ପୋଲିସ ଅଫିସଙ୍କ କଲର ଧରି ଟାଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ

ପୁଣି କଂଗ୍ରେସର ବାଚଳାମି । ମଧ୍ୟପ୍ରଦେଶରୁ କଂଗ୍ରେସ ନେତାଙ୍କ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଧ୍ୟପ୍ରଦେଶର ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିକୁ କ୍ଲିନ୍ ସୁଇପ୍କୁ ବରଦାସ୍ତ କରିପାରୁନି କଂଗ୍ରେସ । ପଞ୍ଚାୟତ ନିର୍ବାଚନରେ ବୁଥ

ବାଂଲାଦେଶରେ ମିନିବସ୍ ଉପରେ ଚଢ଼ିଗଲା ଟ୍ରେନ୍‌, ୧୧ ମୃତ ,୫ ଆହତ

ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍‌

ଆରପାରିରେ ଟେଲି ଅଭିନେତା ରସିକ ଦବେ

ମୁମ୍ବାଇ: ଆରପାରିରେ ଟେଲି ଅଭିନେତା ରସିକ ଦବେ । ମୁମ୍ବାଇର ଏକ ହସ୍‌ପିଟାଲରେ ଶୁକ୍ରବାର ରାତି ୮ଟାରେ ରସିକ ଦବେଙ୍କ ଦେହାନ୍ତ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ କିଡନୀ ଫେଲ ହେତୁ ଅଭିନେତା 65 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରସିକ ଦବେ ଅନେକ ଗୁଜୁରାଟୀ ନାଟକ ସହିତ

ବ୍ୟାନ୍‌ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ

ପବଜୀ ପ୍ରେମୀଙ୍କୁ ବଡ଼ ଝଟକା । ଗୁଗୁଲ୍ ପ୍ଲେ ଏବଂ ଆପଲ୍ ଆପ୍ ଷ୍ଟୋରରୁ ବ୍ୟାନ୍‌ ହେଲା ବ୍ୟାଟେଲ୍ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ (Battlegrounds Mobile India) । ଫଳରେ ବର୍ତ୍ତମାନ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସମାନେ ନିଜ ସ୍ମାର୍ଟଫୋନରେ ଏହାକୁ ଡାଉନଲୋଡ୍ କରିପାରିବେ ନାହିଁ ।

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡର ନୂଆ ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ଶନିବାର ଦଳ କେବଳ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମ ଘୋଷଣା

‘ଟୁଇଟର୍‌’ ବିରୋଧରେ ପାଲଟା ମାମଲା ରୁଜୁ କଲେ ଏଲନ୍‌ ମସ୍କ୍‌

ୱିଲ୍‌ମିଙ୍ଗ୍‌ଟନ୍‌: ସାମାଜିକ ଗଣମାଧ୍ୟମ 'ଟୁଇଟର୍‌' ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି ଏଲନ୍‌ ମସ୍କ୍‌।'ଟୁଇଟର୍‌'କୁ ଖରିଦ କରିବା ପାଇଁ ଏଲନ୍‌ ମସ୍କ୍‌ ୪୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିଥିଲେ । ଏନେଇ

ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ନକରିବାକୁ ଘୋଷଣା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପିବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆଣିଛନ୍ତି। ସିଏମ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି ନକରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ

ନୂଆ ରୂପ ପାଇବ ଧଉଳି ସ୍ତୁପ, ବିକାଶ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ

ଭୁବନେଶ୍ୱର ୩୦।୦୭: ନୂଆ ରୂପ ପାଇବ ଧଉଳି ସ୍ତୁପ। ଧଉଳିର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଖୁବ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଗୃହରେ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର । ସେ ଆହୁରୀ ମଧ୍ୟ

ଅଭିନେତ୍ରୀ ବର୍ଷାଙ୍କୁ ଦିଲ୍ଲୀ ପୋଲିସର ସମନ୍‌ ପରେ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ ପୁଲିସ ଓ କଟକ…

କଟକ ୩୦/୦୭: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ଜଣେ ସହଯୋଗୀଙ୍କୁ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଦିଲ୍ଲୀର ନର୍ଥ ଏଭିନିୟୁ ଥାନାରେ ରୁଜୁ ହୋଇଥିବା ମାମଲାରେ ଶୁକ୍ରବାର ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍‌ ଜାରି ହୋଇଛି । ସେହି ଥାନାର ଦୁଇ ଜଣ କର୍ମଚାରୀ କଟକ ଆସି ପୁରୀଘାଟ

ଓଡ଼ିଶାରେ ଆଉ ୯୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୬ ଜଣ ଶିଶୁ ସଂକ୍ରମିତ ଚିହ୍ନଟ