Sign in
Sign in
Recover your password.
A password will be e-mailed to you.
ଅଢେଇ ବର୍ଷ ପରେ ଫେରାର ଆସାମୀ ଗିରଫ
ବୁଗୁଡ଼ା : ଦୀର୍ଘ ଅଢେଇ ବର୍ଷ ଧରି ଫେରାର ଥିବା ଜନୈକ ଆସାମୀକୁ ପୋଲିସ ଓ୍ବାରେଣ୍ଟ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଆସାମୀ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ବଡସାହିର ସୀତାରାମ ରାଉତ(୨୨) । ଗତ ୨୦୧୯ ମସିହାରେ ଗୋଲିଆ ଗ୍ରାମର ଏକ ଗଣ୍ଡଗୋଳ!-->…
ଗଦାପୁରରେ ପରିବର୍ତ୍ତନ ମେଳା
ଦାରିଙ୍ଗବାଡ଼ି, ୨୦/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ପରିସରରେ ଆଜି ପରିବର୍ତ୍ତନ ମେଳାର ଆୟୋଜ କରାଯାଇଛି। ଏହି କାର୍ଯ୍ୟକ୍ରମ ହାତୀମୁଣ୍ଡା, ସରାମୁଳି, ଗଦାପୁର ଓ ତାଜୁଙ୍ଗି ପଞ୍ଚାୟତର ସର୍ଵ ସାଧାରଣଙ୍କୁ ନେଇ କରାଯାଇଛି। ସରକାରଙ୍କ ତରଫରୁ ଶାରୀରିକ,!-->…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍ଘାଟିତ
ଭୁବନେଶ୍ବର/କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ଲେକ୍ସର ଉଦ୍ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ଲେକ୍ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି ୟୁନିଟ, କାଜୁଆଲଟି ଓ ଟ୍ରାମା କେୟାର, ୫ ଶଯ୍ୟା!-->…
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦାୟିତ୍ୱ ଅଧ୍ୟକ୍ଷା ଭାବେ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ(OB&OCWW)ର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଶ୍ରୀୟା ଛକ ନିକଟସ୍ଥ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଶ୍ରମ!-->…
ଟ୍ରକ ଚୋରି ର୍ୟାକେଟ୍ର ୮ ଅଭିଯୁକ୍ତ ଗିରଫ, ଟ୍ରକର ଯନ୍ତ୍ରାଂଶ ସହ ଚୋରି ଟ୍ରକ ଜବତ
ଯାଜପୁର: ଟ୍ରକ ଚୋରି ଘଟଣାରେ ସଂପୃକ୍ତ ୮ ଅଭିଯୁକ୍ତ ଗିରଫ। ଚୋରି ହୋଇଥିବା ଏକ ୧୦ ଚକିଆ ଟ୍ରକ, କଟାଯାଇଥିବା ଟ୍ରକର ବିଭିନ୍ନ ଯନ୍ତ୍ରାଂଶ , ଚୋରିରେ ବ୍ୟବହୃତ ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ ହୋଇଛି । ତାସହ ୨ ଲକ୍ଷ ୩ ହଜାର ଟଙ୍କା ଓ ୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
!-->!-->!-->…
ଜୟପୁର ବିମାନବନ୍ଦରକୁ ମିଳିଲା ଏରୋଡ୍ରମ୍ ଲାଇସେନ୍ସ
ଜୟପୁର : ଜୟପୁରବାସୀଙ୍କ ପାଇଁ ଖୁସି ଖବର । ଜୟପୁର ବିମାନବନ୍ଦରକୁ ମିଳିଲା ଏରୋଡ୍ରମ୍ ଲାଇସେନ୍ସ । ବହୁ ପ୍ରତୀକ୍ଷା ପରେ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ମିଳିଲା ଲାଇସେନ୍ସ ।
ଲାଇସେନ୍ସ ପ୍ରଦାନ କଲା ଡିଜିସିଏ । ଉଡ଼ାଣ ଦିବସର ଗୋଟିଏ ଦିନ ପୂର୍ବରୁ ଜୟପୁର!-->!-->!-->…
ଜେଲ୍ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା
ଝାରସୁଗୁଡ଼ା, ୨୦ /୧୦: ଝାରସୁଗୁଡ଼ା ସବ୍ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା କଏଦୀ ସୁବାସ ରୋହିଦାସ । ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଅଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସୁବାସ ୩ ମାସ ତଳୁ!-->…
ପାରିବାରିକ କଳହରୁ ଭାଇକୁ ହାଣିଲା ଭାଇ
ଯାଜପୁର,୨୦ /୧୦: ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ କୋଦାଳରେ ହାଣିଲା ଭାଇ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସନ୍ତୋଷ ସେଠିଙ୍କ ଆକ୍ରମଣରେ ଭାଇ ସୁରେଶ ଗୁରୁତର ହୋଇଥିବା ଜଣାପଡ଼ିଛି ।
ଗୁରୁତର!-->!-->!-->…
ସ୍କୁଲ ଓ ଚର୍ଚ୍ଚ ଗୃହ ଉଦ୍ଘାଟନ କଲେ ବିଧାୟକ
ଦାରିଙ୍ଗବାଡ଼ି,୨୦/୧୦ : ଜୀ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗୁମିକିଆ ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ ନୂତନ ଗୃହ ଉଦ୍ଘାଟନ କରିଛନ୍ତି । ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁକାଲାଦା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ସହ ଏକ ଚର୍ଚ୍ଚ ଗୃହ ଉଦ୍ଘାଟନ କରିଛନ୍ତି ।!-->…
ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ
ବାଲେଶ୍ୱର, ୨୦/୧୦: ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ପଛ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ବହାନଗା ଷ୍ଟେସନରେ ଗାଡ଼ି ପହଁଚିବା ମାତ୍ରେ ନିଆଁ ଦେଖି ପାଇଲଟ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ ।
ସଂଗେ ସଂଗେ ବହାନାଗା ଷ୍ଟେସନର କର୍ମଚାରୀ ନିଆଁ ଲିଭା ଗ୍ୟାସ ଦ୍ୱାରା!-->!-->!-->…