ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯,୧୩୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଭଦ୍ରକର ଜଣେ ୪୧ ବର୍ଷୀୟ

ଆସନ୍ତା ଅଗଷ୍ଟ ୫ରେ ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୫ରେ ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ବିଶେଷ ସୂତ୍ରରୁ ଖବର ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ଆଜାଦି କା ଅମୃତ ମହୋତ୍ସବ'ର ଜାତୀୟ କମିଟି ବୈଠକ ଓ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ଯୋଗଦେବାର

ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ୍

ଭୁବନେଶ୍ୱର: ପ୍ରକୃତି ଓ ବାବୁସାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବାଦ ଥମିବାର ନାଁ ନେଉନି। ଦିନକୁ ଦିନ ଏହି ଘଟଣା ନୂଆମୋଡ଼ ନେବାରେ ଲାଗିଛି । ଏହାମଧ୍ୟରେ ଭାଇରାଲ୍ ହେଉଛି ବାବୁସାନ ଓ ପ୍ରକୃତିଙ୍କ ଅଡ଼ିଓ ବାର୍ତ୍ତାଳାପ। ଯାହାକୁ ନେଇ ଏହି ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ଯାହା

ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

କଟକ: ମଙ୍କିପକ୍ସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର। କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ; ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କଲେ ନବୀନ

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବ୍ୟାଙ୍କ ସେବା ପଛରେ ପଡ଼ିଛି । ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ଆବଶ୍ୟକ । ସେହିପରି ରାଜ୍ୟର ପ୍ରାୟ ୬ ହଜାର ଗାଁ ଏବେ ବି ମୋବାଇଲ୍‌ ସେବାରୁ ବଂଚିତ ହୋଇ ରହିଛନ୍ତି । ଏହି ଦୁଇ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାକୁ ନୀତି ଆୟୋଗ

୫-ଟି ରୂପାନ୍ତରଣରେ କଟକର ଆଉ ୨୦ଟି ସ୍କୁଲ୍‌

କଟକ: ସହରର ଆଉ ୨୦ଟି ସ୍କୁଲକୁ ୫-ଟି ରୂପାନ୍ତରଣର ତୃତୀୟ ପର୍ଯ୍ୟାୟରେ ସ୍ଥାନ ମଳିଛି। ଏହା ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପୌର ନିଗମର ୨୨ଟି ସ୍କୁଲକୁ ରୂପାନ୍ତରଣ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ୨୦ଟି ସ୍କୁଲକୁ ମନୋନିତ କରାଯାଇଥିବା ବେଳେ ଆଜି ୮ଟି ସ୍କୁଲକୁ ନିଗମର

କ୍ରୀଡ଼ାରେ ଏକଜୁଟ ହେବାର ଅନ୍ତର୍ନିହିତ ଶକ୍ତି ଅଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ

ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍‌ରୁ ‘ସେକ୍ସ୍‌ ଟୟ’ ଓ ରୁପା କଂସା ଉଦ୍ଧାର କଲା ପ୍ରବର୍ତ୍ତନ ନିର୍ଦେଶାଳୟ

କୋଲ୍‌କାତା: ନଗଦ ଅର୍ଥ ବ୍ୟତିରେକେ, ନିଲମ୍ବିତ ତୃଣମୂଳ କଂଗ୍ରେସ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିବିଡ଼ ସହଯୋଗିନୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନ‌େ କେତେଗୁଡ଼ାଏ ‘ସେକ୍ସ୍‌ ଟୟ’ ପାଇଛନ୍ତି।ପ୍ରବର୍ତ୍ତନ ନିର୍ଦେଶାଳୟସୂତ୍ରରୁ

ସାବଧାନ ରୁହନ୍ତୁ ! କିଛି ଲୋକ ପିଛା କରୁଛନ୍ତି; ଏଭଳି ଲେଖାଥିବା ଚିଠି ପାଇ ଚିନ୍ତାରେ ନବନୀତ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମହାରାଷ୍ଟ୍ର ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା। ଔଷଧ ଦୋକାନୀ ଉମେଶ କୋଲହେଙ୍କ ହତ୍ୟା ମାମଲା ଏବଂ ହିନ୍ଦୁଙ୍କ ସ୍ୱାର୍ଥରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କୁ ନିରନ୍ତର ହତ୍ୟା ଧମକ ମିଳୁଥିବା ସାମ୍ନାକୁ ଆସିଛି। ଏମଧ୍ୟରେ ନବନୀତଙ୍କୁ ଏକ ଅଜ୍ଞାତ ଚିଠି

ଯାହାଙ୍କୁ ଖୋଜିବାକୁ ନୌସେନାର ଖର୍ଚ୍ଚ ହେଲା ୧ କୋଟି, ସେ ମିଳିଲେ ବୟଫ୍ରେଣ୍ଡ୍ ସହ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି । ଜଣେ ନିଖୋଜ ଯୁବତୀଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି ।ମିଳିଥିବା ସୂଚନା ଅନୁସାରେ ୨୩ ବର୍ଷ ବୟସ୍କା ଉକ୍ତ ବିବାହିତା ଯୁବତୀ ଗତ