Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୩ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୧୯।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ!-->…
ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହରେ ୪ ସାଙ୍ଗ ଅଟକ
ରାଉରକେଲା ୧୯।୧୦ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ହତ୍ୟା ସନ୍ଦେହରେ ୪ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଶୁଣ୍ଢୀକୋଣ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ,!-->!-->!-->…
ଜୟଲଳିତାଙ୍କ ଚିକିତ୍ସାରେ ହସ୍ତକ୍ଷେପ କରିନାହିଁ: ଭି.କେ. ଶଶୀକଳା
ଚେନ୍ନାଇ: ଜୟଲଳିତାଙ୍କ ଡାକ୍ତରୀ ଚିକିତ୍ସାରେ କେବେ ହସ୍ତକ୍ଷେପ କରିନାହିଁ ବୋଲି ‘ଅରୁମୁଘାସ୍ବାମୀ ଆୟୋଗ’ ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ଦିନ ଭି.କେ. ଶଶୀକଳା କହିଛନ୍ତି।ଶଶୀକଳାଙ୍କ ବ୍ୟତୀତ ଆଉ ୩ଜଣ ମଧ୍ୟ ଜେ. ଜୟଲଳିତାଙ୍କ ଚିକିତ୍ସାରେ ହୋଇଥିବା ତ୍ରୁଟି ପାଇଁ!-->…
ଉତ୍ତର ପ୍ରଦେଶ ମତଦାନରେ ଅତି ସାଂଘାତିକ ଅନିୟମିତତା ହୋଇଛି: ଶଶୀ ଥରୁର୍ଙ୍କ ଏଜେଣ୍ଟ୍
ନୂଆଦିଲ୍ଲୀ: ଦଳର ଅଧ୍ୟକ୍ଷ ପଦ ନିମନ୍ତେ ଉତ୍ତର ପ୍ରଦେଶରେ ହୋଇଥିବା ମତଦାନରେ ‘ଅତି ସାଂଘାତିକ ଅନିୟମିତତା’ ହୋଇଛି ବୋଲି ଶଶୀ ଥରୁର୍ଙ୍କ ଅନ୍ୟତମ ନିର୍ବାଚନ ଏଜେଣ୍ଟ୍ ସଲ୍ମାନ୍ ସୋଜ୍ ‘କଂଗ୍ରେସ ଚିଫ୍ ଇଲେକ୍ସନ୍ ଅଥରିଟି’ର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କ ନିକଟରେ ଲିଖିତ!-->…
ନୂଆ ଜାତୀୟ ରାଜପଥରେ ନିର୍ମାଣ ହେବ ‘ହେଲିପ୍ୟାଡ୍’: ଜ୍ୟୋତିରାଦିତ୍ୟ ସିନ୍ଧିଆ
ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଜନସ୍ଥାନାନ୍ତରଣ ନିମନ୍ତେ ଦେଶର ସମସ୍ତ ନୂତନ ଜାତୀୟ ରାଜପଥରେ ହେଲିପ୍ୟାଡ୍ ନିର୍ମାଣ କରାଯିବ ବୋଲି ମଙ୍ଗଳବାର ଦିନ ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ’ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ!-->…
କୁହୁଡ଼ି ଯୋଗୁଁ କୋଚିଲାଗଡ଼ ଚେକ ପୋଷ୍ଟରେ ଦୁଇ ବାଇକ୍ ଆରୋହୀ ଦୁର୍ଘଟଣା ଗସ୍ତ ଦୁଇ ଗୁରୁତର…
ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ କୋଚିଲାଗଡ଼ ଚେକ ପୋଷ୍ଟରେ ଭୋର ସକାଳୁ ଦୁଇଜଣ ମଟର ସାଇକେଲ ଆରୋହୀ ବାଡେ଼ଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି l ସୂଚନା ପ୍ରକାରେ ଦୁହେଁ ବପଲମେଣ୍ଡି ଗ୍ରାମର ମାନସ କହଁର ଓ ଲୁଜୁରାମୁଣ୍ଡl ଗ୍ରାମର ନବୀନ ବିଷୋୟୀ ବୋଲି ଜଣାପଡିଛି!-->!-->!-->…
ନିରାପତ୍ତା ନିମନ୍ତେ ଭାରତ-ପାକିସ୍ତାନ ସୀମାନ୍ତରେ ନୂଆ ବିମାନଘାଟି ଗୁରୁତ୍ବପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ମୋଦୀ
ଗାନ୍ଧୀନଗର: ନିରାପତ୍ତା ନିମନ୍ତେ ଭାରତ-ପାକିସ୍ତାନ ସୀମାନ୍ତରେ ନୂଆ ଏୟାର୍ବେସ୍ ବା ବିମାନଘାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ଗାନ୍ଧୀନଗରରେ ‘ଡିଫେନ୍ସ୍ ଏକ୍ସ୍ପୋ ୨୦୨୨’ ଉଦ୍ଘାଟନ କରିବା ସହ ଦୀସାରେ ଗୋଟାଏ ନୂଆ ବିମାନଘାଟିର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
କ୍ରିମିଆରେ ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ଇରାନୀ ଅଫିସର
ମସ୍କୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଛି ଇରାନ । ଇରାନର ସାମରିକ ଅଧିକାରୀମାନେ ଯୁଦ୍ଦ କ୍ଷେତ୍ରରେ ରୁଷ ସୈନ୍ୟଙ୍କୁ ଡ୍ରୋନ ପରଚାଳନା ଚାଲିମ ଦେଉଛନ୍ତି ।
ଆମେରିକୀୟ ଗୁଇନ୍ଦା ସୁତ୍ରକୁ ଉଦ୍ଧା କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ, ପ୍ରାୟ ଏକ!-->!-->!-->…
ହିମାଚଳପ୍ରଦେଶ: ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି। ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ!-->…
ଜାତିସଂଘରେ ଚାଇନାର ଆତଙ୍କବାଦୀ ପ୍ରୀତି
ନୂଆଦିଲ୍ଲୀ: ଆତଙ୍କବାଦୀ ଦମନ ଅଭିଯାନରେ ବାହାରିଥିବା ଭାରତ ପାଇଁ ପୁଣି ଥରେ କଣ୍ଟା ସାଜିଛି ଚାଇନା। ଜାତିସଂଘରେ ଚାଇନାର ପୁଣି ଥରେ ଆତଙ୍କବାଦୀ ପ୍ରୀତି ସ୍ପଷ୍ଟ ହୋଇଛି। ପାକିସ୍ତାନ ପର୍ଯ୍ୟବସିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତୀୟ ଆତଙ୍କବାଦୀ!-->…