ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ

ଝାରସୁଗୁଡା: ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ସ୍ବାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ମହା କାର୍ତ୍ତିକର ପହିଲି ପଞ୍ଚୁକ, ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଲେ ବାବ ଧବଳେଶ୍ୱର

ଆଠଗଡ ୦୪/୧୧: ମହାକାର୍ତ୍ତିକର ପହିଲି ପଞ୍ଚକ । ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ବୁଗୁଡ଼ା : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥ ବିଶ୍ବକର୍ମା ଭବନ ପରିସରରେ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ସଭାପତି କେ. କୃଷ୍ଣମୂର୍ତ୍ତି ଆଚାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ

ଉମରକୋଟ ପୌରପରିଷଦ ଅଫିସରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟକୁ ତଦାରଖ କଲେ ପୌର ଅଧ୍ୟକ୍ଷା…

ଉମରକୋଟ : ‘ସରକାରୀ କର୍ମଚାରୀ ଠିକ୍‌ ସମୟରେ ମୋଟା ଅଙ୍କର ଦରମା ନିଅନ୍ତି । ମାତ୍ର ଠିକ୍‌ ସମୟରେ ଅଫିସ୍‌ ଆସନ୍ତି ନାହିଁ। ଏଥିପାଇଁ ବହୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ବେଳେ ସେମାନଙ୍କ କାମ ହୋଇ ପାରି ନ ଥାଏ।’ ଏହାକୁ ଆଉ ବରଦାସ୍ତ କରାଯିବନି ବୋଲି କହିଛନ୍ତି

ଆଠ ଗ୍ରାମପଞ୍ଚାୟତବାସୀଙ୍କୁ ନେଇ ବ୍ଲକ ଅଭିଯାନ କମିଟି ବୈଠକ

ଦାରିଙ୍ଗବାଡି, ୪/୧୧ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ବ୍ଲକ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ବିକ୍ରମାଦିତ୍ୟ ବସ୍ତିରାୟଙ୍କ ଆହ୍ୱାନ କ୍ରମେ ଅଂଚଳର ୮ଗୋଟି ଗ୍ରାମ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀଙ୍କୁ ନେଇଁ ବ୍ଲକ ଉନ୍ନୟନ

ଚିତ୍ରକୋଣ୍ଡା ବ୍ଲକ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା (୦୪/୧୧) : ସରକାରୀ ଉଚ୍ଚମଧ୍ୟମିକ ବିଦ୍ୟାଳୟ ଚିତ୍ରକୋଣ୍ଡା ରେ ବ୍ଲକ ସ୍ତରୀୟ ଡିଜିଗଭ ବ୍ୟାଙ୍କିଙ୍ଗ ସେବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି l ଏହି କାର୍ଯ୍ୟକ୍ରମକୁ ୧୬୪ ପ୍ରାଥମିକ, ଉଚ୍ଚପ୍ରାଥମିକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ

ନୂତନ ବିଡିଓଙ୍କୁ ସ୍ବାଗତ ଓ ପୂର୍ବତନ ବିଡିଓଙ୍କୁ ବିଦାୟ ସମ୍ବର୍ଦ୍ଧନା 

ବୁଗୁଡା : ବୁଗୁଡା ବ୍ଳକରେ କାର୍ଯ୍ୟରତ ବିଡିଓ ତନ୍ମୟ ପାତ୍ରଙ୍କ କବିସୂର୍ଯ୍ଯନଗର ବ୍ଳକକୁ ବଦଳି ହେବା ପରେ ବୁଗୁଡା ବ୍ଳକରେ ଶୁକ୍ରବାର ଦିନ ନୂତନ ବିଡିଓ ଭାବେ ବାସୁଦେବ ନାୟକ ନିଯୁକ୍ତି ପାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ଆଜି ପୂର୍ବତନ ବିଡିଓ ତନ୍ମୟ ପାତ୍ରଙ୍କୁ କାର୍ଯ୍ୟାଳୟ

ସମ୍ଭାବନା ତରଫରୁ ସମ୍ମାନିତ ହେବେ କନ୍ଧମାଳର ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର

ଫୁଲବାଣୀ :-ସମ୍ଭାବନା ସାରସ୍ୱତ ପରିଷଦ,ଓଡିଶା ତରଫରୁ ଗଞ୍ଜାମର ଆସ୍କା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆସନ୍ତା ନଭେମ୍ବର 13 ତାରିଖ ରବିବାର ଦିନ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର , ସମର୍ଦ୍ଧନା ପର୍ବ ଓ କବିତା ଆସର ଅନୁଷ୍ଠିତ ହେଵବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ରବୀନ୍ଦ୍ର

ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଲା ଜାତୀୟ ଏସଟି କମିଶନ

ଫୁଲବାଣୀ:-୦୪/୧୧ କନ୍ଧମାଳ ଜିଲ୍ଲା ରଙ୍ଗପାରୁ ହଷ୍ଟେଲର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ମୃତ୍ୟୁ ଘଟଣାରେ ଜାତୀୟ ଏସଟି କମିଶନ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛି l ଏହି ସମ୍ବେଦନ ଶିଳ ଘଟଣାରେ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେନେଇ ରିପୋର୍ଟ ଦାଖଲ କରିବାକୁ

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ବିକାଶଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ :- ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ପରିସରରେ ଏବିଭିପି ର ଶିବାଶିଷ ପଣ୍ଡାଙ୍କ ନେତୃତ୍ଵରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା l ଏଥିରେ ବିଭିନ୍ନ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ସହିତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l ବିକାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ