Sign in
Sign in
Recover your password.
A password will be e-mailed to you.
ନିର୍ମାଣଧୀନ ପାର୍କରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
ଯାଜପୁର ୨୦।୧୦ : ନିର୍ମାଣଧୀନ ପାର୍କରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଡୁବୁରୀ ଗାଁ ନିକଟ ନିର୍ମାଣଧୀନ ପାର୍କରୁ ମୃତଦେହ ମିଳିଛି । ମୃତକ ଡୁବୁରୀ ଗାଁର ଅଜୁ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।!-->…
ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଚାଲି ଯିବାର ସମ୍ଭାବନା ଅଛି: ଭାରତୀୟ ପାଣିପାଗ ବିଭାଗ
ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ବଙ୍ଗୋପସାଗର ଅନ୍ତର୍ଗତ ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଜଳରାଶି ଉପରେ ସୃଷ୍ଟ ଲଘୁଚାପ ସମ୍ପୃକ୍ତ ଅଞ୍ଚଳରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି କେନ୍ଦ୍ରୀୟ ଓ ତତ୍ସଂଲଗ୍ନ!-->…
୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସୁରକ୍ଷା କର୍ମୀ
କଟକ ୧୯/୧୦: କଟକ ଏସ୍ ସି ଵି ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସିକ୍ୟୁରିଟି ଗାର୍ଡ । ମେଡିକାଲ ଫାଣ୍ଡି ଭିତରେ ପଶି ମାଡ ମାରିଲେ ସୁରକ୍ଷା କର୍ମୀ । ମଙ୍ଗଳାଵାଗ ଥାନାରେ ଏତଲା ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସେପଟେ ଘଟଣା ପରେ!-->…
ଇରାନ ଆନ୍ଦୋଳନ : ୧୪ ବିଦେଶୀଙ୍କୁ ଗିରଫ କଲେ ଇରାନ ସରକାର
ତେହେରାନ : ଇରାନରେ ଚାଲିଥିବା ଆନ୍ଦୋଳନ ପଛରେ ବିଦେଶୀ ଶକ୍ତିଙ୍କ ହାତ ଅଛି ବୋଲି ପୂର୍ବରୁ ଇରାନ ସରକାର ଅଭିଯୋଗ କରିଆସୁଥିଲେ । ଏବେ ଇରାନ ସରକାର ଏହି ମାମଲାରେ ୧୪ ଜଣ ବିଦେଶୀଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକୀୟ, ଅଷ୍ଟ୍ରିଆ, ବ୍ରିଟିଶ, ରୁଷୀୟ, ଆଫଗାନିସ୍ତାନ ଓ!-->…
ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ଦେଶର ସବୁଠୁ ବଡ ଦାନୀ ହେଲେ ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ଦାନୀ ବିଲିୟନାୟାର ତାଲିକାରେ ଶିବ ନାଦର ଆଗରେ ଅଛନ୍ତି। ଏଡେଲଗିବ ହୁରୁନ୍ ଇଣ୍ଡିଆ ଫିଲାନଥ୍ରୋପି ତାଲିକା ୨୦୨୨ଅନୁଯାୟୀ, ଆଇଟି କମ୍ପାନି ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର ବାର୍ଷିକ ୧୧୬୧କୋଟି ଟଙ୍କା ଦାନ କରିଛନ୍ତି। ସେହି ଅନୁଯାୟୀ କୁହାଯାଇପାରେ ଯେ,!-->…
ବିଧାନସଭାରେ ଅନୁସନ୍ଧାନ ରିପୋର୍ଟ ଉପସ୍ଥାପନ ପରେ ଲିକ୍ ହେଲା ଅଡିଓ କ୍ଲିପ୍; ପୁଣି ଜୟଲଳିତାଙ୍କ ମୃତ୍ୟୁ ରହସ୍ୟ ନେଲା…
ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍ ହୋଇଥିବା ଅଡିଓ କ୍ଲିପ୍ ଏବେ ଭାଇରାଲ୍ ହୋଇଛି। ଏହି ଘଟଣା ପରେ ପୁଣି ଥରେ!-->…
ମୁଁ ନିଶ୍ଚିତ ଯେ ତାଙ୍କ ମନରେ ଆଘାତ ଲାଗିଛି; ଗାଙ୍ଗୁଲିଙ୍କ ବିସିସିଆଇ ସଭାପତି ପଦ ଯିବା ପରେ ଏଭଳି କହିଲେ ଦିଦି
କୋଲକାତା: ପୁଣି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିସିସିଆଇ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ନବଢ଼ାଇ ସଭାପତି ଭାବେ ୧୯୮୩ ଦିନିକିଆ କ୍ରିକେଟ ବିଶ୍ବକପ୍ ବିଜେତା ଭାରତୀୟ ଦଳର ଅଲ୍ରାଉଣ୍ଡର ତଥା ସେହି ବିଶ୍ବକପ୍ର!-->…
ଦୀପାବଳିରେ ଯୁବପିଢ଼ିଙ୍କୁ ମେଗା ଉପହାର ଦେବେ ମୋଦି
ନୂଆଦିଲ୍ଲୀ: ଖୁସି ଖବର ଦେବେ ମୋଦି। ଏହି ଦୀପାବଳିରେ ଯୁବପିଢ଼ିଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପି ୭୫,୦୦୦ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଦେବେ ମୋଦି ସରକାର। ଶନିବାର ଏ ସମ୍ପର୍କରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ଆଲୋଚନା କରିବାର!-->…
ବାଣ ଗୋଦାମରେ ବିସ୍ଫୋରଣ, କୋଠା ଭୁଶୁଡି ୪ ମୃତ
ଭୋପାଳ: ଦୀପାବଳି ପୂର୍ବରୁ ଅଘଟଣ। ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ପରେ ଭୁଶୁଡିଲା କୋଠା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି। ସେହିପରି ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଧ୍ୟପ୍ରଦେଶର!-->…
ସ୍ମାର୍ଟ ଫୋନ କିଣିବା ଲାଗି ରକ୍ତ ବିକିବାକୁ ୩୦ କିମି ଗଲା ନାବାଳିକା
କୋଲକାତା: ଚକିତ ଓ ବିବ୍ରତ କଲା ଭଳି ଘଟଣାଟିଏ। ଦାରିଦ୍ର୍ୟର ପ୍ରତିବନ୍ଧକ ସତ୍ତ୍ୱେ ଜଣେ ନିଜ ଲକ୍ଷ ହାସଲ ପାଇଁ କେତେ କଣ କରିପାରେ ତାର ଏକ ହୃଦୟ ବିଗଳିତ ଚିତ୍ର ସାମ୍ନାକୁ ଆସିଛି। ୫ ନୁହଁକି ୧୦ ନୁହଁ ମୋବାଇଲ ଫୋନ୍ ପାଇଁ ଜଣେ ନାବାଳିକା ରକ୍ତ ବିକିବାକୁ ୩୦ କିମି ଯାତ୍ରା କରିବା!-->…