Sign in
Sign in
Recover your password.
A password will be e-mailed to you.
ଷ୍ଟେସନରେ କାଗଜ ତିଆରି ‘ଅଫିମ ଫୁଲ’ ବିକିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ: ନୂଆ ରୂପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ଭିତରେ ପ୍ରଧାନମନ୍ତ୍ରୀ ବିକିଛନ୍ତି କାଗଜ ତିଆରି ଅଫିମ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ।
ଗୁରୁବାର ସକାଳ ପ୍ରାୟ ୮ଟା। ଲଣ୍ଡନ ଟ୍ୟୁବ ଷ୍ଟେସନରେ ଯାତ୍ରୀଙ୍କ ଖଚାଖଚ ଭିଡ। ଯିଏ!-->!-->!-->…
ଘର କବାଟ ଭାଙ୍ଗି ଚୋରି ଅଭିଯୋଗ
ବୁଗୁଡ଼ା : ଘରେ କେହି ନଥିବା ସୁଯୋଗରେ ଘରେ ପଶି କଳା କନା ବୁଲାଇଲେ ଚୋର l ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର ରଞ୍ଜିତ ରାଉତଙ୍କ ପରିବାର ୩ ଦିନ ହେଲା ସମ୍ବଲପୁର ଯାଇଥିବା ବେଳେ ଗତ ବୁଧବାର ରାତିରେ ରଞ୍ଜିତଙ୍କ ଘର କବାଟ ତାଲା କାଟି ଘରେ ପଶିବା ସହ ଘରେ ଥିବା ଆଲମାରୀ, ଟିଣ ବାକ୍ସ!-->…
ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଲିଗୁଡ଼ା ଏସ ଡି ଏ ଏ ଚମ୍ପିୟାନ
ଫୁଲବାଣୀ : ଫୁଲବାଣୀ ପୋଲିସ ରିଜର୍ଭ ଗ୍ରାଉଣ୍ଡ ଠାରେ ଚାଲିଥିବା ସପ୍ତମ ସହିଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଗୁରୁବାର ପୋଲିସ ଓ ବାଲିଗୁଡା ଏସ ଡ଼ିଏଏ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପୋଲିସ ଟିମକୁ ୬୮ ରନ ରେ ପରାସ୍ତ କରି ବାଲିଗୁଡା ବିଜୟୀ ହୋଇଛି lପୋଲିସ ଟିମ ଟସ ଜିତି!-->!-->!-->…
ବଡଭାଇକୁ ହତ୍ୟା କରି ସାନ ଭାଇ ଫେରାର
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗାଁର ଖଦାଳସାହିରେ ଗତ କାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ବଡ ଭାଇ ବସନ୍ତ ନାଇକଙ୍କୁ ତାଙ୍କର ସମ୍ପର୍କିୟ ସାନ ଭାଇ ଧିରେନ ନାଇକ ଚାକୁରେ ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବସନ୍ତଙ୍କ!-->…
ଚାଷୀଙ୍କୁ ଚାରା ଦିଆଯାଇଛି ହେଲେ ତାରବାଡ଼ ମିଳିବ କେବେ
ଦାରିଙ୍ଗବାଡ଼ି,୩/୧୧ : ଦାରିଙ୍ଗବାଡ଼ିରେ ମନରେଗା ଯୋଜନା ଦିନ କୁ ଦିନ ପଥଭ୍ରଷ୍ଟ ହେବାକୁ ଲାଗିଲାଣି। ମନରେଗା ଯୋଜନାରେ କେତେବେଳେ ଦୁର୍ନୀତି ହେଉଛି ତ ଆଉ କେତେବେଳେ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ। ଏହାରି ଫଳରେ ମନରେଗା ଯୋଜନାରେ କାମ କରିଥିବା ହିତାଧିକାରୀ ହୁଅନ୍ତୁ ଅବା!-->…
ପୁଣି ଥରେ ବେଆଇନ ଭାବେ ଚାଲିଥିବା ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର : ପୁଣି ଥରେ ବେଆଇନ ଭାବେ ଚାଲିଥିବା ଏକ ଗୁଟଖା କାରଖାନା ଉପରେ ଚଢ଼ାଉ କରିଛି ଗୋଳନ୍ଥରା ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ସୁରଳ ଓଡ଼ିଆରପି କଲୋନୀର ଏକ ଘର ଉପରେ ଗତକାଲି ମଧ୍ୟରାତ୍ରୀ ରେ ଚଢ଼ାଉ କରାଯାଇଥିଲା । ଉକ୍ତ ଚଢ଼ାଉ ବେଳେ ପୋଲିସ!-->…
ବ୍ଲକସ୍ତରୀୟ ଶିଶୁସୁରଭି କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ (୩।୧୧) : ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷ୍ମୀନୃସୀଂହ କଳାମନ୍ଦିର ପରିଷରରେ ବ୍ଲକସ୍ତରୀୟ ୨୦୨୨ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ!-->…
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ
ବୁଗୁଡା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଇଓ କବିବର ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ!-->…
ବାଘୁଆ ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର
ଦାରିଙ୍ଗବାଡ଼ି,୩/୧୧ : ଜଙ୍ଗଲରେ ଗାଈ ଚରାଇବା ବେଳେ ମହୁମାଛି ଆକ୍ରମଣର ଶିକାର ହେଲେ ବୃଦ୍ଧଙ୍କ ସମେତ ତିନି ଜଣ। ସେମାନେ ହେଲେ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ତଗାପାଙ୍ଗା ଗ୍ରାମର ନିରାପା ପ୍ରଧାନ(୭୦), ନିବାସ୍ତ୍ରୀ ପ୍ରଧାନ (୫୦) ଓ ପ୍ରଦୀପ ପ୍ରଧାନ (୪୦) । ନିରାପା!-->…
ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଯୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ନାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦ୍ଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନିଟି ମହାବିଦ୍ୟାଳୟ!-->…