Sign in
Sign in
Recover your password.
A password will be e-mailed to you.
ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ
ଭୁବନେଶ୍ୱର: ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ମହିଳା ବେକରେ ରଶି ଲଗାଇ ଝୁଲିପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥା ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ!-->…
ଚିଲିକା ଗ୍ରସ୍ତରେ କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି
ଚିଲିକା: ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି । ଆଜି ଶେଷ ଦିନରେ ଦିନିକିଆ ଚିଲିକା ନିର୍ବାଚନୀ ଗ୍ରସ୍ତରେ ଯାଇଛନ୍ତି । ଆଜାଦିକି ଅମୃତ ମୋହଉତ୍ସବ "ହର ଘର ତିରଙ୍ଗା "!-->…
ଶିମିଳିପାଳରେ ବିରଳ କଳା ବାଘ
ଭୁବନେଶ୍ବର: ଶିମିଳିପାଳ ଜାତୀୟ ଉଦ୍ୟାନରେ ଗୋଟାଏ ବିରଳ କଳା ମହାବଳ ବାଘ ତା'ର ଇଲାକାରେ ଚିହ୍ନ ଦେଉଥିବାର ବିରଳ ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମ 'ଟୁଇଟର୍'ରେ ପ୍ରସାରିତ ହେଉଛି। ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ 'ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍' ଅଫିସର୍ ସୁଶାନ୍ତ ନନ୍ଦ!-->…
ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର, ଜେଲ୍ ୱାର୍ଡର ନିଲମ୍ଵିତ
ଝାରସୁଗୁଡ଼ା, ୩୧/୦୭ : ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରଧୀନ କଏଦୀ ଫେରାର। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଇନ୍ଦ୍ରଜିତ ସାହାଣୀ ଶନିବାର ଭୋରରେ ଫେରାର ମାରିଛି। ଏହି ମାମଲାରେ କାର୍ଯ୍ୟରେ ଅବହେଳା ପାଇଁ ଜେଲ ଅଧିକ୍ଷକ ଜଣେ ୱାର୍ଡର କିରଣ!-->…
ରାଉରକେଲା: ସୌରଶକ୍ତିକୁ ପ୍ରୋତ୍ସାହନ ଲାଗି ସୋଲାର ପ୍ୟାନେଲ୍ ବସାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଦିଆଯିବ ଫାଇନାନ୍ସ…
ରାଉରକେଲା,: ରାଉରକେଲା ସ୍ମାର୍ଟ ସିଟିକୁ ସୌରଶକ୍ତି ହବ୍ରେ ପରିଣତ କରିବା ଲକ୍ଷ୍ୟ ନେଇ ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସର ମିଳିତ ସହଯୋଗରେ ‘ସୋଲାରାଇଜେସନ୍ ରାଉରକେଲା’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସହରର ଜନସାଧାରଣ କିପରି ଅଧିକରୁ ଅଧିକ ସୌରଶକ୍ତିର ବ୍ୟବହାର କରିବେ,!-->!-->!-->…
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ…
ରାଉରକେଲା : ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାରଙ୍କ ଗୃହ ବିଭାଗ!-->!-->!-->…
ସ୍ୱର୍ଣ୍ଣ ପଦକ ଜିତିଲେ ଜେରେମି ଲାଲରିନୁଙ୍ଗା
ବର୍ମିଂହାମ: ୧୯ ବର୍ଷିୟ ଜେରେମି ଲାଲରିନୁଙ୍ଗା ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ସ୍ୱପ୍ନ ସାକାର କରିଛନ୍ତି। ପୁରୁଷ ୬୭ କିଲୋଗ୍ରାମ ଭାରତ୍ତୋଳନରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୩୦୦ କିଲୋଗ୍ରାମର ଭାର ଉତ୍ତୋଳନ କରି ନୂତନ ରେକର୍ଡ ସ୍ଥାପନ!-->…
ସୀମା ଟପିଲା ରାଗିଂ: ଲାଇନ୍ରେ ଠିଆ କରି ଚାପୁଡ଼ା ମାରିଲେ ସିନିୟର୍
ଭୋପାଳ: ରାଗିଂ ଏକ ଦଣ୍ଡନୀୟ ଅପରାଧ। ସ୍କୁଲ, କଲେଜ, ୟୁନିର୍ଭସିଟିରେ ରାଗିଂ ଉପରେ ଲାଗୁ ହୋଇଛି କଟକଣା। ଦୁନିଆ ଆଇନ ଏବଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ରହିଛି। ତଥାପି ଏହି ଅମାନବୀୟ ନିର୍ଯାତନା ଉପରେ ରୋକ୍ ଲାଗୁନି। ଜୁନିୟରଙ୍କୁ ସିନିୟର୍ଙ୍କ ରାଗିଂ ଏକ ଅଭ୍ୟାସ ପାଲଟି ଗଲାଣି। ବେଳେ!-->…
ଥରିଲା କାଠମାଣ୍ଡୁ, ବିହାରର ଅନେକ ଜିଲ୍ଲା ବି ପ୍ରଭାବିତ
କାଠମାଣ୍ଡୁ: ଥରିଲା ନେପାଲର କାଠମାଣ୍ଡୁ। ଆଜି ଭୋରୁ କାଠମାଣ୍ଡୁ ସମେତ ଅଧିକାଂଶ ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି।
ଭୂମିକମ୍ପର କେନ୍ଦ୍ର ନେପାଳର ରାଜଧାନୀ!-->!-->!-->…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ପୁଣି କରୋନା
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହାକୁ ମିଶାଇ ୧୦ ଦିନ ଭିତରେ ସେ ଏହି ମାହାମାରୀରେ ଦୁଇ ଥର ସଂକ୍ରମିତ ହୋଇ ସାରିଲେଣି। ଏନେଇ ହ୍ୱାଇଟ୍ ହାଉସର ଚିକିତ୍ସକ ଡକ୍ଟର କେଭିନ୍!-->…