ତୃତୀୟ ଉଦ୍ୟମ: ଚନ୍ଦ୍ର ଯାତ୍ରା ପାଇଁ ‘ଲଞ୍ଚ୍‌ ପ୍ୟାଡ୍‌’ ଅଭିମୁଖେ ‘ଆର୍ଟେମିସ୍‌-୧’

ନୂଆଦିଲ୍ଲୀ: ଚନ୍ଦ୍ର ଯାତ୍ରା ପାଇଁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଆର୍ଟେମିସ୍-୧’ ଆଜି ‘ଭେଇକ୍ଲ୍‌ ଆସେମ୍ବ୍ଲି ବିଲ୍‌ଡିଙ୍ଗ୍‌’ରୁ ‘ଲଞ୍ଚ୍‌ ପ୍ୟାଡ୍‌’ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ‘ଓରିଅନ୍‌’ ମହାକାଶଯାନ ସହିତ ଏହି ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍’ ନଭେମ୍ବର ୧୪ ତାରିଖରେ ଚନ୍ଦ୍ର

ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଚିହ୍ନଟ କରିବା ପରେ ତୁରନ୍ତ ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କଲା ଦକ୍ଷିଣ କୋରିଆ

ସିଓଲ୍‌: ଆଜି ସାମରିକ ସୀମାନ୍ତରେ ୪ ଘଣ୍ଟା କାଳ ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଉଡୁଥିବା କଥା ଚିହ୍ନଟ କରିବା ପରେ ଦକ୍ଷିଣ କୋରିଆ ତୁରନ୍ତ ତା’ର ଲଢୁଆ ଜେଟ୍‌ ଉଡ଼ାଣ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦକ୍ଷିଣ କ‌ୋରିଆ ସେନା କହିଛି, ‘ମିଲିଟାରି

ଆଜିଠୁ ଟ୍ୱିଟର୍ କର୍ମଚାରୀଙ୍କ ଛଟେଇ, ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ!

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ

ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ଼: ବିକ୍ଷୋଭ ପରେ ଲକ୍‌ଡାଉନ୍ ଲାଗୁ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିଛନ୍ତିି। ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ବିଧାୟକଙ୍କୁ ଲାଞ୍ଚ ଦେଉଛି ବିଜେପି, ପୁଣି ଅଭିଯୋଗ ଆଣିଲେ କେସିଆର୍‌

ହାଇଦ୍ରାବାଦ: ବିଧାୟକମାନଙ୍କୁ କିଣିବାକୁ ଚାଲିଛି ଚେଷ୍ଟା। ଦଳର ଏମ୍‌ଏଲ୍‌ଏଙ୍କୁ ଲାଞ୍ଚ ଦେଉଛି ବିଜେପି। ପୁଣି ଥରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ବିଧାୟକଙ୍କୁ ଲାଞ୍ଚ ଦେବା ମାମଲାରେ ପୁଣିଥରେ ସେ ବିଜେପିକୁ କରିଛନ୍ତି ଟାର୍ଗେଟ୍। ଏନେଇ ଏକ ଭିଡିଓ

ଲଣ୍ଡନ ସହରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ

ଲଣ୍ଡନ: ଲଣ୍ଡନ ସହରର ସାଉଥ୍ ହଲସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀସୁଭଦ୍ରାଙ୍କର ଶ୍ରୀବିଗ୍ରହ ସ୍ଥାପନା ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖ ଦିନ ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁ, ଶ୍ରୀବଳଭଦ୍ର ମହାପ୍ରଭୁ ଓ ଦେବୀ

ଗୁଜୁରାଟ ବିଧାନସଭା ନିର୍ବାଚନ : ଇସୁଦାନ ଗାଧ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ କେଜ୍ରିୱାଲ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମ୍ ଆଦମୀ ପାର୍ଟି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଗୁଜୁରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନ ଗାଧ୍ବୀଙ୍କୁ ଚୟନ କରିଛି । ଆପ୍ ସୁପ୍ରିମୋ ତଥା ଦିଲ୍ଲୀ

ସେଲୁନ ଖୋଲିବେ ମୁକେଶ ଅମ୍ବାନି !

ମୁମ୍ବାଇ : ପେଟ୍ରୋଲିୟମଠାରୁ ଆରମ୍ଭ କରି ମୋବାଇଲ ସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟରେ ପ୍ରବେଶ କରିସାରିଥିବା ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବେ ସେଲୁନ ବ୍ୟବସାୟରେ ପ୍ରବେଶ କରିବ । କମ୍ପାନି ଏବେ ଚେନ୍ନାଇ ଭିତ୍ତିକ ସେଲୁନ ଓ ସ୍ପା ଚେନ ନାଚୁରାଲ୍ସ ୪୯

ରାଜଧାନୀରେ ଆସନ୍ତାକାଲିଠୁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀରେ ଜାରି ରହିଛି ପ୍ରଦୂଷଣର ଏମରଜେନ୍ସି। ଗ୍ୟାସ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ଦେଖି ଆସନ୍ତାକାଲିଠୁ ସମସ୍ତ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି କେଜ୍ରିୱାଲ

ଭାରତ ଯୋଡ଼ ଯାତ୍ରା ବେଳେ ନିଜକୁ ଚାବୁକରେ ପିଟିଲେ ରାହୁଲ ଗାନ୍ଧି

ହାଇଦ୍ରାବାଦ: ଭାରତ ଯୋଡ଼ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ପିଠିକୁ ନିଜେ ଚାବୁକରେ ମାରିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓଟି ତେଲେଙ୍ଗାନାର। ଏଠାରେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ଏପରି ଘଟଣା ଘଟିଛି।ଭାରତ ଯୋଡ଼