ବାଲେଶ୍ବର ଜିଲ୍ଲା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ: ବୁଲିଲେ ବିଭିନ୍ନ ସ୍କୁଲ୍

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଗସ୍ତରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗତ କିଛି ଦିନ ହେବ ସେ ବିଭିନ୍ନ ଜିଲ୍ଲା ବୁଲି ପାଠପଢା ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ତେବେ ଏହାରି ମଧ୍ୟରେ ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାସ ଅଚାନକ ବାଲେଶ୍ଵର

ଷ୍ଟେସନ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଡିଆରଏମ ଓ ରେଲୱେ ଇଞ୍ଜିନିୟର

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପୀନାଥପୁର ଅଞ୍ଚଳରେ ନୂତନ ରେଳଷ୍ଟେସନ କାର୍ଯ୍ୟ ନିମ୍ନମାନର ହେଉଥିବା ଖବର ପ୍ରସାରଣ ପରେ ଚେଇଁ ଉଠିଛି ରେଳବିଭାଗ । ଅଞ୍ଚଳବାସୀ ସାଂସଦଙ୍କ ହସ୍ତକ୍ଷେପ ଦାବି ପରେ ସେ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡିଆରଏମ ଆଜି ବିଭାଗୀୟ ଇଂଜିନିୟରଙ୍କୁ

ମଦ ଦୋକାନ ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ : ମଦ କାଉଣ୍ଟର ପଛ ପଟୁ ଯୁବକଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ଏକ ମଦ କାଉଣ୍ଟର ପଛ ପଟେ ଜଣେ

ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ୍ୟୁ ଘଟଣା, ମାମଲା ରୁଜୁ କଲେ OHRC

କଟକ: ଗତ ଗୁରୁବାର କଟକ କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଯୁବକ ଗୁଣନିଧି ବିଶୋୟୀ ଗତକାଲି ଆଖି ବୁଜିଛନ୍ତି। ଗୁଣନିଧିଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିଲା। କଟକର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ସହ

୯ ମାସରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ପୁରୀରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଏକାଧିକ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟ ଗୁଡ଼ିକ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାପ୍ତ ହେବ, ସେଥିପ୍ରତି ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ

ଦୁଇ ନାତିଙ୍କ ଠେଙ୍ଗା ମାଡ଼ରେ ଆଈ ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ୨ ନାତିଙ୍କ ଠେଙ୍ଗା ମାଡରେ ଆଈର ମୃତ୍ୟୁ ହୋଇଛି। ମୃତ ଆଈ ଜଣଙ୍କ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଳମ ଗ୍ରାମର ପିତାବଳୀଖମଣ ପଡାର

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର

ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜେନ୍ଦ୍ରନାରାୟଣପୁର ଗାଁରେ କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଆହତ ମହିଳା ହେଲେ ପୁର୍ଣ୍ଣିମା ଡିଣ୍ଡା । ଗାଁ ନିକଟରେ ଥିବା ଜୋର ନିକଟକୁ ଛେଳି ଚରାଇବାକୁ ଯାଇଥିଲେ । ଜୋର ପାର ହୋଇ ଆସିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା ।

ପୂଜ୍ୟପୂଜା ସମିତି ପକ୍ଷରୁ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ସ୍ମରଣ ସଭା

ବ୍ରହ୍ମପୁର (୨୪/୦୬) : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ମୃତ୍ୟୁ ବାର୍ଷିକୀକୁ ଯଥା ମର୍ଯ୍ୟାଦାର ସହ ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି ପାଳନ କରିଛି l ଏଥି ଉପଲକ୍ଷେ ସମିତି ସଭାପତି ବଂଶୀଧର

ନୂତନ ଜିଲ୍ଲାପାଳଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧନା

କନ୍ଧମାଳ : କନ୍ଧମାଳ ର ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନିଆରା ଢଙ୍ଗରେ କନ୍ଧମାଳ ଜ଼ିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଜ଼ିଲ୍ଲା ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ, ଜ଼ିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ଏବଂ ଉପଦେଷ୍ଠା

ମାଣିକପୁର ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ

ଖଲ୍ଲିକୋଟ(୨୪/୦୬) : ଖଲ୍ଲିକୋଟ ଥାନାର ମାଣିକପୁର ଗ୍ରାମ ଜଗନ୍ନାଥ ମନ୍ଦିର ସାହି ନାଲୁ ସିଂ ଘରେ ଥିବା ଜାଳେଣି ଗ୍ୟାସ ଫାଟି ନଗଦ ୮୦ ହଜାର ଟଙ୍କା ଓ ୨୦ ତୋଳା ସୁନା ପୋଡି ପାଉଁଶ ହୋଇଯାଇଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ରେ ଦୁଇ ବଖରା ଛାତ ଘର ଓ ଗୋଟିଏ ଟିଣ ଘର ଭାଙ୍ଗି ଟୁକୁରା