Sign in
Sign in
Recover your password.
A password will be e-mailed to you.
ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ଘୋଷଣା କଲା ‘ପ୍ରତିଜ୍ଞା ପତ୍ର’
ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଉ ତା’ପୂର୍ବରୁ ଶନିବାର କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଦଳର ନିର୍ବାଚନୀ ଇସ୍ତାହାରର ନାମ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ରଖାଯାଇଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ!-->!-->!-->…
ରାଜଧାନୀ ପଲ୍ୟୁସନର ବାହାରୁନି ସଲ୍ୟୁସନ; AQI ୪୦୦ ପାର୍ କଲା
ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାଜଧାନୀରେ ହୋଇଥିବା ପଲ୍ୟୁସନ ଯୋଗୁ ଲୋକଙ୍କ ନିଶ୍ୱାସ ନେବା କଷ୍ଟକର ହୋଇ ପଡ଼ୁଥିବା ବେଳେ ନିକଟ ଭବିଷ୍ୟତରେ ଏହାର କୌଣସି ସଲ୍ୟୁସନ ବାହାରିବା ପରି ଲାଗୁ ନାହିଁ।
ଲଗାତର ତୃତୀୟ ଦିନ ପାଇଁ!-->!-->!-->…
ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର
ନୂଆଦିଲ୍ଲୀ: ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ଜୀବନର ଶେଷ ଭୋଟ ଦେବାର ୨ ଦିନ ପରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୧୦୬ ବର୍ଷୀୟ ନେଗୀ ।
ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଗତ ୨ ତାରିଖରେ!-->!-->!-->…
ଡିସେମ୍ବର ୫ରେ ମୈନ୍ପୁରୀ ଲୋକସଭା ଓ ୫ଟି ରାଜ୍ୟ ବିଧାନସଭା ଆସନ ପାଇଁ ଉପନିର୍ବାଚନ; ୮ରେ ଗଣନା
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ ୫ଟି ରାଜ୍ୟର ୫ଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ହେବ ଆଜି ଭାରତର ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି।
ଉପନିର୍ବାଚନ କରାଯିବାକୁ ଥିବା ବିଧାନସଭା ଆସନଗୁଡ଼ିକ ହେଉଛି, ଉତ୍ତର ପ୍ରଦେଶ,!-->!-->!-->…
ପରିବାର ପରିତ୍ୟାଗ କରି ‘ଦିଦି ମା’ ହେବେ ‘ବିଜେପି’ ନେତ୍ରୀ ଉମା ଭାରତୀ
ନୂଆଦିଲ୍ଲୀ: ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଆଦେଶ ଅନୁସାରେ ପରିବାର ପରିତ୍ୟାଗ କରିଛନ୍ତି ଏବଂ ଏଥର ସେ ‘ଦିଦି ମା’ ବୋଲାଇବେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତ୍ରୀ ଉମା ଭାରତୀ ଘୋଷଣା କରିଛନ୍ତି।
ଟୁଇଟ୍ କରି ଭାରତୀ ଲେଖିଛନ୍ତି: ପରିବାରବର୍ଗଙ୍କୁ!-->!-->!-->…
‘ମନି ଲଣ୍ଡରିଂ’ ମାମଲାରେ ‘ଗ୍ୟାଙ୍ଗ୍ଷ୍ଟର୍-ରାଜନେତା’ ମୁଖ୍ତାର୍ ଅନ୍ସାରିଙ୍କ ପୁଅ ଗିରଫ
ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଊରୁ ‘ସୁହେଲ୍ଦେବ ଭାରତୀୟ ସମାଜ ପାର୍ଟି’ର ବିଧାୟକ ତଥା ‘ଗ୍ୟାଙ୍ଗ୍ଷ୍ଟର୍ରୁ ରାଜନେତା’ ହୋଇଥିବା ମୁଖ୍ତାର୍ ଅନ୍ସାରିଙ୍କ ପୁତ୍ର ଅବ୍ବାସ୍ ଅନସାରିଙ୍କୁ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।!-->…
ୟୁକ୍ରେନ୍ ପାଇଁ ଆମେରିକାର ଯୁଦ୍ଧ ସହାୟତା ପ୍ୟାକେଜ୍
ୱାସିଂଟନ୍: ୟୁକ୍ରେନ୍ ପାଇଁ ଯୁଦ୍ଧ ସହାୟତା ଭାବେ ହାରାହାରି ୪୦୦ ନିୟୁତ ଡଲାର୍ ପ୍ୟାକେଜ୍ରେ ଆମେରିକା ପୁନଃବିକଶିତ ‘ଟି-୭୨’ କମାଣ, ଭୂପୃଷ୍ଟରୁ ଆକଶକୁ ନିକ୍ଷେପ କରାଯାଉଥିବା ‘ହକ୍’ କ୍ଷେପଣାସ୍ତ୍ର, ‘ଫିନିକ୍ସ୍ ଘୋଷ୍ଟ୍ ଡ୍ରୋନ୍ ଆଦି ଅନେକ ଅସ୍ତ୍ରଶସ୍ତ୍ର ରହିଛି ବୋଲି ଶୁକ୍ରବାର!-->…
କଡ଼ା କଟକଣା ସତ୍ତ୍ବେ ଚୀନରେ କରୋନା ସଂକ୍ରମଣ ବଢ଼ୁଛି
ବେଜିଂ : ଚୀନ ସରକାର ଶୂନ୍ୟ କୋଭିଡ଼ ନୀତି ଆପଣାଇଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ କଡ଼ା କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ଚୀନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମେ ମାସ ପ୍ରାରମ୍ଭରେ କରୋନା ସଂକ୍ରମଣ ହାର ଯାହା ଥିଲା ଏବେ ସଂକ୍ରମଣ ହାର ତାହାଠାରୁ ଅଧିକ ହେଲାଣି।!-->…
୪୮ ଘଣ୍ଟା ମଧ୍ୟରେ ସାଉଦି ଆରବ ଉପରେ ଆକ୍ରମଣ କରିପାରେ ଇରାନ
ସାଉଦି ଆରବ : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇରାନ ସାଉଦି ଆରବ ଉପରେ ଆକ୍ରମଣ କରିପାରେ। ଆମେରିକାର ଏକ ରିପୋର୍ଟ ଅନୁଯାୟୀ ଏଭଳି ଦାବି ହୋଇଛି। ଆମେରିକାର ୩ ଜଣ ଗୁଇନ୍ଦା ଅଧିକାରୀ ଏଭଳି ଦାବି କରିବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଆମେରିକା ଅଧିକାରୀମାନେ କହିଛନ୍ତି, ଆକ୍ରମଣ!-->…
୩୪ ବର୍ଷରେ ପଦାର୍ପଣ କଲେ କିଙ୍ଗ୍ କୋହଲି
ମେଲବର୍ଣ୍ଣ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ନିର୍ଭରଯୋଗ୍ୟ ବ୍ୟାଟର୍ ବିରାଟ କୋହଲି ଶନିବାର ୩୪ ବର୍ଷ ପୂରଣ କରିବେ। ୨୦୦୮ ମସିହାରୁ ପଦାର୍ପଣ କରିବା ପରଠୁ ୧୪ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍ର ପ୍ରମୁଖ ଖେଳାଳି ଭାବେ ରହି ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କଠୁ ଅଧିନାୟକତ୍ବ ଭାର!-->…