ଧାମନଗର ଉପନିର୍ବାଚନ ଭୋଟିଂ ବେଳେ ମୁତୟନ ହେବେ ୧୦ ପ୍ଲାଟୁନ୍ ଫୋର୍ସ : CEO

ଭୁବନେଶ୍ୱର ୨୫/୧୦: ଧାମନଗର ଉପନିର୍ବାଚନ ନେଇ CEOଙ୍କ ପ୍ରେସମିଟ୍ । ଧାମନଗର ଉପନିର୍ବାଚନରେ ୧୧ ଶହ ପୁଲିଙ୍ଗ ଅଧିକାରୀ ନିୟୋଜିତ ରହିବେ । ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ହେବ ୱେବକାଷ୍ଟ । ଏଥିପାଇଁ ଦୁଇ ଜଣ ସେଣ୍ଟ୍ରାଲ ଅବଜରଭର ବି ଆସି ସାରିଛନ୍ତି । ନିର୍ବାଚନ ପାଇଁ ପୋଲିସ ପକ୍ଷରୁ କଡା

ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର୍ ନୋଟିସ୍

କଟକ ୨୫/୧୦: ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର୍ ନୋଟିସ୍ । ସକିଲ ସମେତ ଆଉ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର ପାଇଁ ଜାରି ହୋଇଛି ନୋଟିସ୍ । ସକିଲକୁ ନୋଟିସ୍ ଜାରି କରିଛି ମଙ୍ଗଳାବାଗ୍ ପୋଲିସ । ନିକଟରେ ଜେଲରୁ ଜାମିନରେ ମୁକୁଳିଥିଲା ଗ୍ୟାଙ୍ଗଷ୍ଟର ସକିଲ । ଅନ୍ୟ ଦୁଇ ଅପରାଧୀ ମିଲନ

ନକଲି ଔଷଧ କାରବାର ଘଟଣା, ଦୁଇ ଏଜେନ୍ସି ମାଲିକ ଗିରଫ

କଟକ ୨୫/୧୦: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସକୁ ସଫଳତା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୁରୀ ଘାଟ ଥାନା ପୋଲିସ । ନୟା ସଡକର ଦୁଇ ଏଜେନ୍ସିର ମାଲିକଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗିରଫ ଡିଷ୍ଟ୍ରିବିୟୁଟରଙ୍କ ଠାରୁ ଔଷଧ କିଣୁଥିଲେ ଏମାନେ । ପୂର୍ବରୁ ଏହି ମାମଲାରେ ୬

ପଶୁ ଚିକିତ୍ସାଳୟରେ ୨୪ଘଣ୍ଟା ସେବା ଯୋଗାଇବା ଦାବି କଲେ ବ୍ରହ୍ମପୁର ବୁଦ୍ଧିଜୀବୀ

ବ୍ରହ୍ମପୁର : ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟରେ 24ଘଣ୍ଟା ସେବା ଯୋଗାଇବା ସହ ଚିକିତ୍ସାରେ ଅବହେଳା କରୁଥିବା କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଓ ଔଷଧର ବାଟମାରଣା,ହରିଲୁଟ ବିରୁଦ୍ଧରେ ଆଜି ଜିଲ୍ଲା ପଶୁ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରାଙ୍କୁ

ORHDC ଦୁର୍ନୀତି ମାମଲା, ପୀୟୁଷ ମହାନ୍ତିଙ୍କୁ ଜାମିନ୍

କଟକ ୨୫/୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲାଗିଲା ଅନ୍ତରୀଣ ରହିତାଦେଶ । ପୀୟୁଷଙ୍କୁ ମିଳିଲା ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରିଛନ୍ତି ହାଇକୋର୍ଟ । ମେଟ୍ରୋ

DIET,ମାଲକାନଗିରି ଆନୁକୁଲ୍ୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଚିତ୍ରକୋଣ୍ଡା(୨୬/୧୦) : ପରିବାର ମଧ୍ୟକୁ ନୂତନ ବ୍ୟକ୍ତିଙ୍କ ଆଗମନୀ ହେଉ ଅବା ଅନୁଷ୍ଠାନକୁ ନୂତନ ବ୍ୟକ୍ତିଙ୍କ ପ୍ରବେଶ ଯେତିକି ଆନନ୍ଦ ଦାୟକ ବିଦାୟ ବା ବିଚ୍ଛେଦ ତା'ଠାରୁ ଖୁବ୍ ଦୁଃଖାଭିଭୂତ ଏବଂ ଶୋକାକୁଳ ପରିବେଶ ମଧ୍ୟକୁ ଅଘୋଷିତ ଭାବରେ ଠେଲି ଦେଇଥାଏ । ଠିକ୍ ଏଭଳି ଏକ ସମ୍ବେଦନଶୀଳ

କଂସା,ପିତଳ ବୋଝେଇ ମିନି ଟ୍ରକକୁ ପୋଡିଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ରେଢାଖୋଲ: କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନିଟ୍ରକରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାର ଅଭିଯୋଗ। ରେଢ଼ାଖୋଲ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କଇଥସାହିର ମସଜିଦ ପାଖରେ ଘଟିଛି ଏହି ଘଟଣା । ସୂଚନା ମୁତାବକ, ଜଣେ ବ୍ୟବସାୟୀଙ୍କ ଏକ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌, ମହିଳାଙ୍କ ଗର୍ଭପାତ ଅଭିଯୋଗ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାରପିଟ୍‌ । ମାରପିଟ୍‌ରେ ମହିଳାଙ୍କ ଗର୍ଭପାତ ଅଭିଯୋଗ । ଭୁବନେଶ୍ୱର ପାହଳ ଥାନା ବାଙ୍ଗୁଆରି ଗାଁରୁ ଆସିଛି ଏପରି ଅଭିଯୋଗ । ଗତ ୨ ତାରିଖରେ ସୋନାଲି ପଣ୍ଡା, ଏବଂ ତାଙ୍କ ପରିବାର ଲୋକଙ୍କୁ କିଛି ଲୋକ ମାରପିଟ କରିଥିଲେ । ଏଥିରେ ସୋନାଲିଙ୍କ

ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ, ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆସିଆନ୍‌ ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ। ଆଜି ଭୁବନେଶ୍ୱରରେ ପହଞ୍ଚିବେ ଆସିଆନ୍‌ ପ୍ରତିନିଧି ଦଳ। ଓଡ଼ିଶାକୁ ଦେଶର ଶିଳ୍ପାୟନର କେନ୍ଦ୍ରସ୍ଥଳ ରୂପେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ

ଖୋର୍ଦ୍ଧା ବଡ଼ ମେଡ଼ିକାଲକୁ ମସ୍ତିଷ୍କ ବିକୃତ ଯୁବକ ନିଖୋଜ

ଦାରିଙ୍ଗବାଡ଼ି: ମସ୍ତିଷ୍କ ବିକୃତି ଯୁବକ ନିଖୋଜ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୋନପୁର ପଞ୍ଚାୟତର ଗାହାକିଆ ଗ୍ରାମର ଜୋହନ ମୁଠମାଝୀଙ୍କ ପୁଅ ଅର୍ଶିତ ମୁଠାମାଝୀ ଦୀର୍ଘଦିନ ହେବ ମସ୍ତିଷ୍କ ବିକୃତି ରୋଗରେ ପୀଡ଼ିତ ଥିଲେ । ଅନେକ ଥର ବିଭିନ୍ନ ଡାକ୍ତରଙ୍କ ପରାମର୍ଶ