ବ୍ରହ୍ମପୁର ପୋଲିସ କୁ ମିଳିଛି ସଫଳତା : ଚୋରୀ ଘଟଣାର ପର୍ଦାଫାସ୍, ୪ ଗିରଫ…

ବ୍ରହ୍ମପୁର : ସ୍ଥାନୀୟ ଅନ୍ଧପସରା ରୋଡ ସ୍ଥିତ ମୟୁରୀ ବିହାରରେ ଥିବା ଏକ ତାଲା ବନ୍ଦ ଘରୁ ଚୋରି ହୋଇଥିବା ଘଟଣାର ପର୍ଦାଫାସ୍ ହୋଇଛି । ଏହି ଘଟଣାରେ ଆଜି ଗୋଷାଣୀନୂଆଗାଁ ପୁଲିସ ୪ ଜଣକୁ ଗିରଫ କରିଛି । ଏଥିରୁ ଦୁଇ ନାବାଳକଙ୍କୁ ଜୁଭେନାଏଲ୍ ବୋର୍ଡରେ ହାଜର କରିଥିବା ବେଳେ ଅନ୍ୟ ଦୁଇ

ସରକାରଙ୍କ ନାକତଳେ ଓସେପାରେ 5-T କୁ ଉପହାସ : ପାଠାଗାର ବହିକିଣାରେ ହାତଗଣତି ପ୍ରକାଶକ ମାଲାମାଲ

.....ଏହି ପୁସ୍ତକ ଚୟନ ପାଇଁ ଓସେପା କର୍ତ୍ତୃପକ୍ଷ କୌଣସି ଆଇନ୍‌ସମ୍ମତ ପ୍ରକିୟା କରିନାହାଁନ୍ତି ବରଂ ଆଗରୁ ବହୁ ଦୁର୍ନିତୀରେ ସଂପୃକ୍ତ ଥିବା ଏବଂ ଅତୀତରେ ଭାଷା ପ୍ରତିଷ୍ଠାନ ପୁସ୍ତକ କିଣାରେ ଅଦାଲତ ଦ୍ୱାରା ଭର୍ତ୍ସିତ ହୋଇ ତଡ଼ା ଖାଇଥିବା ଜଣେ ବ୍ୟକ୍ତିଙ୍କୁ ପୁସ୍ତକ ମନୋନୟନରେ ରଖି ନିଜ

ଜିଲ୍ଲାସ୍ତରୀୟ ବିଶ୍ବ ହେପାଟାଇଟ୍ସ ଦିବସ ପାଳିତ

ଫୁଲବାଣୀ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଫୁଲବାଣୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସ୍ଵାତୀ”ଙ୍କ ମିଳିତ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ “ବିଶ୍ବ ହେପାଟାଇଟ୍ସ ଦିବସ-୨୦୨୨” ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ

ସରକାରୀ ଶିଶୁ ମଙ୍ଗଳ ସମ୍ପତ୍ତିର ଅପବ୍ୟବହାର

ଉମରକୋଟ : ପରଚିପାଡ଼ା ଡିଏନକେ ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟଜଳ ସଙ୍କଟ ଦେଖା ଦେବାରୁ ଅଙ୍ଗନବାଡ଼ି ଦିଦି ଶ୍ରୀମତି ଶେଫାଳି ବାଛାର ବାରମ୍ବାର ଆଇସିଡିଏସ ମାଡାମଙ୍କୁ ଅଭିଯୋଗ କରିବା ପରେ ଅଙ୍ଗନବାଡ଼ି ପାଖରେ ଥିବା ଏକ ସରକାରୀ ଅକାମି ନଳଭିତରେ ପାଣି ପମ୍ପ ମଟର ଲଗାଇ ଇଲେକ୍ଟ୍ରିସିଟି

ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ତା୨୮।୭ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ କଚୁଂରୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗୁରୁବାର ଦିନ” ପିଲାଟିଏ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଞ୍ଚୁରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଏ ଗୌରି ଆଚାରୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ

ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ଏଥିପାଇଁ ଆଜି IPICOL ଓ FICCI ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଡିସେମ୍ବର ୪ ତାରିଖ ପର୍ଯ୍ଯନ୍ତ ଚାଲିବ । ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ ।

ହାତୀ ଦେହରେ ବାଜିଛି ୫ ଟି ଗୁଳି, ଚିକିତ୍ସା ଆରମ୍ଭ

ନରସିଂହପୁର: ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ । ବଡ଼ମ୍ବା ପଶ୍ଚିମ ରେଞ୍ଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ଖୋଜ୍ ମିଳଛି । ହାତୀ ଦେହରେ ୫ ଟି ଗୁଳି ବାଜିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି । ତେବେ ଗୁଳିବିଦ୍ଧ ହାତୀର ତୁରନ୍ତ ଚିକିତ୍ସା ଆରମ୍ଭ ହୋଇଛି ।

ଓଡ଼ିଶାରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ

ଘୋଷଣା ହେଲା ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମ୍‌ ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମ୍‌ ପରୀକ୍ଷା ପାଇଁ ଘୋଷଣା ହେଲା ତିରଖ । ଅକ୍ଟୋବର ୧୬ ତାରିଖରେ ପରୀକ୍ଷା ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି । ୨୦୨୧ ବର୍ଷ ପାଇଁ ପ୍ରକାଶ ପାଇଥିବା ବିଜ୍ଞାପନର ପରୀକ୍ଷା ହେବ । ଅକ୍ଟୋବର ୧୬ ରବିବାର ଦିନ ଏହି

ସଡ଼କ ଦୁର୍ଘଟଣାରେ ୫ ବର୍ଷ ମଧ୍ୟରେ ୪୯୪୭ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠୁ ନା କେଉଁଠୁ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଆଉ ଏସବୁ ଭିତରେ ସଡକ ଦୁର୍ଘଟଣାରେ କେତେ ବ୍ୟକ୍ତିଙ୍କର ଜୀବନ ଯାଇଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ।