ଫୋଟ ଷ୍ଟୁଡିଓ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ଛତ୍ରପୁର : ଛତ୍ରପୁରର ଫୋଟ ଷ୍ଟୁଡିଓ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ବରିଷ୍ଠ ଫୋଟଗ୍ରାଫର କାମାକ୍ଷୀ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଅଂଚଳ ର ସମସ୍ତ ଫୋଟ ଷ୍ଟୁଡିଓ ମାଲିକ ଏବଂ ସେମାନଙ୍କ ପ୍ରତିନିଧୀ ମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା

କୃଷିର ଉନ୍ନତିରେ ସମାଜର ଆର୍ଥିକ ସ୍ଥିତି ମଜବୁତ୍ ହୋଇପାରିବ

ଛତ୍ରପୁର : ବୁଧବାର କୃଷି ସହାୟକ କେନ୍ଦ୍ର ଗୋଲାପଲ୍ଲୀ ଠାରେ ଏକ ଇ-ଶ୍ରମିକ ହିତାଧିକାରୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ୱେଷା ଓ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଭାରତ ସରକାର (ବ୍ରହ୍ମପୁର) ର ମିଳିତ ଆନୁକୁଲ୍ୟରେ ପାଳିତ

ସାର କାରଖାନାକୁ ବିରୋଧ, ଭାରତୀୟ ବିକାଶ ପରିଷଦର ସାମ୍ବାଦିକ ସମ୍ମିଳନୀ

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ତହସିଲ କାଳିପଲ୍ଲୀ ମୌଜା ରେ ଟାଟା ର ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ଅଧିକୃତ ଜମି ମଧ୍ୟରୁ କାଳିପଲ୍ଳୀ ମୌଜା ର ୨୦୬.୬୮୫ ଏକର ଜମି ବ୍ୟବହୃତ ନହୋଇ ପଡି ରହିଥିଲା । ଏବେ ଉକ୍ତ ଜମିକୁ ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ଫେରସ୍ତ

ପୋଖରୀରେ ବୁଡି ଜଣେ ମୃତ୍ୟୁ

ଛତ୍ରପୁର : ପୋଖରୀରେ ବୁଡି ଯୁବକର ମୃତ୍ୟୁ । ମୃତ୍ୟୁ ଜଣକ ହେଲେ ଖୁରିଗାଁର ପ୍ରସନ୍ନ ମହାପାତ୍ରଙ୍କ ପୁଅ ସୁମିତ ମହାପାତ୍ର (ପିଙ୍କୁ) । ସୂଚନା ଥାଉକି ମଙ୍ଗଳବାର ବିଳମ୍ବିତ ରାତ୍ରରେ ପିଙ୍କୁଙ୍କ ଜଣେସଂପର୍କୀୟଙ୍କ ମୃତ୍ୟୁଘଟିଥିଲା । ଶେଷକୃତ୍ୟ ସାରିବା ପରେ ପିଙ୍କୁ ପୋଖରୀକୁ ଗାଧୋଇବା ପାଇଁ

ଗ୍ରହଣଛୁଆଁକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ

ଛତ୍ରପୁର : ଗ୍ରହଣ ଛୁଆଁ କୁ କେନ୍ଦ୍ର କରି ମଙ୍ଗଳବାର ରାତ୍ରରେ ବିପୁଳିଙ୍ଗି ମଝି ସାହିରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଦୁଇ ଜଣ ଆହାତ ହୋଇଥିଲେ । ଏହି ଘଟଣାରେ ଛତ୍ରପୁର ପୁଲିସ ଆଜି ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ ବିପୁଳିଙ୍ଗି ମଝି ସାହିର ଶିଶିର ପାଣିଗ୍ରାହି । ସୂଚନା ଥାଉକି

ଏସ୍‌ଏଚ୍‌ଜି ମା’ମାନଙ୍କୁ ଅପମାନିତ କରୁଛି ବିଜେପି: ପ୍ରଣବ ବଳବନ୍ତରାୟ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବା ବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡ଼ାଇ ଟଙ୍କା ବଣ୍ଟା କରାଇଥିବା ଆମ ଦୃଷ୍ଟିକୁ ଆସିଛି। ଏଭଳି ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍‌ଏଚ୍‌ଜି

SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’

ଭୁବନେଶ୍ବର: ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟରେ କଡ଼ା ସୁରକ୍ଷାରେ ହାଜର ହେଲେ ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦାୟର କରିଥିବା ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ଉଭୟ ଝାରପଡ଼ା ଜେଲ ଓ କୋର୍ଟ ପରିସରରେ

ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

ବାଂଶପାଳ: ମାତାଲ୍ ପୁଅର ଠେଙ୍ଗା ମାଡ଼ରେ ବାପାର ଜୀବନ ଗଲା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁଅ ସୁମନ୍ତ ଦେହୁରୀ ଗତକାଲି ରାତିରେ ନିଜର ଜନ୍ମକଲା ବାପା ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି । ଖବର ପାଇ

ଧଉଳିରେ ଗଛ କଟାକୁ ନେଇ ଉଦ୍‌ବେଗ, ୧୦ ଗୁଣା ଗଛ ଲଗାଇବାକୁ ଦାବି

ବାଲିପାଟଣା,୨୬/୧୦: ଧଉଳିରେ ଯେତିକି ଗଛ କାଟିଛ ତାର ଦଶଗୁଣା ଗଛ ଲଗାଅ । ନହେଲେ ମାମଲା କୋର୍ଟକୁ ଯିବ । ଏଭଳି କହିଛନ୍ତି ପକୃତିପ୍ରେମୀ ତଥା ପ୍ରେରଣାଗ୍ରୀନ୍‌ ଆର୍ମୀର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ । ଧଉଳି ସୌନ୍ଦର୍ଯ୍ୟକରଣ ଆଳରେ ଶାନ୍ତିସ୍ତୁପ ଚତୁପାର୍ଶ୍ବରେ ଥିବା ଶହଶହ ଗଛ କଟାଯାଇଛି ।

ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି ଟିମ୍‌

ନୂଆଦିଲ୍ଲୀ I ଭୁବନେଶ୍ୱର ୨୬/୧୦: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ରାଜ୍ୟ ବିଜେପି ଟିମ୍‌। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଟିମ୍‌ ଆୟୋଗଙ୍କୁ ସାକ୍ଷାତ କରିଛି। ଧାମନଗର ଉପନିର୍ବାଚନରେ ଅନିୟମିତତା ହେଉଥିବା ବିଜେପି ଟିମ୍‌ ଇଲେକ୍ସନ କମିଶନରଙ୍କ