ପୌର ପରିଷଦ ପକ୍ଷରୁ ଜବର ଦଖଲକାରୀ ଦୋକାନୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ

ମାଲକାନଗିରି, (୩୦।୭) : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ପୌର ପରିଷଦ ପକ୍ଷରୁ ଦୈନିକ ବଜାର ସମେତ ବିଭିନ୍ନ ସ୍ଥାନରେ ପୌରଅଧିକାରୀ ଓ କର୍ମଚାରୀଙ୍କ ମାନେ ଚଢାଉ କରି ଯେଉଁ ବ୍ୟବସାୟୀ ତଥା ଦୋକାନୀମାନେ ଫୁଟପାଥ ଓ ଡ୍ରେନ ଗୁଡିକ ଉପରେ ଅବୈଧରୂପେ କବଜା କରିବା ସହ ଦୋକାନ କରିଛନ୍ତି

୩ ବାଇକ୍ ଓ କାର୍‌କୁ ଧକ୍କା ଦେଲା ବସ୍, ବାଇକ ଚାଳକ ଗୁରୁତର, ୩ ଆହତ

ହିଞ୍ଜିଳିକାଟୁ, (୩୦/୭) : ଶନିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନଂ ଜାତୀୟ ରାଜପଥ ମାଣିକନଗର ଛକ ନିକଟରେ ଦୁର୍ଘଟଣା ଘଟି ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହିଞ୍ଜିଳିକାଟୁ ପୌରାଞ୍ଚଳର ଅତୁଲକୃଷ୍ଣ ସ୍ବାଇଁ (୫୧) ।

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ଅଟୋ ଦୁର୍ଘଟଣାଗ୍ରସ୍ତ,୧୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ

ପାତ୍ରପୁର : ଜରଡା ଥାନା ଅନ୍ତର୍ଗତ ପାତ୍ରପୁର କେଲୁଆ ମଧ୍ୟରେ ଏକ ଅଟୋ ସହ ବାଇକ୍‌ର ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଅଟୋରେ ବସିଥିବା ବାଦପୁର ଆଦର୍ଶ ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀଙ୍କ ସହିତ ବାଇକ୍ ଚାଳକ ଆହତ ହୋଇଥିବା ଜଣାପଡିଛି । ଜରଡା ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା

ଦାରିଙ୍ଗ ବାଡ଼ି ବଜାର ରାତ୍ର ଜଗୁଆଳି ଦୁର୍ଘଟଣାରେ ମୃତ

ଦାରିଙ୍ଗବାଡ଼ି,(୩୦/୭) : ଦାରିଙ୍ଗବାଡ଼ି ବଜାରର ରାତ୍ର ଜଗୁଆଳି ଡକେବାଡ଼ି ପୁରଣା ପୋଷ୍ଟ ସାହିର କର୍ଣ୍ଣବାହାଦୂର (୪୫)ଙ୍କ ମଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଦାରିଙ୍ଗବାଡ଼ି ଚାରିଛକରୁ ଘରକୁ ଫେରିବା ସମୟରେ ରେଞ୍ଜ ଅଫିସ ସମ୍ମୁଖରେ ଏକ ଆପାଚ ମଟର

ବେକରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି/ ବ୍ରାହ୍ମଣୀଗାଁ, (୩୦/୭) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତବ୍ରାହ୍ମଣିଗାଁ ଥାନା ଅଧିନସ୍ଥ ମାଣ୍ଡିପଙ୍କା ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବକ ଜଣକ ହେଲେ ମାଥିୟୁ କପାଟପାତ୍ରଙ୍କ ପୁଅ ଚିତ୍ରସେନ କପାଟ ପାତ୍ର (୨୫) । ପୋଲିସ

ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ସଭାନେତ୍ରୀ ଚୟନ ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି,(୩୦/୭) : ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ସଭାନେତ୍ରୀ ଚୟନ ବୈଠକ ଆଜି ପାଷ୍ଟର ଆସୋସିଏସନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ ମହିଳା ମାନେ ଯୋଗଦେଇ ନିଜନିଜ ପସନ୍ଦର ତିନି ଜଣ ମହିଳାଙ୍କୁ ପ୍ରସ୍ତାବ ଦେଇଥିଲେ । ସେମାନେ ହେଲେ

ଗୁଣ୍ଠବନ୍ଧ ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କୁକୁଡାଖଣ୍ଡି : ଆଜି ଶନିବାର ପ୍ରାତଃ ୮ଟା ସମୟରେ କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ବିଦ୍ୟାଳୟର ଶତ ବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l 1920 ମସିହାରେ ଗୁଣ୍ଠବନ୍ଧରେ ସ୍ଥାପିତ ପ୍ରାଥମିକ

ଶ୍ରୀ ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

ଫୁଲବାଣୀ : ସତ୍ୟସାଇ ସେବା ସଂଗଠନର ଅଖିଳ ଭାରତୀୟ ସଭାପତି ନିମିଶ ପାଣ୍ଡିଆ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ସେବା ସମିତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏହି ଅବସରରେ ତାଙ୍କ ସହିତ ସଂଗଠନର ଜାତୀୟ ଆଧ୍ୟାତ୍ମିକ ସଂଯୋଜକ ମୁରଲୀ ଯଜୁ, ଜାତୀୟ ଆଦିବାସୀ ଉନ୍ନୟନ ନିର୍ବାହକ ଡିଏସ

କନ୍ଧମାଳରେ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିକାଶ ନେଇ କନ୍ଧମାଳର ୩ ବିଧାୟକ ସାଲୁଗା ପ୍ରଧାନ, ଅଙ୍ଗଦ କହଁର ଓ ଚକ୍ରମଣି କହଁର ଆଜି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ । କନ୍ଧମାଳର ସାମୂହିକ ଉନ୍ନୟନ ଓ ସ୍ୱାସ୍ଥ୍ୟର ବିକାଶ ନେଇ ବିଧାୟକମାନେ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାର

ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁର୍ଦ୍ଦଶା କହିଲେ ନ ସରେ। ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ସେହି ଆଣ୍ଠୁଏ ପାଣି ଭିତରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଉଛନ୍ତି।ମୁଖ୍ୟ ରାଜରାସ୍ତାଠୁ ମାତ୍ର ୩୦