Sign in
Sign in
Recover your password.
A password will be e-mailed to you.
ବାବୁସାନ୍-ତୃପ୍ତି ବିବାଦର ସମାଧାନ ଲାଗି ଉଦ୍ୟମ ଜାରି
ଭୁବନେଶ୍ବର : ଅଭିନେତା ବାବୁସାନଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ଖୁବ୍ ଶୀଘ୍ର ଥମିଯିବ ବୋଲି ମନେହେଉଛି। ବାବୁସାନ୍ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ଭିତରେ ଉପୁଜିଥିବା ମନୋମାଳିନ୍ୟ ଦୂର ହେବ ବୋଲି ଆଶା କରାଯାଉଛି। ବାବୁସାନଙ୍କ ମାମୁ କୁହାଯାଉଥିବା ତଥା ତାଙ୍କ ପରିବାରର!-->…
ଝାଡ଼ାବାନ୍ତିରେ ୧୩ ଜଣଙ୍କ ଜୀବନ ଯାଇଛି, ୬ଟି ଜିଲ୍ଲାରେ ୩୮୨ ଜଣ ଆକ୍ରାନ୍ତ; ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର ୨୯।୭: ଜଟୀଳ ହେଉଛି କାଶୀପୁରରେ ଝାଡ଼ାବାନ୍ତି ସମସ୍ୟା। ବର୍ତ୍ତମାନ ଯାଏ ଝାଡ଼ାବାନ୍ତିରେ ୧୩ ଜଣଙ୍କର ଜୀବନ ଯାଇଛି। ଏହାରିଭିତରେ ଝାଡ଼ାବାନ୍ତି ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବର୍ତ୍ତମାନ!-->…
ପୁଲିସକୁ ଆକ୍ରମଣ ଘଟଣାରେ ୭ ମହିଳା ଗିରଫ
ଯାଜପୁର,୨୯/୦୭: ପୁଲିସ ଆକ୍ରମଣ ଘଟଣାରେ ୭ ମହିଳା ଗିରଫ। ଯାଜପୁର ସଦର ଥାନା ବ୍ରାହ୍ମଣୀ ବାଛପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଏକ ଚୋରା ଗାଡି ବୋଲେରୋ ଯାଞ୍ଚ ପାଇଁ ବୈରୀ ଥାନା ଓ ବରୀ ଥାନା ପକ୍ଷରୁ ମିଳିତ ଚଢ଼ାଉ ପାଇଁ ଯାଇଥିବା ବେଳେ ପୁଲିସ ଉପରକୁ ଏହି ଆକ୍ରମଣ ହୋଇଥିଲା।
!-->!-->!-->…
୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବ୍ ଇନ୍ସପେକ୍ଟର
ନୟାଗଡ଼: ଗିରଫ ହେଲେ ଖୋଦ୍ ପୋଲିସ୍ ବାବୁ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ସବ୍ ଇନ୍ସପେକ୍ଟର ।
ସୂଚନା ଅନୂଯାୟୀ, ଶୁକ୍ରବାର ନୟାଗଡ଼ ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବ୍ ଇନ୍ସପେକ୍ଟର ପ୍ରଫୁଲ୍ଲ ଦେଓ ଜଣେ ଅଭିଯୋଗକାରୀଙ୍କଠାରୁ ସଂପୃକ୍ତ ଏକ!-->!-->!-->…
କ୍ୟାପିଟାଲ ହସପିଟାଲରେ ଭୁଲ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁଲ ଇଞ୍ଜେକସନ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ଜଣକ ହେଉଛନ୍ତି 51 ବର୍ଷୀୟ ଧଉଳି କୁମାରଡିହ ଗାଁର ସୁଶାସନ ସାହୁ ।
ମୃତକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର!-->!-->!-->…
ଘରୋଇ ବ୍ୟାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ, କ୍ଷୋଭ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଅଧିକାଂଶ ଘରୋଇ ବ୍ୟାଙ୍କଗୁଡ଼ିକର ରାଜ୍ୟ ବିକାଶରେ ଅବଦାନ ଅତ୍ୟନ୍ତ ନଗଣ୍ୟ। ଘରୋଇ ବ୍ୟାଙ୍କଗୁଡ଼ିକର ଜମା ଓ ଋଣ ଅନୁପାତ ଅତ୍ୟନ୍ତ ନୈରାଶ୍ୟଜନକ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ହାର ନିରୁତ୍ସାହଜନକ। ଯୁବଗୋଷ୍ଠୀକୁ!-->…
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ
ବରଗଡ଼: ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ବରିଷ୍ଠ କିରାଣୀଙ୍କୁ କାବୁ କରିଥିଲେ । ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ବରିଷ୍ଠ କିରାଣୀ ବଳରାମ କଳାରି ।
!-->!-->…
ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ: ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ କରିଥିଲେ ଦୁର୍ବ୍ୟବହାର
ସାଂସଦ, ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଏକ ନୂଆ ମୋଡ଼। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ଏକ ସମନ ଆସିଥିବା ଜଣାପଡିଛି। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର!-->…
କଟକ-ଭୁବନେଶ୍ବର ଟ୍ରାଫିକ ଡିସିପିଙ୍କ ନା’ ରେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି ସାଇବର…
ଭୁବନେଶ୍ୱର,୨୯/୦୭: ରାଜ୍ୟରେ ବଢ଼ି ଚାଲିଛି ସାଇବବର ଅପରାଧ। କାହା ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ତ ଆଉ କେଉଁଠି ସୋସିଆଲ ମାଡିଆର ସାହାରା ନେଇ ନୀରିହ ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି ଏହି ଅପରାଧୀମାନେ। ଏଥିପାଇଁ ପୁଲିସ ବିଭାଗ ଯେତେ ସଜାଗ ହେଉଥିଲେ ମଧ୍ୟ ସାଇବର ଅପରାଧୀ!-->…
ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ
ଚଣ୍ଡିଖୋଲ ୨୯।୭: ଓଡିଶାରେ କର୍ଣ୍ଣାଟକ ପୋଲିସ । ଚୋରି ଅଭିଯୋଗରେ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ ।
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକର ବେଙ୍ଗାଲୁରୁ ସିଟିର ସଦାଶିବ ନଗର ପୋଲିସ ଅଚାନକ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଦେକୁଡି ଗ୍ରାମରେ । ବାଲିଚନ୍ଦ୍ରପୁର ପୋଲିସ!-->!-->!-->…