Sign in
Sign in
Recover your password.
A password will be e-mailed to you.
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଚେରୀ ନିକଟରେ ୧୬ ଟିକିଆ ହାତୀପଲ
ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ ଦେଖିବାକୁ ମିଳିଛି। ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଜଣାଯାଇଛି। ନନ୍ଦନକାନନ!-->…
ସ୍ତ୍ରୀ ବାପ ଘରକୁ ଚାଲିଯିବାରୁ ପେଟ କାଟି ସ୍ୱାମୀଙ୍କ ଆତ୍ମହତ୍ୟା
ଦେବଗଡ଼ ୧୯।୧୦ : ସ୍ତ୍ରୀ ବିରହରେ ସ୍ୱାମୀଙ୍କ ଆତ୍ମହତ୍ୟା । ନିଜ ପେଟ କାଟି ଆତ୍ମହତ୍ୟା କରିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ଗାଁର ସତ୍ୟବାନ ଦେହୁରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କଲା ଗାଁ ତଅଁଳା ସାହିର ଅରକ୍ଷିତ ଦେହୁରୀଙ୍କ ପୁଅ!-->!-->!-->…
ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ
କଟକ ୧୯/୧୦: ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ଆସିଛି ହାଇକୋର୍ଟଙ୍କ ରାୟ । ତେବେ ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ମୁଁ କୃତଜ୍ଞ । ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନ ମଣ୍ଡଳୀର ଭୋଟର ଙ୍କ ପାଖରେ ମୁଁ ଋଣୀ । ଏହା!-->…
ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ
ଭୁବନେଶ୍ୱର ୧୯/୧୦: ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ରାଜୁ ଦାସ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଦଳରୁ ବାହାର କରାଗଲା ।
ସୂଚନା ଥାଉକି, ଧାମନଗର ଉପ-ନିର୍ବାଚନରେ ସ୍ୱାଧୀନ!-->!-->!-->…
ବୁଗୁଡ଼ା ପୋଲିସର ବଡ ସଫଳତା : ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାରେ ୭ ଗିରଫ, ଟଙ୍କା ସହ , ୨ ବାଇକ୍ ଓ ୩…
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ବାଘୁଆ ଠାରେ ଫାଇନାନ୍ସ କର୍ମଚାରୀ ରାଜେଶ ମହାପାତ୍ରଙ୍କୁ ମାଡ ମାରି ୭୦ ହଜାର ଟଙ୍କା ଲୁଟ୍ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏଥିସହ ସେମାନଙ୍କ ଠାରୁ ୨ଟି ବାଇକ୍, ୩ଟି ମୋବାଇଲ୍ ଓ ୧୧୬୭୦ ଟଙ୍କା ଜବତ!-->…
ଇଡିରେ ହାଜର ହେଲେ ସୁଜାତା ପାଣିଗ୍ରାହୀ
ଭୁବନେଶ୍ବର ୧୯।୧୦ : ଇଡିରେ ହାଜର ହେଲେ ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ପୂର୍ବତନ IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ହାଜର ହେଲେ ସୁଜାତା।
ସେହିପରି ମଙ୍ଗଳବାର ପ୍ରଦୀପଙ୍କ ଝିଅ ଶ୍ରୁତି!-->!-->!-->…
ଦୀପୁ-ଓମ୍ ହତ୍ୟାକାଣ୍ତ ମାମଲା: ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ
କଟକ: ଦୀପୁ-ଓମ୍ ହତ୍ୟାକାଣ୍ତ ମାମଲାରେ ଚାଉଳିଆଗଞ୍ଜ ଥାନାର ତତ୍କାଳୀନ IIC ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ସମୟରେ ଅଜୟ ଦାସ ହାଜର ହୋଇ ସାକ୍ଷୀ ଦେଇଥିଲେ । ମାମଲାର ଶୁଣାଣି ବେଳେ ଅଜୟ ଦାସଙ୍କୁ ଅଭିଯୁକ୍ତଙ୍କ!-->…
କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସାରେ ଡେରା ପକାଇଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ତଥା ଗିରିଜନ ବିଭାଗ ମନ୍ତ୍ରୀ ପିଡ୍ଡିକା ରାଜନ୍ନା ଦୋରା। ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ କିପରି କାର୍ଯ୍ୟକାରିତା କରୁଛି ତାହାକୁ!-->…
ଆୟତ୍ତରେ ନାହିଁ ମହାପ୍ରସାଦ ଦର
ପୁରୀ: ଧର୍ମମାସ କାର୍ତ୍ତିକରେ ପୂଣ୍ୟ ଅର୍ଜିବା ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଭକ୍ତ। ଦୈନିକ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ନେଇ ଫେରୁଛନ୍ତି। କିନ୍ତୁ ଏହି ଧର୍ମମାସରେ ମହାପ୍ରସାଦର ଦର ଭକ୍ତମାନଙ୍କୁ ଆଘାତ ଦେଉଛନ୍ତି। ଦର ଏତେ ଅଧିକ ଯେ ମହାପ୍ରସାଦ ପାଇଁ!-->…
ଟ୍ରାକ୍ଟର ଧକ୍କାରେ ସାଇକଲ ଆରୋହୀ ମୃତ୍ୟୁ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଗ୍ରାମର କାଳୀମନ୍ଦୀର ଛକ ନିକଟ ଉଲୁକପଲି ସାହି ରାଜ୍ୟ ରାଜପଥ ଉପରେ ଟ୍ରାକ୍ଟର ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ସାଇକଲ ଆରୋହୀ ଜଣକ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମର ବନମାଳୀ!-->…