Sign in
Sign in
Recover your password.
A password will be e-mailed to you.
ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ଆହୁରି ହେଲା ସହଜ…
ଅଗଷ୍ଟ ୧ରୁ ନୂତନ ସଂଶୋଧିତ ଭୋଟର ଆଇନ ଲାଗୁ
ଛତ୍ରପୁର : କେନ୍ଦ୍ର ସରକାରଙ୍କ ଆଇନ୍ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ବାରା ଲୋକ ପ୍ରତିନିଧି ଆଇନ୍ ୧୯୫୦/୧୯୫୧ ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡିଏ ସଂଶୋଧନ କରାଯାଇଛି, ଯାହାକି ଅଗଷ୍ଟ ୧ ତାରିଖ ଠାରୁ କାର୍ଯ୍ୟକାରୀ ହୋଇଅଛି!-->!-->!-->…
ବ୍ଲକସ୍ତରୀୟ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦଯାପିତ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ୨ଟି ସ୍ୱର୍ଣ୍ଣ
ବର୍ମିଂହାମ : ଭାରତକୁ ରବିବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଆଉ ଦୁଇ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ଭାରୋତ୍ତୋଳନରୁ। ଜେରେମି ଲାଲରିନୁଙ୍ଗାଙ୍କ ପରେ ଯୁବ ଉତ୍ତୋଳକ ଅଚିନ୍ତ ଶିଉଳି ପୁରୁଷ ୭୩ କିଲୋଗ୍ରାମ ଓଜନ୍ ବର୍ଗରେ ମୋଟ ୩୧୩ କିଲୋଗ୍ରାମ ଉତ୍ତୋଳନ କରି ଭାରତକୁ ତୃତୀୟ ସ୍ବର୍ଣ୍ଣ ପଦକ!-->…
ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଲା ଇଡି
ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୪ ଦିନ ପାଇଁ ହେପାଜତକୁ ନେଇଛି ଇଡି। ଏହି ସମୟରେ ଇଡିର ଅଧିକାରୀମାନେ ଜମି ଦୁର୍ନୀତି ଘଟଣାରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବେ। ଆଜି ସଞ୍ଜୟ ରାଉତଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର!-->…
ଦେଶରେ ହ୍ରାସ ପାଉଛି କୋଭିଡ୍-୧୯ ସଂକ୍ରମଣ; ୧୯ଟି ରାଜ୍ୟରେ ଅଛନ୍ତି ବହୁସଂଖ୍ୟକ ସକ୍ରିୟ ଆକ୍ରାନ୍ତ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ହ୍ରାସ ପାଇ ୧୬ ହଜାରରୁ କିଛି ଅଧିକ ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ଜଣାପଡ଼ିଛି। ତଥାପି କୋଭିଡ୍ ମାମଲା ଓ ପଜିଟିଭିଟି ହାର ଦ୍ରୁତ ବୃଦ୍ଧି ପାଉଥିବା ୯ଟି!-->…
ଘର ତ ପୋଡ଼ି ଦେଇଛ, ଘରକୁ ଫେରିଯିବା କଥା କାହିଁକି କହୁଛ: ପ୍ରତିବାଦକାରୀଙ୍କୁ କହିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି
କଲମ୍ବୋ: ଘର ତ ପୋଡ଼ିପକାଇଛ, ପୁଣି ଘରକୁ ଫେରିଯିବା କଥା କହୁଛ କାହିଁକି ବୋଲି ରବିବାର ଦିନ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପ୍ରତିବାଦକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।ଶ୍ରୀଲଙ୍କାର ଅନ୍ୟତମ ନଗରୀ କାଣ୍ଡିରେ ଭାଷଣ ଦେବା ବେଳେ ବିକ୍ରମସିଂଘେ କହିଲେ ଯେ, ‘କଲମ୍ବୋ!-->…
ବନ୍ଧୁକ ବ୍ୟବହାରକାରୀଙ୍କୁ ବନ୍ଧୁକରେ ଦମନ କରାଯିବା ଉଚିତ: ତାମିଲନାଡୁ ରାଜ୍ୟପାଳ
କୋଚି (କେରଳ): ରବିବାର ଦିନ କେରଳର କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ତାମିଲନାଡୁର ରାଜ୍ୟପାଳ ଆର୍. ଏନ୍. ରବି ତାମିଲନାଡୁ ସରକାରଙ୍କ ହିଂସାକୁ ପ୍ରଶ୍ରୟ ନ ଦେବା ନୀତିକୁ ପ୍ରଶଂସା କରିଛନ୍ତି।‘ଅଭ୍ୟନ୍ତରୀଣ ନିରାପତ୍ତାରେ ସମସାମୟିକ ଆହ୍ପାନ୍’ ଶୀର୍ଷକ!-->…
କ୍ୟାବିନେଟ୍ ସଜାଡ଼ିବେ ମମତା, ସାମିଲ ହେବେ ୫ ନୂଆ ମନ୍ତ୍ରୀ
କୋଲ୍କାତା: ପଶ୍ଚିମବଙ୍ଗ କ୍ୟାବିନେଟ୍କୁ ଅଦଳବଦଳ କରି ୫ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ପାର୍ଥ ଚାଟାର୍ଜୀଙ୍କ ‘ଚାକିରି ପାଇଁ ନଗଦ ଅର୍ଥ ଦୁର୍ନୀତି’ ଚହଳ ପକାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା!-->…
‘ପ୍ରତିଦିନ ସକାଳୁ ବାଜୁଥିବା ସାଇରନ୍ ବନ୍ଦ ହୋଇଗଲା’
ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଯେବେଠୁ ଇଡି ଗିରଫ କରିଛି ସେବେଠାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ କେତେବେଳେ ଶାସକ ଦଳକୁ ଟାର୍ଗେଟ କରୁଛି ତ ଅଉ କେତେବେଳେ ଶାସକ ଦଳ ବିରୋଧୀଙ୍କୁ ବାଣ ମାରୁଛନ୍ତି। ଏଭଳି ରାଜନୈତିକ ବୟାନବାଜୀ ଭିତରେ!-->…
ମିଳିଲାନି ଶବବାହକ ଗାଡ଼ି, ମା’ର ମୃତଦେହକୁ ବାଇକ୍ରେ ବୋହିଲା ପୁଅ
ଭୋପାଳ: ସ୍ମାର୍ଟ ସିଟି, ପୁରା ଚକାଚକ୍ ରାସ୍ତା। ସ୍ୱାସ୍ଥ୍ୟ ସୁବିଧା ବି ବେଶ୍ ଭଲ। କିନ୍ତୁ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମିଳୁନି ଶବବାହକ ଗାଡି। କିଏ ମୃତଦେକୁ କାନ୍ଧରେ ବୋହି ନେଉଛି ତ ଆଉ କିଏ ବାଇକ୍ରେ। ଏଭଳି କିଛି ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ!-->…