Sign in
Sign in
Recover your password.
A password will be e-mailed to you.
କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳରେ ଭୂତତ୍ତ୍ବବିତଙ୍କ ନମୁନା ସଂଗ୍ରହ
ଦାରିଙ୍ଗବାଡ଼ି, ୨୨/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଦର ଗ୍ରାମ ଉପକଣ୍ଠରେ ଚଳିତ ବର୍ଷର ଲଗାଣ ବର୍ଷାରେ ଭୁସ୍ଖଳନ ହେବା ସହିତ ମାଟିରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି। ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ ରଖି ବ୍ଲକ!-->…
କଳାକାର ଟିଏର ବିୟୋଗ ସମାଜର ଏକ ଅପୂରଣୀୟ କ୍ଷତି ସାଧନ : ବରିଷ୍ଠ କଳାକାର ସଂଘ…
ବ୍ରହ୍ମପୁର, ତା. ୨୨/୧୦ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଦୀପାବଳି ପର୍ବ ଉପଲକ୍ଷେ ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର
ବୁଗୁଡ଼ା : ତା ୨୨/୧୦/୨୧ : ଆଲୋକର ପର୍ବ ଦୀପାବଳି ଆସନ୍ତା ୨୪ ତାରିଖ ସୋମବାର ଦିନ ପାଳନ ହେବାକୁ ଯାଉଥିବା ବେଳେ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟି ଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି!-->…
ପ୍ରଧାନ ମନ୍ତ୍ରୀ ସଡ଼କ ପାଲଟିଛି ମରଣ ଯନ୍ତା : ବୁର୍ଜା ଛକ ଠାରୁ ତୋହରା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ…
ଉମରକୋଟ : ବୁର୍ଜା ଛକ ଠାରୁ ତୋହରା ପର୍ଯ୍ୟନ୍ତ ଆନୁମାନିକ ୧୩ କିଲୋମିଟର ପ୍ରଧାନ ମନ୍ତ୍ରୀ ସଡ଼କରେ ସବୁଦିନ ଏକପ୍ରକାର ଛୋଟୋ ମୋଟ ଦୁର୍ଘଟଣା ଲାଗି ରହିଛି, କାରଣ ରାସ୍ତାଟିର ଅବସ୍ଥା ନକହିବା ଭଲ, ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ କହିଲେ କିଛି ଭୁଲ ହେବ ନାହିଁ, ଏହା ପୂର୍ତ୍ତ ବିଭାଗ ନା!-->…
ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା
ଭୁବନେଶ୍ବର: ଆସନ୍ତା ୨୫ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଏହି ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
ଏ ନେଇ ଆସନ୍ତ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ, କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ!-->!-->!-->…
କଟକ ସେକ୍ଟର ୯ ଅଞ୍ଚଳରେ ଥିବା ବିଉଟି ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ
କଟକ: ବିଉଟି ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହିତ ପହଁଚିଛି ମର୍କତନଗର ଥାନା ପୋଲିସ୍।
ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା କଟକ ସେକ୍ଟର ୯ ଅଂଚଳର ଘଟିଥିବା!-->!-->!-->…
କଲେଜ ଯିବା ସମୟରେ ଡମ୍ପର ଧକ୍କାରେ ଛାତ୍ରୀ ମୃତ
ସୋର: ଆଜି ସକାଳେ ଜଣେ ଛାତ୍ରୀଙ୍କର କଲେଜ ଯିବା ସମୟରେ ଏକ ଡମ୍ପର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଔପଦା ବ୍ଲକ ରାଇ ରାମଚନ୍ଦ୍ରପୁର ପଂଚାୟତର ଦେହୁରୀ ସାହି ଗ୍ରାମର ଧନଞ୍ଜୟ ପାତ୍ରଙ୍କ ଝିଅ କରିସ୍ମା ପାତ୍ର ଔପଦା ମହାବିଦ୍ୟାଳୟରେ +୨ କଳାର ପ୍ରଥମ ବର୍ଷର ପଢୁଥିଲେ। ସବୁଦିନ!-->…
ରୋଜଗାର ମେଳା ଉଦଘାଟନ କଲେ ମୋଦି, ଦେଲେ ୭୫ ହଜାର ନିଯୁକ୍ତି ପତ୍ର
ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳା ଉଦଘାଟନ କରିଛନ୍ତି। ୧୦ଲକ୍ଷ ନିଯୁକ୍ତି ଅଭିଯାନରେ ଏହି ମେଳା ଆରମ୍ଭ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରାମ୍ଭ ହୋଇଥିବା ବେଳେ ୭୫,୦୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।!-->…
୫ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର
ଭୋପାଳ: ୫ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର। ସୌଦା ପାଇଁ ଯାଇଥିବା ବେଳେ ବୁଲା କୁକୁର ମାନେ ଘେରିଯାଇ ଆକ୍ରମଣ କରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ମଧ୍ୟପ୍ରଦେଶର ଖାରଗୋନେ ଜିଲ୍ଲାରେ ଘଟିଛି। ମୃତ ଝିଅଟି ହେଉଛି ସୋନିଆ। ତାଙ୍କ ବେକରେ କୁକୁର କାମୁଡ଼ାର!-->…
ମନ୍ତ୍ରୀଙ୍କ ଦୀପାବଳି ଅଫର, ଟ୍ରାଫିକ୍ ନିୟମ ଭାଙ୍ଗିଲେ ଫାଇନ ଦେବାକୁ ପଡ଼ିବନି
ଅହମ୍ମଦାବାଦ: ବିବାଦରେ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି। ଦୀପାବଳି ଅବସରରେ ଅକ୍ଟୋବର ୨୧ରୁ ୨୭ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବହ ନାହିଁ ବୋଲି ସାଙ୍ଗଭୀ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ପୁଲିସ ଯାତ୍ରୀମାନଙ୍କୁ ଜରିମାନା ଆଦାୟ କିମ୍ବା ହଇରାଣ କରିବ!-->…