Sign in
Sign in
Recover your password.
A password will be e-mailed to you.
ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ
କୋଲକାତା: ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ ହୋଇଯାଇଛି। ଗତ ରାତି ପ୍ରାୟ ୧୨ଟା ୫ରେ ତାଙ୍କର ହୃଦଘାତ ହୋଇଥିଲା। ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ ହେଁ ରାତି ପ୍ରାୟ ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ!-->…
୬ ରାଜ୍ୟରେ ଏନଆଇଏର ଚଢଉ; ଆଇଏସ୍ଆଇଏସ୍ର ୧୩ ସନ୍ଦିଗ୍ଧ ଠିକଣାରେ ଯାଞ୍ଚ ଜାରି, ବହୁ ଆପତ୍ତିଜନକ ଦସ୍ତାବିଜ ଜବତ
ନୂଆଦିଲ୍ଲୀ : ଦେଶର ୬ ରାଜ୍ୟର ୧୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢଉ କରିଛି ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି । ଆଇଏସଆଇଏସ ସହ ଜଡିତ ସନ୍ଦିଗ୍ଧ ଗତିବିଧିକୁ ନେଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏନଆଇଏ ଯେଉଁ ସବୁ ରାଜ୍ୟରେ ଚଢଉ କରିଛି ସେଥିରେ ମଧ୍ୟ ପ୍ରଦେଶ, ଗୁଜରାଟ, ବିହାର,!-->…
ସଞ୍ଜୟ ଅରୋରା ଦିଲ୍ଲୀର ନୂଆ ପୋଲିସ କମିଶନର, ରାକେଶ ଅସ୍ଥାନାଙ୍କ ସ୍ଥାନରେ ନେବେ ଦାୟିତ୍ୱ
ନୂଆଦିଲ୍ଲୀ: ଆଇପିଏସ ଅଫିସର ସଞ୍ଜୟ ଅରୋରା ଦିଲ୍ଲୀର ନୂଆ ପୋଲିସ କମିଶନର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୯୮୮ ବ୍ୟାଚର ଆଇପିଏସ ଅଫିସର ସଞ୍ଜୟ ଅରୋରାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସଞ୍ଜୟ ଅରୋରା ଆଇଟିବିପିର ମୁଖ୍ୟ ଥିଲେ । ନୂଆ ନିଯୁକ୍ତି ପରେ ସେ ରାକେଶ!-->…
ଭାରତକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ଦାବି କଲେ ‘ଶକ୍ତିମାନ’
ମୁମ୍ବାଇ: ପ୍ରସିଦ୍ଧ ଅଭିନେତା ମୁକେଶ ଖାନ୍ନା ମନୋରଞ୍ଜନ ଜଗତରେ ଏକ ଜଣାଶୁଣା ନାମ | ଲୋକମାନେ ତାଙ୍କୁ ‘ପିତାମହ ଭୀଷ୍ମ’ ଏବଂ ‘ଶକ୍ତିମାନ’ ବୋଲି ଜାଣନ୍ତି | ମୁକେଶ ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ତାଙ୍କ ବିବୃତ୍ତି ହେତୁ ସେ ପ୍ରାୟତ ହେଡଲାଇନରେ ଥାଆନ୍ତି । ନିକଟରେ!-->…
ପାତ୍ରା ଚଲ ମାମଲାରେ ସଞ୍ଜୟ ରାଉତଙ୍କ ବଢିଲା ଅଡୁଆ, ସାଂସଦଙ୍କୁ ହେପାଜତକୁ ନେଲା ଇଡି
ନୂଆଦିଲ୍ଲୀ : ରବିବାର ପ୍ରାୟ ୯ ଘଣ୍ଟାର ପଚରାଉପଚାର ପରେ ଶିବସେନା ସାଂସଦ ସଞ୍ଜଦ ରାଉତଙ୍କୁ ନିଜ ହେପାଜତକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶିବସେନାରୁ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ମୁମ୍ବାଇ ସ୍ଥିତ ଘରେ ସକାଳେ ପହଞ୍ଚିଥିଲା। ରାଓ୍ୱତ ୧୦୩୪!-->…
୩ କଂଗ୍ରେସ ବିଧାୟକ ସସ୍ପେଣ୍ଡ, କାର୍ରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା
ନୂଆଦିଲ୍ଲୀ: ବିଧାୟକଙ୍କ ଗାଡିରୁ ଟଙ୍କା ମିଳିବା ପରେ ଆକ୍ସନ ମୁଡ୍ରେ କଂଗ୍ରେସ। ଝାଡଖଣ୍ଡର ତିନି କଂଗ୍ରେସ ବିଧାୟକଙ୍କୁ ସସ୍ପେଣ୍ଡ କଲା ଦଳ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶ ପରେ ରାଞ୍ଚିର ଖିଜରିରୁ ବିଧାୟକ ଥିବା ରାଜେଶ କଚ୍ଛପ, କଙ୍ଗାରି ସିମଡେଗାସ୍ଥିତ କୋଲେବିରାରୁ!-->…
କ୍ୟାବିନେଟ୍ ବିସ୍ତାରର ସୂତ୍ର ବାହାର କରିବାକୁ ଏକନାଥ-ଦେବେନ୍ଦ୍ରଙ୍କ ଦିଳ୍ଲୀଗସ୍ତ
ନୂଆଦିଲ୍ଲୀ: ଦୁନିଆ ବାଦ ବିବାଦ ହୋ ହଲ୍ଲା ପରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନାର ବିଦ୍ରୋହୀ ମେଣ୍ଟରେ ସରକାର ଗଠନ ହୋଇଛି। ଏ ନାଟକୀୟ ଢ଼ଙ୍ଗରେ ଏହି ସରକାର ଗଠନର ହେବାର ଏକ ମାସ ବିତି ଗଲାଣି ତଥାପି ଏଯାଏଁ ରାଜ୍ୟରେ କ୍ୟାବିନେଟ୍ ବିସ୍ତାର ହୋଇନାହିଁ। ତେବେ କ୍ୟାବିନେଟ୍ ବିସ୍ତାର ପାଇଁ!-->…
ବିଜେପିର ଘୋଷଣା: ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଘୋଷଣା କରାଯାଇଛି । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଜି ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କୁ ଚୟନ କରାଯାଇଛି। ପ୍ରଦୀପ୍ତ ନାୟକଙ୍କ!-->…
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତ୍ତି ଜବତ
ଭୁବନେଶ୍ୱର : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ଆଟାଚ୍। କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସଂପତ୍ତି ମିଶି ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ଆକ୍ଟ!-->…
ରନ୍ଧନ ଗ୍ୟାସର କଳା ବଜାରୀ : ଯୋଗାଣ ବିଭାଗର ଚଢାଉ
ମାଲକାନଗିରି(୩୦।୭) : ବେଆଇନ ରୂପେ ରନ୍ଧନ ଗ୍ୟାସ ଗଚ୍ଛିତ ରଖି ଚୋରା କାରବାର କରାଯାଉଥିବା ଖବର ପାଇ ଯୋଗାଣ ବିଭାଗ ତରଫରୁ ଚଢ଼ଉ କରାଯାଇ ୧୫ଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଏମ୍ପିଭି-୧ ଗ୍ରାମରେ ରନ୍ଧନ ଗ୍ୟାସର କଳା ବଜାରୀ!-->!-->!-->…