ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ବ୍ରହ୍ମପୁର ଏସ୍‌ପି ଡ. ସରବଣା ବିବେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରହିଥିବା ବିଚାରଧୀନ ମାମଲାର ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ କରିବା ଏସ୍‌ପି

ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର କାର୍ଯ୍ୟକ୍ରମ ସ୍ବପରିସରସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା

ଦାରିଙ୍ଗବାଡ଼ି ବ୍ଲକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପ୍ରତିବାଦ

ଦାରିଙ୍ଗବାଡ଼ି, (୧୯/ ୧୦) : ଆଜି ମଧ୍ୟାହ୍ନ ସମୟରେ ଦାରିଂବାଡ଼ି ବସଷ୍ଟାଣ୍ଡ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କର ଏକ ପ୍ରତିବାଦ ଶୋଭଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ସେମାନେ ବ୍ଲକ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କୁ

ଦଲାଲଙ୍କ କବ୍ଜାରେ ପରିବହନ କାର୍ଯ୍ୟାଳୟ, ଦଲାଲୀ କରୁଥିବା ଅଭିଯୋଗରେ ୪ ଗିରଫ

ରାଉରକେଲା : ରାଉରକେଲା ପରିବହନ କାର୍ଯ୍ୟାଳୟ ନିକଟରୁ ଉଦିତନଗର ପୋଲିସ ମଙ୍ଗଳବାର ଦିନ ୪ ଜଣ ଦଲାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେତେକ ଗାଡି ମାଲିକଙ୍କ ଅଭିଯୋଗ କ୍ରମେ ଏହି ଚଢ଼ାଉ ହୋଇଛି। ରାଉରକେଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)ରେ ବର୍ଷ ବର୍ଷ ଧରି ଚାଲିଛି

ଓଡ଼ିଶା ଚିତ୍ରାଳୟ ମାଲିକ ସଂଘର ସାଙ୍ଗଠନିକ ବୈଠକ

ବ୍ରହ୍ମପୁର : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ଉତ୍କଳ ଆଶ୍ରମ ସଭା କକ୍ଷ ଠାରେ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ କରୋନା ପ୍ରଭାବରେ ସରକାରୀ କଟକଣା ଘେନି ହାତ ବାନ୍ଧି

ମୁମ୍ବାଇରେ ଓଡ଼ିଶା ଭବନର ହେବ ସଂପ୍ରସାରଣ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇରେ ଓଡ଼ିଶା ଭବନର ହେବ ସଂପ୍ରସାରଣ। ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନଭି ମୁମ୍ବାଇରେ ଭାସୀ ସ୍ଥିତ ଓଡ଼ିଶା ଭବନର ସଂପ୍ରସାରଣ ହେବ।

ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର

ଧରାକୋଟ: ଘରୋଇ କଳହକୁ ନେଇ ଗୁଳିମାଡ଼ ହୋଇଛି। ସ୍ବାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ଶୈଳନ୍ଦ୍ରୀ ପାତ୍ର। ଅଭିଯୁକ୍ତ

ଖୁବ୍‌ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ

ଜୟପୁର: ଚଳିତ ମାସରେ ଜୟପୁରକୁ ଉଡ଼ିବ ବିମାନ। ଖୁବ୍‌ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଦେଇ ଭାଇଜାଗ ଉଡିବ ବିମାନ। ଜୟପୁରରୁ ବିମାନ ଉଡାଣ ଆରମ୍ଭ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ବ୍ୟୁରୋ ଅଫ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟିଜ୍‌ ପକ୍ଷରୁ ସର୍ତ୍ତମୂଳକ ଅନୁମତି

ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ସ୍ୱଛତା ଅଭିଯାନ

ଫୁଲବାଣୀ : ଦେଶରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି। ନିରଞ୍ଜନ ବେଦାନ୍ତ ସମିତି ପକ୍ଷରୁ ଅନୁଷ୍ଠିତ ପନ୍ଦର ଦିନିଆ ପ୍ରବଚନ ଅବସରରେ ଖଲିଆ ବନ୍ଧରେ ବ୍ୟାପକ

ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ପୌର ପାଳିକା ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର ଏମ୍‌ଡି ନାସିର୍‌ । ରାଜଗାଙ୍ଗପୁର ଅଞ୍ଚଳର ଦୀପକ ଠାକୁର ନାମକ ଜଣେ ବ୍ୟକ୍ତିଙ୍କ ବାକି ଥିବା ଟିକସ କମାଇବାକୁ ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।