ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ହିଞ୍ଜିଳିକାଟୁରେ ରକ୍ତଦାନ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୮/୧୦/୨୨;ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ୭୭’ ତମ ଜନ୍ମଦିନ ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ

ଘରୋଇ କଳି ହେଲା କାଳ : ମୋବାଇଲ ପାଇଁ ଚାଲି ଗଲା ନିରୀହ ଜୀବନ…

ମାଲକାନଗିରି : ମୋବାଇଲ ପାଇଁ ଚାଲି ଗଲା ଜୀବନ । ଏଭଳି ଏକ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ mpv 14 ଗ୍ରାମର ଏକ ବର୍ଷ ହେବ ବିବାହ କରି ରହୁଥିଲେ ଜ୍ୟୋତି ଓ କନାଇ । କନାଇ ପାଖରେ ପଇସା ନଥିବାରୁ ସେ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଏକ

ପ୍ରେମ ଓ ପ୍ରତାରଣା କରି ଗିରଫ ହେଲେ ଏମସ୍‌ ଡାକ୍ତର

ଭୁବନେଶ୍ୱର ୧୮/୧୦: ଗିରଫ ହେଲେ ଏମସ୍‌ ଡାକ୍ତର। ଭୁବେଶ୍ୱରରେ ଥିବା ଏମସ୍‌ ଡାକ୍ତରଖାନାର ହୃଦରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲି ଗିରଫ କରିଥିବା କୁହାଯାଇଛି। ଗିରଫ ଅଭିଯୁକ୍ତ ୨ ବର୍ଷ

ହଂସପାଳ ନିକଟରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ମହିଳାଙ୍କ ସହ ଅନ୍ୟଜଣେ ଗିରଫ

ଭୁବନେଶ୍ୱର, ୧୮/୧୦: ଭୁବନେଶ୍ୱର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ୪୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୋଲିସ୍ । ବାଲିଅନ୍ତା ଥାନା ହଂସପାଳ ନିକଟରୁ ଏହି ନାଶା ଦ୍ରବ୍ୟକୁ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବାଲେଶ୍ବରରୁ ବାଇକରେ ଆସୁଥିବା ବେଳେ ହଂସପାଳରୁ ସେମାନଙ୍କୁ

ଢେଙ୍କାନାଳରୁ ୭୧୧ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ବ୍ରାଉନସୁଗାର ଜବତ।ଦୁଇଟି ସ୍ଥାନରେ ରେଡ କରି ୭୧୧ ଗ୍ରାମ ବ୍ରାଉନସୁଗାର ଜବତ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ତାରିଣୀନଗରରୁ ୬୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଭୁବନ ଗଁପୁର ବାଜିରାଉତ ମେମୋରିଆଲ କଲେଜ ନିକଟରୁ ୨୬ ଗ୍ରାମ

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି : ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବା ନିର୍ଦ୍ଦେଶ ।

କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ନାୟକ

ଭୁବନେଶ୍ଵର: ଓଡିଶା କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ। ଦୀର୍ଘ ସମୟ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିବା ପରେ ରାଜନୀତିରେ ପାଦ ଦେଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ସେ ୨୦୧୭ ଅଗଷ୍ଟରେ କଂଗ୍ରେସରେ ଯୋଗ

ରାଜଧାନୀ ଉପକଣ୍ଠରେ କୃଷକ ଆନ୍ଦୋଳନ

ଭୁବନେଶ୍ୱର: ପୁଣି ମେଳି ବାନ୍ଧିଲେ ଚାଷୀ । ଦାନା ବାନ୍ଧିଲା ଆନ୍ଦୋଳନ । ଆଜି ହଜାର ହଜାର କୃଷକ ରାଜଧାନୀ ଆଡ଼କୁ ଆନ୍ଦୋଳନ ପାଇଁ ଅଗ୍ରସର ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଅଟକାଇଛି ପୋଲିସ । ବାଲିଅନ୍ତା ସାପ୍ତାହିକ ହାଟରେ ନବନିର୍ମାଣ କୃଷକ ସଂଗଠନର ରାଲିକୁ ପୋଲିସ ଅଟକାଇଥିଲା ।

ବ୍ରହ୍ମପୁର ଏସ ପି ଡ଼.ସର୍ବଣା ବିବେକ ଙ୍କ ଅପରେସନ ଦଲାଲ : ଏମକେସିଜି ରୁ ଗିରଫ ହେଲେ ୬ ଦଲାଲ…

୬ ଦଲାଲଙ୍କୁ ରୋଗୀ ବେଶରେ ଧରିଲା ବ୍ରହ୍ମପୁର ପୁଲିସ ଦଲାଲମାନେ ଗିରଫ ହେବା ପରେ ଡାକ୍ତର ,ଔଷଧ ଦୋକାନୀ ଓ କିଛି କ୍ଲିନିକ ମୁଣ୍ଡ ରେ ଚଡକ..! ବ୍ରହ୍ମପୁର,:ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଦଲାଲ କବ୍ଜଜାରେ ରହିଥିଲା ପ୍ରତ୍ୟେକ ଦିନ ରୀତିମତ ଗଣମାଧ୍ୟମ ରେ ଏହାକୁ ନେଇ

ରାଜଧାନୀରେ ବିଭିନ୍ନ ସାମଗ୍ରୀ ସହ ୪ ଡକାୟତ ଗିରଫ

ଭୁବନେଶ୍ୱର, ୧୮/୧୦: ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ । ଡାକାୟତି କରୁଥିବା ବେଳେ ଚାରି ଡକାୟତଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି । ଡକାୟତ ମାନଙ୍କ ନିକଟରୁ ଦୁଇଟି ପଲସର, ଭୁଜାଲି, ରଡ୍, ଲଙ୍କା ଗୁଣ୍ଡ