୀ ଛାତ୍ର। ଚିକିତ୍ସାରେ ବାଧକ ସାଜିଛି ଅର୍ଥ। କେତେବେଳେ ଆଖିରୁ ବହିଚାଲୁଚି ଲୁହତ, କେତେବେଳେ ଆଖି ବ୍ୟଥା ହେବା ସହିତ କୁଣ୍ଡେଇ ହୋଇ ଲାଲ ପଡିଯାଉଛି ଆଖି। ଯାହାରି ଫଳରେ ପାଠ ପଢି ପାରୁ ନାହାନ୍ତି ଛାତ୍ର। ଦାରିଙ୍ଗବାଡ଼ି ବ୍ଲକ

ଫୁଲବାଣୀ ଆଇ. ଟି. ଆଇ.ରେ ଅଗ୍ନି ନିର୍ବାପକଓ ନିରାପତ୍ତା ସମ୍ପର୍କରେ ମକ ଡ୍ରିଲ

ଫୁଲବାଣୀ : ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଗ୍ନିଶ୍ରମ ବିଭାଗ ତରଫରୁ ନିଆଁ ଲିଭାଇବାର ଏବଂ ନିରାପତ୍ତାର ଏକ ମକ ଡ୍ରିଲ ଅଫିସର ଇନ ଚାର୍ଜ ଫାୟାର ବିଗ୍ରେଡ଼ ଚଦ୍ର ଶେଖର ନାୟକଙ୍କ ତତ୍ୱାବଧାନ ଓ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠି ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇ

୭ଟି ଜିଲ୍ଲାରେ ଉପରେ ନଜର ରଖାଯାଇଛି, ଚିତ୍ର ସ୍ପଷ୍ଟ ପରେ ଆଗାମୀ ପଦକ୍ଷେପ ନିଆଯିବ-ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର ୨୦।୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି । ରାଜ୍ୟ ସରକାର ୩୦ଟି ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳମାନେ ଏହି ସମୟରେ ଉପସ୍ଥିତ ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ସେ ଆହୁରୀ

ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ବୁଗୁଡା : ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ

୮ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ ୨୦।୧୦ : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଦେବଗଡ଼ ପୌର ପରିଷଦର ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିଜୟାନଦ ସାହୁ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଆଠ ହଜାର ଟଙ୍କା ନେବେ ବେଳେ ଧରିଛି ଭିଜିଲାନ୍ସ । ଖବର ଅନୁଯାୟୀ,

ସମ୍ଭାବ୍ୟ ବାତ୍ୟା ନେଇ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର ୨୦।୧୦ : ବାତ୍ୟା ବନ୍ୟା ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟ, ଜିଲ୍ଲାପାଳ ତଥା ପୌର ପ୍ରଶାସନକୁ ଏଥିପାଇଁ ଆଗୁଆ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ

ଦୀପାବଳି ପୂର୍ବରୁ ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌, ଲକ୍ଷାଧିକ ଟଙ୍କାର ବାଣ ଜବତ

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ବାଣ ଦୋକାନରେ ଚଢାଉ । ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ରେଡ୍‌ କରିଛି କ୍ୟାପିଟଲ ଥାନା ପୋଲିସ । ବିନା ଅନୁମତିରେ ବେଆଇନ ବାଣ ବିକ୍ରି ହେଉଥିବା ଖବର ମିଳିବା ପରେ ଚଢଉ ହୋଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି ପୋଲିସ୍ ।

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୦।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ