Sign in
Sign in
Recover your password.
A password will be e-mailed to you.
ଅକାଳରେ ହୃଦଘାତରେ ଗୃହରକ୍ଷୀଙ୍କ ଦେହାନ୍ତ, ମରଶରୀରକୁ ବୋହି ଦାହ କଲେ ପୁଲିସ କର୍ମଚାରୀ
ଚିତ୍ରକୋଣ୍ଡା (୨୫/୧୦) : ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଚିତ୍ରକୋଣ୍ଡାର ହନୁମାନ ମନ୍ଦିର ନିକଟସ୍ଥ ଇଟାଭାଟି ସାହିର ବହୁ ପୁରୁଣା ଗୃହରଖି ତଥା ଜଣେ ଭଲ କୀର୍ତ୍ତନ ତଥା ସତସଙ୍ଗ ଅନୁରାଗୀ ସୋନୁ ନାଗ ଙ୍କର ହଠାତ ହୃଦଘାତରେ ଅକାଳ ବିୟୋଗ ହୋଇଛି l ସୋନୁ ୧୯୮୮ ମସିହା ଠାରୁ ଆଜି ସୁଦ୍ଧା!-->…
ମାଟିତଳୁ ନବଜାତ ମୃତଦେହ ଉଦ୍ଧାର
ରାଉରକେଲା ୨୫/୧୦: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଜଲଡ଼ିହି ଗାଁ ପାଖରେ ଥିବା କେନାଲ କଡ଼ରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର। ଏକ ନବଜାତ ଶିଶୁକୁ ସେଠାରେ ମାଟି ଖୋଳି ପୋତା ହୋଇଥିଲା। କିନ୍ତୁ ଶିଶୁର ହାତ ବାହାରକୁ ଦେଖାଯାଉଥିଲା।
ସ୍ଥାନୀୟ ଲୋକେ ଏହାଦେଖି ପୋଲିସକୁ ଖବର!-->!-->!-->…
ଜେଲ୍ରୁ ବିଚାରାଧୀନ କଏଦୀ ଫେରାର୍
ନୟାଗଡ଼, ୨୫/୧୦: ଦଶପଲ୍ଲା ଜେଲରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଗେଟ୍ ବାହାରକୁ ଆସି ଝାଡୁ କରୁଥିବାବେଳେ କଏଦୀ ଜଣକ ଦୌଡି ପଳାଇଛି ।
ଫେରାର୍ କଏଦୀ ହେଲେ ନରସିଂହପୁର ଅଞ୍ଚଳର ହିଂମାଶୁ ଶେଖର ନାୟକ । ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସେ ୨୦୨୦ରୁ ଦଶପଲ୍ଲା!-->!-->!-->…
ପୁଅ ଛୁରା ମାଡ଼ରେ ବାପା ମୃତ
ବ୍ରହ୍ମପୁର: ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ ଘଟି ଯାଇଛି ଏକ ବଡ଼ ଅଘଟଣ। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ପୁଅ ଚମ୍ପଟ ମାରିଛି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ!-->…
ପୃଥକ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ ଓ ୨ ଗୁରୁତର
ହିଞ୍ଜିଳିକାଟୁ/ ପୁରୁଷୋତ୍ତମପୁର : ସୋମବାର ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଶିଖରପୁର ନିକଟରେ ଦୂର୍ଘଟଣା ଘଟି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ବଳରାମପୁର ଗ୍ରାମର ତୋଫାନ ଦାସ(୨୬) । ପ୍ରକାଶ ଯେ,!-->…
ପିପିଲିରେ ଗୁଳିମାଡ ଘଟଣା, ଜଣେ ଅଭିଯୁକ୍ତ ଅଟକ
ପିପିଲି: ଯୁବତୀଙ୍କୁ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ପିପିଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ରରୂପ ଧାରଣ କରିଛି। ଦୀପାବଳୀରେ ସ୍ପଷ୍ଟ ଦିବାଲୋକରେ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ (୩୦)କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ପୁଲିସ ତାଙ୍କୁ ପିପିଲି!-->…
ଗୁଣି ଗାରେଡି ସନ୍ଦେହରେ ମାଡ ଅଭିଯୋଗ ନେଇ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର
ମାଲକାନଗିରି, ୨୫।୧୦ : ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ କିଛି ଗ୍ରାମବାସୀଙ୍କୁ ମାଡ ମରାଯାଇଥିବା ଅଭିଯୋଗରେ ଥାନାର ଦ୍ଵାରସ୍ଥ ହେଲେ ପୀଡିତ ପରିବାର । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡା!-->…
ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଜହଳ ନିକଟରେ ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବିପିନ ବିହାରୀ ନାୟକ । ସେ ଆଜି ଏକ ସାଇକଲେ ଯୋଗେ ଗାଁ ମୁଣ୍ଡକୁ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ପଂଳରେ!-->…
୧୨ ଘଣ୍ଟିଆ ପ୍ରାର୍ଥନା ସଭା ଅନୁଷ୍ଠିତ
ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ସୋମବାର ଦିନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକ ୧୨ ଘଣ୍ଟିଆ ଉପବାସ ପ୍ରାର୍ଥନା କାର୍ଯ୍ୟକ୍ରମ ଓଡ଼ିଶା ପ୍ରେ-ଏ-ଥୋନ୍ ଓ ରାଜ୍ୟର ସମସ୍ତ ଚର୍ଚ୍ଚର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି | ରାଉରକେଲାସ୍ଥିତ ପେଣ୍ଟକୋଷ୍ଟାଲ୍ ଚର୍ଚ୍ଚର ପାଷ୍ଟର ଜିମିଙ୍କ!-->!-->!-->…
ଦୁର୍ବଳ ହେଲା ବାତ୍ୟା ସିତ୍ରଙ୍ଗ: ଆଗକୁ ବଢ଼ିବ ଶୀତ
ଭୁବନେଶ୍ୱର, ୨୫/୧୦: ବାଂଲାଦେଶରେ ବାତ୍ୟା ସିତ୍ରଙ୍ଗ ଦୁର୍ବଳ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରଙ୍ଗ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଛୁଇଁ ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ!-->…