ପୁଣି କାୟା ମେଲାଇଲାଣି ମହାମାରୀ କରୋନା

ମୁମ୍ବାଇ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି। ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଲାଗି ବିଶେଷଜ୍ଞମାନେ

ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା: ଏନ୍‌ସିବିର ତଦନ୍ତକୁ ନେଇ ପ୍ରଶ୍ନ, ସ୍କାନର୍‌ରେ ୮ ଅଧିକାରୀ

ମୁୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ଏହି ମାମଲାର ମୁମ୍ବାଇ ଏନ୍‌ସିବିର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତରେ ଅନେକ ତ୍ରୁଟି ଥିବା ଏକ ରିପୋର୍ଟରେ କୁହାଯାଇଛି। ଏଥିସହ ତଦନ୍ତରେ ସାମିଲ୍ ଥିବା ୮

ମଲ୍କିକାର୍ଜୁନ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନଙ୍କ କାନ୍ଧରେ କଂଗ୍ରେସ କମାଣ । ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନର ଫଳାଫଳ ଆଜି ଆସିଥିବା ବେଳେ ବାଜି ମାରିନେଇଛନ୍ତି

ଛତ୍ରପୁରରେ ଗୋ-ଶାଳା ନିର୍ମାଣ ନିମନ୍ତେ ଦାବୀ

ଛତ୍ରପୁର : ସୋମବାର ସନ୍ଧ୍ୟାରେ ଚମାଖଣ୍ଡି ଥାନା ଅନ୍ତର୍ଗତ ଟିଟାନୀୟମ କଂପାନୀ ଛକ ନିକଟ ଜାତୀୟ ରାଜପଥରେ ଏକ ଟ୍ରଲର ଧକ୍କାରେ ୯ଟି ଗାଇ ମୃତ୍ୟୁବରଣ କରିଥିଲେ । ଯାହାଫଳରେ ଦୀର୍ଘ ୫ଘଣ୍ଟାରୁ ଉର୍ଦ୍ଧ୍ୱ ଧରି ଜାତୀୟ ରାଜପଥ କୁ ଅଂଚଳବାସୀ ମାନେ ବନ୍ଦ କରିଥିଲେ । ଉଭୟ ପାଶ୍ୱର୍ରେ ବହୁ

ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଝଡ଼ବର୍ଷା, ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,(୧୮/୧୦) କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ଆଜିଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛପଡ଼ି ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନାନୁଯାୟୀ, ତିଲୋରୀ ପଞ୍ଚାୟତର ଜଗେରମାହା

ସାଇକେଲଚୋର ଯୋଡିକୁ କାବୁ କଲେ ଲୋକେ, ପୋଲିସକୁ ଦେଲେ ଜିମା

ବୁଗୁଡ଼ା : ଦୀର୍ଘ ଦିନ ହେଲା ବୁଗୁଡ଼ା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା ବେଳେ ଆଜି ଅପରାହ୍ନରେ ଦୁଇ ଜଣ ସାଇକେଲ ଚୋରଙ୍କୁ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନରେ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ଏକ ତେଜରାତି

ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ ଏବଂ ଏନଜିଓ ସମୀକ୍ଷା ବୈଠକ -୨୦୨୨ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ପାଟିଲ ଆଶିଷ ଈଶ୍ବର ( ଭା. ପ୍ର. ସେ. )ଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା

ବିଦ୍ୟୁତ ଆଲୋକ ସେବା ନପାଇ ୧୦ ଦିନଧରି ଅନ୍ଧକାରରେ ସାଙ୍ଗଡ଼ମା ଗ୍ରାମବାସୀ

ଦାରିଙ୍ଗବାଡ଼ି, (୧୮/୧୦) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ୧୨ନଂ ୱାର୍ଡ ସାଙ୍ଗଡ଼ମା ଗ୍ରାମର ୫୦ ପରିବାର ସଦସ୍ୟ ମାନେ ଦୀର୍ଘ ୧୦ ଦିନ ଧରି ବିଦ୍ୟୁତ ଆଲୋକ ସେବା ପାଇବାରୁ ବଞ୍ଚିତ ହୋଇ ରହିଥିବା ଜଣା ପଡ଼ିଛି। ଖବର ନେବାରୁ ଜଣା ପଡିଛିଯେ ଗତ ଲଘୁଚାପ ଜନିତ

ଉପାନ୍ତ ଇଲାକା ବୁଡ଼ାଗୁଡାର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ଦାରିଙ୍ଗବାଡ଼ି : (୧୮/୧୦) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ରେ ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ବାହାରି ବୁଡ଼ାଗୁଡ଼ା ବଜାର ପରିକ୍ରମା କରି ହାଟପଦା ଠାରେ ପହଞ୍ଚିଥିଲେ l ସେଠାରେ ଏକ