ଭାରତୀୟମାନେ ପ୍ରତିଭାବାନ୍‌ ଓ ପରିଶ୍ରମୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

ମସ୍କୋ: ଭାରତର ନାଗରିକମାନଙ୍କୁ ପ୍ରତିଭାବାନ୍‌, କଠିନ ପରିଶ୍ରମୀ ଓ ଉଚ୍ଚାଭିଳାଷୀ କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭାରତର ଭୂୟସୀ ପ୍ରଶଂସା କରିଛନ୍ତି। ଶୁକ୍ରବାର ଦିନ ରୁଷ୍‌ର ‘ଏକତା ଦିବସ’ ଅବସରରେ ଉଦ୍‌ବୋଧନ ଦେବା ସମୟରେ ପୁଟିନ୍‌ କହିଛନ୍ତି, ବିକାଶ କ୍ଷେତ୍ରରେ

୨୦ କୋଟି କୋଭାକ୍ସିନ ଟିକା ନଷ୍ଟ ଆଶଙ୍କା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ଆରମ୍ଭରେ ଲୋକମାନେ ଟିକା ପାଇଁ ଚାହି ବସିଥିଲେ। ସେହି ସମୟରେ ଲୋକଙ୍କୁ ଟିକା ଯୋଗାଇ ଦିଆଯାଇ ପାରୁ ନଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ଦେଶରେ ଚାହିଦା ନଥିବା କାରଣରୁ ଟିକା ଉତ୍ପାଦନ ହେବା ପରେ କମ୍ପାନି ନିକଟରେ ପଡ଼ି ରହିଛି। ପରିସ୍ଥିତି

ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା

ସୁନ୍ଦରଗଡ଼ ୦୫।୧୧ : ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସୁନ୍ଦରଗଡ଼ କୋଇଲା ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ହୋଇଛି । ଖବର ଅନୁଯାୟୀ, ସୁନ୍ଦରଗଡ଼ ଜାମକାନିରେ ଥିବା ଖଣିରୁ କୋଇଲା ଉତ୍ତୋଳନକୁ ଗ୍ରାମବାସୀମାନେ ବିରୋଧ କରିଥିଲେ ।

ଦୁଇଟି କଳାରପତରିଆ ବାଘ ଛାଲ ଜବତ କଲା STF

ଭୁବନେଶ୍ୱର ୦୫।୧୧ : ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭଗବତ ଗିରଫ । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍‌ଟିଏଫ୍‌ । ସେହିପରି ଏହି ଘଟଣାରେ ଆଉ

ଚୋରକୁ ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା, ଗାଁ ବୁଲାଇଲେ ଲୋକେ

ଭଦ୍ରକ ୦୫/୧୧: ଚୋରକୁ ସାବାସୀ । ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା କରିଲେ ଗ୍ରାମବାସୀ । ଏମିତି କରି ଗାଁ ବୁଲାଇଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୋକାନ ଗୁଡ଼ିକରୁ ସିରିଜ ଚୋରି କରିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଚୋରକୁ ଏଭଳି ସାବାସୀ ଦିଆଯାଇଛି ।

ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ବ୍ୟକ୍ତି

ରାଉରକେଲା ୦୫।୧୧ : ପରିବାରରେ ଥିଲା ଆର୍ଥିକ ଅନଟନ । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ସୀମାକୁ ବାଛି ନେଲେ ବ୍ୟକ୍ତି । ରାଉରକେଲା ଓରାମ ପଡ଼ାରୁ ଆସିଛି ଏମିତି କିଛି ଘଟଣା । ଖବର ଅନୁୟାୟୀ, ଭିନିତ ଅଗ୍ରଓ୍ୱାଲ ନାମକ ଜଣେ ରାଉରେକେଲା ବ୍ରାହ୍ମଣୀ ନଦୀର ୨ୟ ବ୍ରିଜ ଉପରେ ସ୍କୁଟି

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୫।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଧାୟକ ପ୍ରତାପ ଜେନା

ମାହାଙ୍ଗା: ବିଧାୟକ ପଢ଼ାଇଲେ ପାଠ। 5T ବିଦ୍ୟାଳୟ ପରିଦର୍ଶନ ସହ ପିଲାଙ୍କ ଦକ୍ଷତା ପାଇଁ କିଛି ସମୟ ଧରି ମାହାଙ୍ଗା ମହାବୀର ବିଦ୍ୟାପୀଠରେ ପଢ଼ାଇଥିଲେ ବିଧାୟକ ପ୍ରତାପ ଜେନା। କଟକ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ , ସ୍ଥାନୀୟ ବିଡିଓ , ବହୁ ଶିକ୍ଷାବିତ୍‌ ଓ

କାର୍ତ୍ତିକ ମାସ ପଞ୍ଚୁକର ଦ୍ୱିତୀୟ ଦିନ, ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର

ଆଠଗଡ ୦୫/୧୧: ମହାକାର୍ତ୍ତିକ ମାସର ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିଛି ।

ଘରର ଛାତ ଅତଡା ଖସି ମା ଓ ଝିଅ ଗୁରୁତର

ବଲାଙ୍ଗିର: ଛାତ ଅତଡା ଖସି ମା ଓ ଝିଅ ଗୁରୁତର। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ରଗୁଡିପଡା ମ୍ଯୁନିସିପାଲିଟି କଲୋନୀରେ। ଛାତ ଅତଡା ଖସି ମା ଓ ଝିଅ ଗୁରୁତର ହୋଇଛନ୍ତି । ମା ଗାୟତ୍ରୀ କୁମ୍ଭାରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ