Sign in
Sign in
Recover your password.
A password will be e-mailed to you.
ଅରବିନ୍ଦ କେଜ୍ରିୱାଲ୍ଙ୍କ ସିଙ୍ଗାପୁର ଗସ୍ତ ବାତିଲ; କେନ୍ଦ୍ର ସରକାରଙ୍କୁ ଦାୟୀ କଲା ‘ଆପ୍’
ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତ ନିମନ୍ତେ ‘କ୍ଲିୟରାନ୍ସ୍’ ନ ମିଳିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ୍ ଗସ୍ତ ବାତିଲ କରିଛନ୍ତି। ଏହି କଥାରେ କିଛି ଦିନ ଧରି କେଜ୍ରିୱାଲ୍ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା।ଏଥି ନିମନ୍ତେ କେନ୍ଦ୍ରକୁ ଦାୟୀ କରି!-->…
ଅଶାନ୍ତ ହେଉଛି କର୍ଣ୍ଣାଟକ : ପ୍ରବୀଣଙ୍କ ପରେ ଫୈଜଲଙ୍କୁ ନିର୍ମମ ଭାବେ ହତ୍ୟା, ୧୪୪ ଧାରା ଲାଗୁ
ମେଙ୍ଗାଲୁରୁ: କର୍ଣ୍ଣାଟକାର ମେଙ୍ଗାଲୁରୁରେ ପୁଣି ଜଣେ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ମେଙ୍ଗାଲୁର ଉପକଣ୍ଠ ସୁରାତକଲ ଠାରେ ଥିବା ଗୋଟିଏ ଟେକ୍ସଟାଇଲ ଦୋକାନ ବାହାରେ ମହମ୍ମଦ ଫୈଜଲ ନାମକ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହାକୁ!-->…
କର୍ଣ୍ଣାଟକରେ ଲାଗୁ ହେବ ଯୋଗୀ ଆଦିତ୍ୟନାଥଙ୍କ ମଡେଲ
ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଚାପରେ ଅଛନ୍ତି କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। କର୍ଣ୍ଣାଟକାରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନାହାନ୍ତି। ଏଥିପାଇଁ ଦଳ ଭିତରୁ ତାଙ୍କ ବିରୋଧରେ ସ୍ୱର!-->…
ମାଲିକଙ୍କୁ ଧୋକା: ୧୦ କୋଟି ଟଙ୍କା ଚୋରି କରି ନେଇଥିବା ଚାକରକୁ ଧରିଲା ପୁଲିସ୍
ନୂଆଦିଲ୍ଲୀ: ମାଲିକଙ୍କ ବିଶ୍ୱାସରେ ବିଷ ଦେଇଛି ଚାକର। ଦୀର୍ଘ ୫ ବର୍ଷ ହେଲା ଯାହାଙ୍କ ଘରେ କାମ କରୁଥିଲା, ତାଙ୍କୁ ୧୦ କୋଟି ଟଙ୍କାର ଚୁନ ଲଗାଇ ଫେରାର ହୋଇ ଯାଇଥିଲା ଜଣେ ଯୁବକ। ହେଲେ ପୁଲିସ୍ ତା’କୁ ଗିରଫ କରିଛି। ଏଥିସହ ତା’ର ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ପୁଲିସ ବାନ୍ଧିଛି। ଦିଲ୍ଲୀର!-->…
ସ୍ମୃତି ଇରାନୀଙ୍କ ମାନହାନୀ ମାମଲା: କଂଗ୍ରେସ ନେତାମାନଙ୍କୁ ହାଇକୋର୍ଟଙ୍କ ସମନ, ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଗୋଆ ବାର ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରିଥିବା ମାନହାନୀ କେସ୍ରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବାର ବିବାଦକୁ କେନ୍ଦ୍ର କରି କଂଗ୍ରେସର କିଛି ନେତା ସ୍ମୃତି ଇରାନୀଙ୍କ ଝିଅଙ୍କୁ ଟାର୍ଗେଟ କରିଥିଲେ। ଏହା ବିରୋଧରେ ସ୍ମୃତି ଇରାନୀ କୋର୍ଟରେ!-->…
ଅର୍ପିତା ମୁଖାର୍ଜୀଙ୍କ ଟଙ୍କା ଭର୍ତ୍ତି ୪ ଦାମୀ କାର୍ ଗାଏବ, ଖୋଜୁଛି ଇଡି
ନୂଆଦିଲ୍ଲୀ: ବେଙ୍ଗଲ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇଥିବା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କର ଦୁଇଟି ଘରୁ ନଗଦର ୫୦ କୋଟି ଟଙ୍କା ମିଳିଥିବା ବେଳେ!-->…
ମଶାରୀ ଭିତରେ ବିକ୍ଷୋଭ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ଆନ୍ଦୋଳନ ଜାରି
ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ଜିଏସ୍ଟି ଉପରେ ଆଲୋଚନା କରିବାକୁ ଦାବି କରି ସଂସଦରୁ ନିଲମ୍ବିତ ହୋଇଥିବା ବିରୋଧୀ ଦଳର ଏକାଧିକ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରହିଛି। ବୁଧବାର ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ନିଲମ୍ବିତ ସାଂସଦମାନେ ସାମିଲ ହୋଇ ସରକାରଙ୍କ ଉପରେ ଚାପ!-->…
ଜିଲ୍ଲା ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଅଚାନକ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ
ମାଲକାନଗିରି (୨୯ / ୭) : ସଦର ମହକୁମାରେ ରହିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁଙ୍କ ନିମନ୍ତେ ସର୍ବନିମ୍ନ ସୁବିଧା ଗୁଡ଼ିକ ମିଳୁଛି କି ନାହିଁ ଅନୁଧ୍ୟାନ କରିବାକୁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଓ ସଦସ୍ୟ ସୁଧାକର ପାଳ ଅଚାନକ ଗସ୍ତ କରି ଅନୁଧ୍ୟାନ କରିଥିଲେ ।!-->…
ଧର୍ମପରାୟଣା ମହିଳାଙ୍କ ପରଲୋକ
ହିଞ୍ଜିଳିକାଟୁ ୨୯।୭ : ହିଞ୍ଜିଳିକାଟୁ ଥାନାତୋଟା ସାହି ୫ମ ଲାଇନ ବାସିନ୍ଦା ପ୍ରମୋଦ କୁମାର ଗନ୍ତାୟତ ଙ୍କ ଧର୍ମ ପତ୍ନୀ ସୈଳବାଳା ଗନ୍ତାୟତ ଙ୍କ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନା ରେସୋମବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଶ୍ରୀମତୀ ଗନ୍ତାୟତ ଙ୍କ ମୃତ!-->…
ଗଛମୂଳେ ଓ ରାସ୍ତା ଉପରେ ଚାଲିଛି ପାଠପଢା
ରାଉରକେଲା /ନୂଆଗାଁ (ବସନ୍ତ କୁମାର ଜେନା ) : ରାଜ୍ୟ ସରକାର ଶିକ୍ଷା କୁ ଅଧିକ ଗୁରୁତ୍ଵ ଦେଉଛନ୍ତି, ସମସ୍ତେ ପଢନ୍ତୁ,ସମସ୍ତେ ବଢନ୍ତୁ ଏହି ନାରା ଦେଉଥିବାବେଳେ ତାହାର ଏକ ବିକଳ ଚିତ୍ର ଦେଖିବାକୁ ମିଳୁଛି ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ କରଡେଗା ଗ୍ରାମ ପଂଚାୟତର ବୋନକୋବା!-->…