Sign in
Sign in
Recover your password.
A password will be e-mailed to you.
କଳିଙ୍ଗ ହସ୍ପିଟାଲରେ ଖୋଲିବ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ କେନ୍ଦ୍ର
ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲରେ ମିଳିବ ବିଶ୍ୱସ୍ତରୀୟ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କର୍କଟ ୟୁନିଟ ଖୋଲିବାକୁ ଯାଉଛି। ଯେଉଁଠାରେ ସମସ୍ତ ପ୍ରକାର କର୍କଟ ରୋଗର ନିଦାନ ଓ ଚିକିତ୍ସା ଉପଲବ୍ଧ ହୋଇପାରିବ ବୋଲି ନୂତନ ପରିଚାଳନା ଦାୟିତ୍ୱ ନେଇଥିବା!-->…
ଆଜି ବାବୁସାନଙ୍କ ଜନ୍ମଦିନ, ପରିବାର ସହ କରିବେ ସେଲିବ୍ରେଟ୍
ଆଜି ବାବୁସାନଙ୍କ ଜନ୍ମଦିନ । ପରିବାର ସହ ବର୍ଥ ଡେ ସେଲିବ୍ରେଟ୍ କରିବେ ବାବୁସାନ । ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବେ । ଗତକାଲି ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ଏଭଳି ପ୍ରତିକ୍ରିୟା ରଖିଥିଲେ ବାବୁସାନ ମହାନ୍ତି । ସେ କହିଥିଲେ, ସ୍ତ୍ରୀ ଓ ପୁଅ ନ ଆସିଲେ ତାଙ୍କ ଘରକୁ ଯାଇ ଜନ୍ମଦିନ!-->…
୩୭୭ ବିଶେଷଜ୍ଞ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ବର : ରାଜ୍ୟ ସରକାର ୩୭୭ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ମେଡିକାଲ ଏବଂ ମେଡିକାଲ କଲେଜରେ ଏହି ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି। ବିଶେଷକରି ମେଡିକାଲ କଲେଜ ସମେତ ଉପାନ୍ତ ଏବଂ ଆଦିବାସୀ ବହୁଳ ଜିଲ୍ଲାକୁ ନିଯୁକ୍ତି!-->…
ସସ୍ମିତ୍ ରାଜ୍ୟସଭା ବିଜେଡି ନେତା ଓ ସୁଲତା ମୁଖ୍ୟ ସଚେତକ ଦାୟିତ୍ବ
ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ନେତା ହେଲେ ସାଂସଦ ଡ. ସସ୍ମିତ ପାତ୍ର । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି ।
!-->!-->!-->…
କୁକୁଡାଖଣ୍ଡି ତସିଲ ଅଞ୍ଚଳରେ ଥିବା ଗୋଚର ଓ ସରକାରୀ ଜମି ମାଫିଆଙ୍କ କବ୍ଜାରେ..! : ଅଭିଯୋଗ ପରେ ବି ପ୍ରଶାସନ…
ଆର ଆଇ ହେଉଛନ୍ତି ତସିଲଦାରଙ୍କ ଗେଲ୍ହା ପୁଅ..!
ନାଲି ବାନା ପୋତି ଦେଇ ଲୋକଙ୍କୁ ଜଳକା...
ବ୍ରହ୍ମପୁର : ଶାଗ ମାଛ ଦର ରେ ବିକ୍ରି ହେଉଛି ସରକାରୀ ଜମି l ଏହାର ମୁଖ୍ୟ ଦଲାଲ ସାଜିଛନ୍ତି ତହସିଲ କାର୍ଯ୍ୟାଳୟ ର ଆରଆଇ ଏବଂ ସରକାରୀ ବାବୁ ମାନେ l ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର!-->!-->!-->!-->!-->…
ନୂତନ ଗାଁ ସାଥି ଚୟନ ପ୍ରକ୍ରିୟାକୁ ବନ୍ଦ ପାଇଁ ଦାବି
ଦାରିଙ୍ଗବାଡ଼ି (୨୯/୭) : ଦାରିଙ୍ଗବାଡ଼ି ବ୍ଲକ ଗାଁ ସାଥି (ମେଟ୍) ଉତ୍କଳ ସଂଘ ତରଫରୁ ନୂତନ ଭାବେ ଚୟନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବିି ହୋଇଛି । ଏନେଇ ମେଟ୍ର ବହୁ ସଦସ୍ୟମାନେ ଏକତ୍ରିତ ହୋଇ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କ ଉଦ୍ଦେଶ୍ୟରେ ବ୍ଲକ ମୁଖ୍ୟ କିରାଣି ଓ ଏପିଓ!-->…
ପ୍ରବଳ ବର୍ଷାରେ ଭାଙ୍ଗିଲା ଗମ୍ପାକୋଣ୍ଡା ମୁଖ୍ୟ କେନାଲ, ହଜାର ହଜାର ଏକର ଜମି ଜଳମଗ୍ନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁ ଭାଙ୍ଗିଲା ଗମ୍ପାକୋଣ୍ଡା ମୁଖ୍ୟ କେନାଲ । ଗମ୍ପାକୋଣ୍ଡା ର ଏମପିଭି ୭୫ ଗାଁ ରେ ଚାଷଜମି ଜଳମଗ୍ନ । ଚାଷ ଜମିରେ କେନାଲ ପାଣି ପଶିବାରୁ ଜମିରେ ଘାଇ ସୃଷ୍ଟି ହେବା ଚାଷୀ ଙ୍କ ମନରେ ଭାଲେଣି ପଡିଛି । ଜମିଗୁଡିକ ରେ ପ୍ରାୟ ୫ରୁ ୭!-->…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍ସର ସେଣ୍ଟର ଉଦ୍ଘାଟିତ
ଫୁଲବାଣୀ: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍ସ ସୁପର ସ୍ପେଶିଆଲିଟି ଓ କିମ୍ସ କ୍ୟାନ୍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, କିଟ୍,!-->…
ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡ଼ି,(୨୯/୭) : ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ବ୍ଲକ ସଭାଗୃହ ଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା କ୍ରମେ ଏକ ପ୍ରସ୍ତୁତି ଵେଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ୱାଧୀନତା ଦିବସ କିଭଳି ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ପାଇଁ!-->…
ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଟି.ଏଲ୍.ଏମ୍. କିଟ୍ ବଣ୍ଟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଗତକାଲି ଠାରୁ ଟି.ଏଲ୍.ଏମ୍. କିଟ୍ ବଣ୍ଟନ ଆରମ୍ଭ ହୋଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ବର ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍ଘାଟନ!-->…