Sign in
Sign in
Recover your password.
A password will be e-mailed to you.
ନୟାଗଡ଼ରେ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି
ନୟାଗଡ଼: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ନୟାଗଡ଼ରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଛନ୍ତି । ଶନିବାର ରଣପୁର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ ବୈଠକରେ ସେ ଯୋଗ ଦେଇଛନ୍ତି ।
ରଣପୁରରେ ଅନୁଷ୍ଠିତ ବୈଠକରେ!-->!-->!-->…
ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ-ନାତିଙ୍କ ମୃତ୍ୟୁ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ନାଁ ଲବ ହରିଜନ ହୋଇଥିବା ବେଳେ ନାତିଙ୍କ ନାଁ ୟସ ହରିଜନ।
ସୂଚନା ଅନୁଯାୟୀ,!-->!-->!-->…
ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୟୁନିଟ-୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
ଭୁବନେଶ୍ବର: ୟୁନିଟି-୨ସ୍ଥିତ ମାର୍କେଟ ବିଲ୍ଡିଂକୁ ରବିବାର ବନ୍ଦ କରାଯାଇଛି। ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀ ମୁହାଁମୁହିଁ ହେବା ପରେ ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଏଠାରେ!-->…
ଅନୁମତି ମିଳିଲେ RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଯିବ: ସଂଘମିତ୍ରା ପତି
ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇପାରିବ ମଙ୍କିପକ୍ସ ଟେଷ୍ଟିଂ। ଏଥିପାଇଁ ଅନୁମତି ମିଳିବା ପରେ ଭୁବନେଶ୍ୱର RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଯିବ। ଏ ନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି।ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା!-->…
କାଲୁଗୁଡ଼ା ଗ୍ରାମ ଜଙ୍ଗଲରେ ବିପୁଳ ପରିମାଣରେ କଇଁଛ ଚୋରା କାରବାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଲୁଗୁଡ଼ା ଗ୍ରାମ ପାର୍ଶ୍ଵରେ ଥିବା ପଡ଼ିଆ ପାଖରେ ଆଜି 10 ରୁ 12 ବସ୍ତା କଇଁଛ ର ବେଆଇନ ଭାବେ କଳା କାରବାର ହେଉଥିଲା । ସୂଚନା ପାଇ MV79 ରେଞ୍ଜର ରଶ୍ମି ରଞ୍ଜନ ସ୍ୱାଇଁ ଙ୍କ ଆଦେଶ କ୍ରମେ ଫୋରେଷ୍ଟର ମୁରୁଲୀଧର!-->…
କାଉଡିଆଙ୍କ ଉପରେ ମାଡିଗଲା କାର, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: କାଉଡିଆଙ୍କ ଉପରେ ମାଡିଗଲା କାର । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଉଡିଆ ଜଣକ ହେଲେ ଦଶମ ଶ୍ରେୀଣୀ ଛାତ୍ର । ତେବେ ପିପିଲି ଛକ ପେଟ୍ରୋଲ ଟାଙ୍କି ନିକଟରେ ଏକ କାର ଛାତ୍ର ଜଣଙ୍କ ଉପରେ ମାଡି ଯାଇଛି ।
ସୂଚନା ଅନୁସାରେ, ପୁରୀ!-->!-->!-->…
କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଶହ ଶହ କାଉଡ଼ିଆଙ୍କ ଆଗମନ
ବାଲିଗୁଡା : ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ କାଉଡ଼ିଆ ମାନେ ସେମାନଙ୍କର ମାନସିକ ପୁରଣ ପାଇଁ ଶୈବପୀଠ ମାନଙ୍କୁ ଯାଇ ପାରିନଥିବା ବେଳେ ଚଳିତ ବର୍ଷ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ପ୍ରତି ସୋମବାର ଶହ ଶହ ସଂଖ୍ୟା ରେ କାଉଡ଼ିଆ ଜାଳଲାଗି ବିଭିନ୍ନ ଶୈବ ପୀଠ ମାନଙ୍କୁ ଗସ୍ତ କରୁଥିବା!-->…
ଅଗଷ୍ଟ ୮ରେ କଟକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ
କଟକ, ୩୧/୭ : କଟକ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସନ୍ତା ଅଗଷ୍ଟ ୮ ତାରିଖରେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି । ସାରା ଦେଶ ସ୍ବାଧୀନତାର ୭୫ବର୍ଷ ପାଳନ ପାଇଁ ଆଜାଦ କି ଅମୃତ ମହୋତ୍ସବ ପାଳୁଥିବାବେଳେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠାର ୭୫ବର୍ଷ!-->…
ଜିଲ୍ଲା ପ୍ରେସ କ୍ଲବ ଓ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ବୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ଯଥା ନିମ୍ବ ଗଛ, ଜାମୁ କୋଳି ଗଛ, ପଣସ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ସୁନୀଲ!-->…
କୂଳ ଲଙ୍ଘିଲା ସମୁଦ୍ର, ଜୁଆର ମାଡ଼ି ଆସି ଧୋଇଗଲା ୬ଟି ଘର
ଗଞ୍ଜାମ: କୂଳ ଲଙ୍ଘୁଛି ସମୁଦ୍ର। ଗଞ୍ଜାମ ଜିଲ୍ଲା ପୋଡମପେଟା ଗାଁରେ ସମୁଦ୍ର କୂଳ ଲଙ୍ଘି ବ୍ୟାପକ କ୍ଷୟକ୍ଷତି। ଜୁଆର ମାଡ଼ି ଆସି ୬ଟି ଘର ଧୋଇ ନେଇଛି। ପୂର୍ବରୁ ମଧ୍ୟ ଜୁଆର ମାଡ଼ି ଆସି ଘର ଭାଙ୍ଗିବା ସହ ଡଙ୍ଗା, ମାଛ ଜାଲ ଆଦି ଭସାଇ ନେଇ ବ୍ୟାପକ କ୍ଷୟକ୍ଷତି ଘଟିଛି।
ରାମେୟାପାଟଣା ସହ!-->!-->!-->…