ବିଶ୍ୱକପକୁ ପାକିସ୍ତାନର ବୟକଟ ଧମକ: ଜବାବ ରଖିଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପରୁ ଦରକାର ପଡ଼ିଲେ ପାକିସ୍ତାନ ଓହରିଯିବ ବୋଲି କହିବା ପରେ ବିବାଦ ତୀବ୍ର ହୋଇଛି। ଏହାପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ପାକିସ୍ତାନରେ ହେବାକୁ ଥିବା ୨୦୨୩ ଏସିଆ କପ ପାଇଁ ଭାରତ ଇସଲାମାବାଦ ଯିବ ନାହିଁ ବୋଲି

ବାଣ ନୁହେଁ ମିଠା କିଣ, ଲୋକଙ୍କୁ ନିଶ୍ୱାସ ନେବାକୁ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଏଥର ବାଣ ଫୁଟିବ କି ନାହିଁ? ଲୋକେ ଆତସବାଜୀ କରିବେ ନା ନାହିଁ? ଏନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଆସିଛି କୋର୍ଟଙ୍କ ରୋଚକ ରାୟ। ଉଚ୍ଚତମ ନ୍ୟାୟଳୟ କହିଛନ୍ତି, ‘ ଦିଲ୍ଲୀବାସୀଙ୍କୁ ପ୍ରଥମେ ପ୍ରଦୂଷଣମୁକ୍ତ ବାୟୁରେ ନିଶ୍ୱାସ ନେବାକୁ ଦିଆଯାଉ। ଲୋକେ

୨୩ ମହଲାରେ ଥିବା ଜିମ୍‌ରୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ

ମୁମ୍ବାଇ: ଜୀବନ ହାରିଛନ୍ତି ମୁମ୍ବାଇର ଜଣେ ବ୍ୟବସାୟୀ। ରିୟଲ ଇଷ୍ଟେଟ ବ୍ୟବସାୟ କରୁଥିବା ପାରସ ପୋରୱାଲା ଆଜି ମୁମ୍ବାଇରେ ଥିବା ତାଙ୍କ ଘରର ଜିମରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପାରସ ମୁମ୍ବାଇରେ ଥିବା ଗୋଟିଏ ବିଲଡିଂର ୨୩ତମ ମହଲାରେ ରହୁଥିଲେ। ସେଠାରେ ସେ ନିଜର ଗୋଟିଏ ଜିମ ମଧ୍ୟ

୪୫ ଦିନ କ୍ଷମତାରେ ରହିବା ପରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍‌ ଟ୍ରସ। ସେ ମାତ୍ର ୪୫ ଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଦେଶର ଆର୍ଥିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିବାରୁ ଟ୍ରସ୍‌ଙ୍କ ଉପରେ ଚାପ ବଢ଼ିଥିଲା। ଏହି ଚାପକୁ ସହ୍ୟ ନ କରିପାରି ଆଜି ସେ

ଶଶି ଥରୁରଙ୍କ ଦୋମୁହାଁ ନୀତି

ନୂଆଦିଲ୍ଲୀ: କାଲି ଦଳକୁ ଘେରିଥିଲେ, ଆଜି ଦଳ କଲା ଟାର୍ଗେଟ୍ । ଶଶୀ ଥରୁରଙ୍କୁ ପରୋକ୍ଷରେ କାଉଁଟର କରିଛି କଂଗ୍ରେସ। ଦଳର ନିର୍ବାଚନ କମିଟି ମୁଖ୍ୟ ମଧୁସୂଦନ ମିସ୍ତ୍ରୀ କହିଛନ୍ତି , ଥରୁର ଟିମ ପ୍ରଥମେ ଦଳର ସବୁ ନିଷ୍ପତ୍ତି ଓ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରିଥିଲେ। ପରେ ମିଡିଆ

ସାଇକେଲ ଚୋରି ଅଭିଯୋଗରେ ୨ ଗିରଫ…

ବୁଗୁଡ଼ା : ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ଏକ ତେଜରାତି ଦୋକାନ ସମ୍ମୁଖରୁ ସାଇକେଲ ଚୋରି କରି ନେଇଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଦୁଇ ଜଣ ହେଲେ ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୌର ବାରିକ (୪୫) ଏବଂ ବୁଗୁଡ଼ା

ହରିଶଙ୍କର ଦର୍ଶନ ହେଲା ଶେଷ ଦର୍ଶନ : ୧ ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ…

ହିଞ୍ଜିଳିକାଟୁ : ହରିଶଙ୍କର ରୁ ଦର୍ଶନ ସାରି ବ୍ରହ୍ମପୁର ଫେରୁଥିବା ବେଳେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତିଙ୍କୁ

କୋଟିଏ ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ…

ମାଲକାନଗିରି : ମାଲକାନଗିରି ସରକାରି କାର୍ଯ୍ୟକ୍ରମରେ ବୁଟ ପିନ୍ଧି ମହାବାହୁଙ୍କୁ ପୁଷ୍ପ ପ୍ରଦାନ କରି ପୁଜା କଲେ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ଜସ୍ନା ଵାଳା ପ୍ରଧାନ।ହଁ ଆଜ୍ଞା ଏଇ ଦେଖନ୍ତୁ ସେଇ ଚିତ୍ରକୁ ଯେଉଁଠି ମହାପ୍ରଭୁଙ୍କୁ ପୁଣି ଥରେ

ନିର୍ଯ୍ୟାତିତ ଦୁଃଖିନୀ ମା କୁ ନ୍ୟାୟ ମିଳିବ କେବେ..? : ଅପେକ୍ଷାରେ ବିତିଲାଣି କୋଡ଼ିଏ ବର୍ଷ..

ଉମରକୋଟ : ବିବାହ ଆମ ସମାଜର ଏଭଳି ଏକ ସାମାଜିକ ଅନୁଷ୍ଠାନ ଯେଉଁଠି ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ପରିକ୍ରମା ଜରିଆରେ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଜନ୍ମ ଜନ୍ମାନ୍ତର ସାଥୀ ହେବାର ପ୍ରତିଶ୍ରୁତି ନେଇ ସୁସ୍ଥ ସୁନ୍ଦର ଗୋଟିଏ ପରିବାର ଗଠନ କରିବାର ସଂକଳ୍ପ ନିଆଯାଏ । ସୁଖ

ବ୍ରହ୍ମପୁର ଏସ୍‌ପି ଡ଼ା. ସର୍ବଣା ବିବେକଙ୍କ ପ୍ରୟାସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ…

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌ସେଜି ମେଡ଼ିକାଲରୁ ଦଲାଲ ମୁକ୍ତ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ଡ଼ା. ସର୍ବଣା ବିବେକଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ନିଜ କାର୍ଯ୍ୟାଳୟରୁ ଟୁଇଟ୍ କରି ପ୍ରଶଂସା ସନ୍ଦେଶ ପ୍ରେରଣ କରିଛନ୍ତି । ବ୍ରହ୍ମପୁର