Sign in
Sign in
Recover your password.
A password will be e-mailed to you.
ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ ନାମରେ ସଂଶୋଧନ ପ୍ରତ୍ୟାହାର ଦାବିରେ ପ୍ରତିବାଦ ବିକ୍ଷୋଭ
ଭୁବନେଶ୍ବର: ଗତ ୨୮ ଜୁନ ୨୦୨୨ ଦିନ କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ ର ପରିବର୍ତ୍ତନ କରିବା ପାଇଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨ ଆଦିବାସୀ ଓ ପରିବେଶ ବିରୋଧୀ ବୋଲି!-->…
ଚିଲିକାରେ ଚାଲିଲା ଭସାପୋଲ, ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଦରିଆରେ ଅଟକି ଯାଇଥିଲା
ବ୍ରହ୍ମଗିରି : ଯାନ୍ତ୍ରିକ ତୃଟି କାରଣରୁ ଚିଲିକା ମଝିରେ ଅଟକିଥିବା ଯାତ୍ରିବାହୀ ଭସାପୋଲ ପୁଣି ଚାଲିଲା । ଭସାପୋଲରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ୫ଟି ଚାରି ଚକିଆ ଯାନ ଓ ୨୦ ରୁ ଅଧିକ ବାଇକ ମଧ୍ୟ ଥିଲା । ସାତପଡ଼ା ଠାରୁ ଦିନ ୨ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ!-->…
କାଲିଠୁ ରାଜଧାନୀରେ ଗଡ଼ିବ ଇ-ବସ ଓ ଇ-ରିକ୍ସା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ୱରରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ବସ୍ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ଟି ଇ-ରିକ୍ସା ଚାଲିବ ବୋଲି!-->…
ମାଛର ଦାମ ୩ ଲକ୍ଷ: ରାତାରାତି ମାଛ ଧରାଳି ମାଲାମାଲ
ଭଦ୍ରକ: କୁହାଯାଏ ଭାଗ୍ୟ ଯେତେବେଳେ ସାଥ୍ ଦିଏ, ମାଟି ପିଣ୍ଡୁଳା ବି ସୁନା ପାଲଟିଯାଏ । ନହେଲେ ସୁନା ବି ପିତଳ ହୋଇଯାଏ । ତେବେ ଏମିତି ଏକ ଭାଗ୍ୟ ପାଇଛନ୍ତି ଜଣେ ମାଛ ଧରାଳୀ । ୩ ଲକ୍ଷରୁ ଅଧିକ ଟଙ୍କାରେ ସେ ମାଛ ବିକ୍ରି କରିଛନ୍ତି । ଆଶ୍ଚର୍ଯ୍ୟକର ହେଲେ ବି ଘଟଣାଟି ଏକଦମ ସତ । ଏହି!-->…
ଅତିରିକ୍ତ ଆଇଆଇସି ନିଲମ୍ବିତ, ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ
ଉମରକୋଟ: ଅତିରିକ୍ତ ଆଇଆଇସି ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅତିରିକ୍ତ ଅଧିକାରୀ ଲିମରାଜ ପ୍ରଧାନଙ୍କୁ ନିଲମ୍ବିତ କଲେ ଡିଜିପି । ଗତ ଜୁଲାଇ ୧୦ ତାରିଖ ଦିନ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
ଖବର ଅନୁଯାୟୀ, ନଳିନୀକାନ୍ତ ନାୟକଙ୍କ!-->!-->!-->…
ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା, ଟ୍ରେନ୍ ଟ୍ରାକ୍ରୁ ମା’ ଛୁଆଙ୍କ ଉଦ୍ଧାର କଲେ ଆରପିଏଫ୍ ଅଧିକାରୀ
କଟକ: ଭଲ ପାଇ ବାହା ହୋଇଥିଲେ । ହେଲେ ସ୍ୱାମୀଙ୍କ ସହ ମନୋମାଳିନ୍ୟ ହେବାରୁ ଆତ୍ମହତ୍ୟା ପାଇଁ ଘରୁ ଗୋଡ଼ କାଢ଼ିଥିଲେ ପତ୍ନୀ । ଦମ୍ପତିଙ୍କ କଳିରେ ନବଜାତକର ଭବିଷ୍ୟତ ବି ବାଜି ଲାଗିଥିଲା ରେଳ ଧାରଣାରେ । ନବଜାତକ ପୁତ୍ର ସନ୍ତାନକୁ ଧରି ଓଏମ୍ପି ଓଭରବ୍ରିଜ୍ ତଳ ରେଳଧାରଣାରେ ଆତ୍ମହତ୍ୟା!-->…
ସାଡ୍ରାପ୍ଲିୟୁ ସଂରକ୍ଷିତ ଜଙ୍ଗଲରେ ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ ଅଭିଯୋଗ
ଦାରିଙ୍ଗବାଡ଼ି,(୨୮/୭) : ଦାରିଙ୍ଗବାଡ଼ି ଥାନା ଅଧିନ ତଗାପାଙ୍ଗା ଗ୍ରାମ ନିକଟ ସାଡ୍ରାପ୍ଲିୟୁ ସଂରକ୍ଷିତ ଜଙ୍ଗଲରେ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କୁ ତଗାପାଙ୍ଗା ଗ୍ରାମର ଆଦିବାସୀ ଲୋକ ମାନେ ଲିଖିତ ଅଭିଯୋଗ କରିଛନ୍ତି । ଏହି ସାଡ୍ରାପ୍ଲିୟୁ ସଂରକ୍ଷିତ!-->…
ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ଡକାୟତି ଗ୍ୟାଙ୍ଗ, ତିନି ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
ଭୁବନେଶ୍ବର: ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ଡକାୟତି ଗ୍ୟାଙ୍ଗ । ତିନି ଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ ମଧ୍ୟ କରିଛି । ସେହିପରି ଡକାୟତଙ୍କ ନିକଟରୁ ସୁନା ଗହଣା କିଣିବା ଅଭିଯୋଗରେ ତିନି ବଣିଆ ଗିରଫ ହୋଇଛନ୍ତି । ଏନେଇ!-->…
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ରଟିଙ୍ଗିଆ ଠାରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପ୍ରଧାନ ଶିକ୍ଷକ ଚତୁର୍ଭୂଜ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି!-->…
ଜିଲ୍ଲାସ୍ତରୀୟ ବିଦ୍ୟୁତ ମହୋତ୍ସବ : ଉତ୍କଳ ଭାରତ ଉଜ୍ଜଳ ଭବିଷ୍ୟତ
ଫୁଲବାଣୀ :- ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଆଜାଦିକି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ପାଲିତ ହୋଇଯାଇଛି।ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଯୋଗ ଦେଇ ଥିବାବେଳେ ସମ୍ମାନିତ!-->…